ପୁଣି କରୋନା ଭାଇରସ କୁ ନେଇ ଭବିଷ୍ୟବାଣୀ କହିଲେ ଏହି ଆଶ୍ଚର୍ଯ୍ୟ ବାଳକ, ଜାଣନ୍ତୁ କଣ ଆଗକୁ କଣ ଘଟିବାକୁ ଯାଉଛି……
ଆଜି ସମ୍ପୂର୍ଣ ଦେଶ କରୋନା ଭାଇରସ ରା ସ୍ୱୀକାର ହୋଇଛନ୍ତି । ଯେଉଁ ଭାଇରସ ସମ୍ପୂର୍ଣ ବୁଶ୍ଵର ମୁଣ୍ଡ ବ୍ୟଥା ରା କାରଣ ପାଲଟିଛି । ଏହି କାରଣରୁ ଆମ ଦେଶରେ ନୁହେଁ ସମ୍ପୂର୍ଣ ବିଶ୍ୱ ଆଜି ଆର୍ଥିକ ସଂକଟରେ ପଡିବା ସହିତ ଦେଶର ଲୋକ ମାନେ ଏହାର କବଳରେ କବଳିତ ହୋଇ ପ୍ରାଣ ହରାଉଛନ୍ତି । ଏହି ଭାଇରସ ଯୋଗୁ ଲୋକେ ନିଜର ଯିବିକା ହରାଇ ଲୋକେ ପ୍ରାଣ ଭୟରେ ଘରେ ବସି ରହୁଛନ୍ତି । ମଣିଷ ବର୍ତମାନ ଆଉ ସାମାଜିକ ପ୍ରାଣୀ ଭଳି ମିଳିମିଶି ରହୁ ନାହାନ୍ତି ସେମାନେଙ୍କୁ ଅଲଗା ରହିବାକୁ ପଡୁଛି ।
ଏହି ବିଶ୍ୱ ମହାମାରୀ କରୋନା ରୋଗ ବିଷୟରେ ଆମଦେଶରେ ଜଣେ ଛୋଟ ପିଲା ଯାହାର ବୟସ ମାତ୍ର ଚଉଦ ବର୍ଷ ସେ ନିଜର ଜ୍ଞାନ ବଳରେ ଏହି ମହାମାରୀ ର ଭବିଷ୍ୟତ ବାଣୀ କରାଇଥିଲେ ଆଜକୁ ପ୍ରାୟ ଦେଢ଼ ବର୍ଷ ପୂବରୁ ।
ମାତ୍ର ଲୋକ ମାନେ ଏହାକୁ ହାସ୍ୟ କରି ଏଡାଇ ଦେଇଥିଲେ । କେହି ଏହାକୁ ବିଶ୍ୱାସ କରିନଥିଲେ ବରଂ ଏହା ଏକ ଫାଲତୁ ବୋଲି କହିଥିଲେ । ଏହା ସତ୍ୟ ବୋଲି ତଥା ସତ୍ୟ ଭବିଷ୍ୟତ ବାଣୀ ହୋଇଥିବାରୁ ଲୋକେ ଆଜି ଏହି ଛୋଟ ପିଲାର ଭବିଷ୍ୟତ ବାଣୀକୁ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର ଲାଇକ କରିବା ସହିତ ଏହାର ପ୍ରଶଂସା କରିଛନ୍ତି ବହୁଳ ବହବରେ ।
ଏବେ ଏହି ଛୋଟ ପିଲାର ଫୋଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏହି ଛୋଟ ପିଲାଙ୍କୁ ସମସ୍ତେ ପ୍ରସଂଶା କରୁଛନ୍ତି । ଚାଲନ୍ତୁ ଜାଣିବା ଏହି ଛୋଟ ପିଲା ଜନଙ୍କ କିଏ ଆଉ ଏହାଙ୍କର ଭବିଷ୍ୟତ ବାଣୀ କଣ ସବୁ ଥିଲା ।
ଏହି ପିଲାଟିର ନାମ ହେଉଛି ଅଭିଜ୍ଞ ଜଣଙ୍କର ଏହି ଭବିଷ୍ୟତ ବାଣୀ ଭିଡ଼ିଓଟି ୟୁଟୁବ ଚେନେଲ କନସାଇନ୍ସ ପ୍ରକାଶ ପାଇ ଥିଲା । ଏହି ଥିରେ ସେ କହୁଥିଲେ ଯେ 2020 ମଣିଷ ପାଇଁ ବଡ଼ ବିପଦ ଜଣକ ହେବ । ଲୋକ ମାନେ ଘରୁ ବାହାରିବେ ନାହିଁ ଲୋକେ ଘରେ ରହିବେ ନିଜର ଜୀବନ ରକ୍ଷା ନିମନ୍ତେ । ଏକ ପ୍ରକାର ମହାମାରୀ ସମ୍ପୂର୍ଣ ବିଶ୍ୱରେ ଵ୍ୟାପୀବ ଯାହାର ଉପଚାର କରିବା ପାଇଁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସମୟ ଲାଗିବ ।
ଏହି ରୋଗ ମଣିଷ ପାଖକୁ ଜୀବଙ୍କ ଠାରୁ ଆସିଛି ବୋଲି ସେ କହିଥିଲେ । ଆହୁରି ମଧ୍ୟ ସେ କହିଥିଲେ ଯେ ବିଶ୍ୱରେ ଦେଶରେ ଜୈବିକ ଆକ୍ରମଣ ହେବ । କୁହା ଯାଇଛି ଯେ ଏହି ଭୁତାଣୁ ଚାଇନା ନିଜେ ଉତ୍ପାଦନ କରି ବିଶ୍ୱ କୁ ବିପଦରେ ପକାଇବା ପାଇଁ ପ୍ରୟୋଗ କରିଛି ।
ସେ ମଧ୍ୟ କହିଛି ଏହା ଆମ ଦେଶରେ ଏପ୍ରିଲ ମାସ ପର୍ଯ୍ୟନ୍ତ ସବୁ ଆଡେ ବ୍ୟାପିଯିବ ।
ସେ ମଧ୍ୟ୍ୟ କହିଛନ୍ତି ଯେ ଚୀନ ଉପରେ ପରମାଣୁ ଆକ୍ରମଣ 2020 ଶେଷ ସୁଦ୍ଧା ହୋଇ ପରେ ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।