ପୁଣି ଛାତ୍ରଛାତ୍ରୀଙ୍କ ପାଇଁ ଓଡିଶା ସରକାର ଙ୍କର ବଡ଼ ଘୋଷଣା । ନୂଆ ଯୋଜନା ସହିତ ଏହି ତାରିଖରେ ଖୋଲିବ ସ୍କୁଲ…
ଏବେ ଏବେ ଆଉ କିଛି ନୂଆ ଅପଡେଟ ଜାରି ହୋଇଛି ଛାତ୍ର ଛାତ୍ରୀ ମାନଙ୍କ ପାଇଁ। ତା ଛଡା ଆପଣ ମାନେ ସମସ୍ତେ ଜାଣି ଅଛନ୍ତି ଯେ କରନା ସଂକ୍ରମଣ ପାଇଁ ସ୍କୁଲ୍ କଲେଜ୍ ବନ୍ଦ୍ ରହିଛି।ଆଉ ଏହି ସ୍କୁଲ୍ କେବେ ଖୋଲିବ ଆପଣ ଭାବୁଥିବା ବେଳେ ଏବେ ହିଁ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କିଛି ନୂଆ ସୂଚନା ଜାରି କରିଛନ୍ତି । ତେବେ କଣ ରହିଛି ସେହି ସୂଚନା ଆସନ୍ତୁ ଜାଣିବା ;
ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଶୁକ୍ର ବାର ପୂର୍ବାହ୍ନ ରେ ଓଡ଼ିଶା କ୍ୟାରିୟର ପୋର୍ଟାଲ୍ ଶୋଭା ଆରମ୍ଭ କରିଛନ୍ତି । ଏହି ନୂଆ ଓଡ଼ିଶା କ୍ୟାରିୟର ପୋର୍ଟାଲ୍ ଶୋଭା ରେ ଏକ ଅଦ୍ୱିତୀୟ ଓ ସମଯୋଗି ହୋଇ ପାରିବ ବୋଲି ମନ୍ତ୍ରୀ ମଧ୍ୟ କହିଥିଲେ । ୟୁନିସେଫ ର ସହୋଯୋଗ ଜରିଆ ରେ ଓଡ଼ିଶା ସରକାର ବିଦ୍ୟାଳୟ ଓ ଓଡ଼ିଶା କ୍ୟାରିୟର ପୋର୍ଟାଲ୍ ଶୋଭା ର ଆରମ୍ଭ ହୋଇ ଅଛି ଯାହା ଦ୍ଵାରା ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍ତର ର ଶିକ୍ଷାର୍ଥୀ ମାନଙ୍କ ର ଭବିଷ୍ୟତ ଜାଣିବା ବିଷୟ ରେ ସମ୍ଭାବନା ରହିବା ସହିତ ତତ୍ ସମ୍ବର୍ଧିତ ବିଶେଷଜ୍ଞ ପରାମର୍ଶ ମଧ୍ୟ ପାଇ ପାରିବେ।
ନିଜର ଲଗ୍ ଅନ୍ ଆଇଡି ଓ ପାସୱର୍ଡ଼ ମାଧ୍ୟମ ରେ www.odisacarrierportal.com ରେ ଲଗ୍ ଅନ୍ କରି ଛାତ୍ର ଛାତ୍ରୀ ମାନେ ଏହି ସେବା ର ଲାଭ ଉଠାଇ ପାରିବେ । ଏହି ପୋର୍ଟାଲ୍ ଦ୍ଵାରା ଶିକ୍ଷାର୍ଥୀ ମାନେ ବିଦ୍ୟାର୍ଥୀ ମାନେ ବିଭିନ୍ନ ବୃତ୍ତି ଓ ଶିକ୍ଷା ଅନୁଷ୍ଠାନ ବିଷୟ ରେ ଜାଣି ପାରିବେ ଓ ଶିକ୍ଷକ ମାନଙ୍କ ସହିତ ସିଧା ସଳଖ ଭାବେ କଥା ବାର୍ତ୍ତା କରି ପାରିବେ।
ତେବେ ଏହା ସହିତ ଏହି ପୋର୍ଟାଲ କୁ ବ୍ୟବହାର କରିବା ପାଇଁ ପ୍ରସ୍ତୁତ କରା ଯାଉ ଥିବା ଏକ ମୋବାଇଲ ଉପୋଯୋଗୀ ଆପ କୁ ପ୍ରୟୋଗ କରି ପ୍ରାୟ ୧୭ ଲକ୍ଷ ଶିକ୍ଷାର୍ଥୀ ଏଥିରେ ଉପକୃତ ହୋଇ ପାରିବେ। ଆଉ ଏକ ବଡ଼ କଥା ହେଉଛି ଏହି ପୋର୍ଟାଲ୍ ଟି ଓଡ଼ିଆ ଭାଷା ରେ ପ୍ରସ୍ତୁତ ମଧ୍ୟ କରା ଯାଇଛି।
ବିଭିନ୍ନ ବୃତ୍ତି ଓ ସେଥି ସହିତ ଜଡିତ ଥିବା ମହା ବିଦ୍ୟାଳୟ ଓ ଏହା ସହିତ ଜଡିତ ଥିବା ଅନୁଷ୍ଠାନ ଓ ଧନ୍ଦା ମୂଳକ ଅନୁଷ୍ଠାନ ଏବଂ ସେଥି ପାଇଁ ରହି ଥିବା ପ୍ରବେଶିକା ପରୀକ୍ଷା ତଥା ବୃତ୍ତି ଗୁଡିକ ସମ୍ବଢ଼ରେ ରେ ସମ୍ପୂର୍ଣ ସୂଚନା ପ୍ରଦାନ କରି ଥାଏ। ତେବେ ଏହା କିଛି ବଡ଼ ଅପଡେଟ ଆସିଥିଲା ଯାହା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଦେଇ ଥିଲେ ଯାହାକି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଓଡ଼ିଶା କ୍ୟାରିୟର ପୋର୍ଟାଲ୍ ଶୋଭା ଆରମ୍ଭ କରା ଯାଇଛି ।
ଏହା ସହିତ ବହୁତ୍ ଜଲ୍ଦୀ ସ୍କୁଲ୍ ଖୋଲିବ ବୋଲି ମଧ୍ୟ ସୂଚନା ମିଳିଛି। ଜାନୁଆରୀ ପ୍ରଥମ ସପ୍ତାହ ରେ ସ୍କୁଲ୍ ଖୋଲିବ ବୋଲି ଏମିତି କିଛି ସୂଚନା ରହିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।