ବର୍ଷା – ଅନୁଭବ ଙ୍କ ପରେ ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ଏଲିନା, ଡ଼ାଇରେକ୍ଟର ଙ୍କ ସହ ମିଶି କଲେ ” ପାପ ” । ଦେଖିଲା ପରେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…..

ସଂସ୍କୃତିର ରାଜ୍ୟ ଓଡ଼ିଶାରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କୁ କିଏ ବା ନଜାଣେ। ବିଗତ କିଛି ବର୍ଷ ଧରି ଓଡ଼ିଆ ସିନେମା ଜଗତକୁ ସେ ସୁନ୍ଦର ସୁନ୍ଦର ସିନେମା ସବୁ ଦେଇ ଆସୁଛନ୍ତି। ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଏବଂ ଆକର୍ଷଣୀୟ ଅଟେ। ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ଅନେକ ସୁପର୍ ହିଟ୍ ଫିଲ୍ମ୍ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି ଏହି ଅଭିନେତ୍ରୀ।ଓଲିଉଡ ର ସୁଇଟ ଆଣ୍ଡ ହଟ କୁହା ଯାଉଥିବା ଚୁଲବୁଲି, ସୁନ୍ଦରୀ ନାୟିକା ହେଉଛନ୍ତି ୨୪ ବର୍ଷୀୟା ଏଲିନା ସାମନ୍ତରାୟ।

ତେବେ ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ଓଡ଼ିଆ ସିନେମା ଜଗତରେ ସେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ପ୍ରଥମ ପସନ୍ଦର ଅଭିନେତ୍ରୀ। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି।ତେବେ କିଏ ବା ତାଙ୍କୁ ଭଲ ନପାଏ। ସମସ୍ତେ ତାଙ୍କ ପାଇଁ ଦିୱାନା ଅଟନ୍ତି।

ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ।ସେ ତାଙ୍କର ଅଭିନୟ ସାଙ୍ଗକୁ ମାନୋଲୋଭା ହସ ଏବଂ ଆକର୍ଷଣୀୟ ଚେହେରା ପାଇଁ ଅଧିକ ଆକର୍ଷିତ ଲାଗନ୍ତି।ସେ କିଛିଦିନ ଧରି କରନା ମହାମାରୀ କାରଣରୁ ସମସ୍ତଙ୍କ ଭଳି ଫିଲ୍ମ୍ ଦୁନିଆରୁ ଟିକେ ଦୂରରେ ରହିଥିଲେ।ତେବେ ଏବେ ସେ ବହୁତ ଚର୍ଚ୍ଚାରେ ରହିଛନ୍ତି।

କୁହାଯାଉଛି କି ଅନୁଭବ ମହାନ୍ତି ଯେମିତି ନିଜର ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ରହିଥିଲେ ଠିକ୍ ସେହିପରି ଏବେ ଏହି ଅଭିନେତ୍ରୀ ଜଣଙ୍କ ତାଙ୍କର ଏକ କାର୍ଯ୍ୟ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଯାହାକୁ ନେଇ ଏବେ ସମସ୍ତେ ଆଲୋଚନା ସମାଲୋଚନା କରିବାରେ ଲାଗିଛନ୍ତି।

କୁହା ଯାଉଛି କି ସେ ଏକ ପାପ କରି ଦେଇଛନ୍ତି ଯେଉଁ କାରଣରୁ ଏବେ ଚର୍ଚ୍ଚାରେ ରହିଛନ୍ତି।ତେବେ କଣ ସେହି ପାପ ଏବଂ କାହିଁକି ଏଥିପାଇଁ ସେ ଅନ୍ୟ ମାନଙ୍କ ଆଗରେ ଏଭଳି ଭାବରେ ପ୍ରରୋଚିତ ହେଉଛନ୍ତି। ପ୍ରକୃତ କଥା ଏହାକି ଏହି ଓଲିଉଡ ର ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ କରିବାକୁ ଯାଉଛନ୍ତି ‘ପାପ’।

ତେବେ ଆପଣମାନେ ଏହାକୁ ଶୁଣିକି ନିଶ୍ଚୟ ଆଶ୍ଟର୍ଯ୍ୟ ହୋଇ ଜାଇଥିବେ।କାରଣ ଏଲିନା ପୁଣି କଣ ପାପ କରିବେ? ଏଠାରେ ଆପଣ ପାପର ଅର୍ଥ ଯାହା ଭାବୁଛନ୍ତି ବାସ୍ତବରେ ତାହା ନୁହେଁ।ଆମେ ଏଠାରେ କୌଣସି ପାପ କିମ୍ବା ପୂଣ୍ୟ କଥା କହୁନୁ। ଆମେ କହୁଛୁ ଏଲିନାଙ୍କ ଅପକମିଂ ଫିଲ୍ମ ‘ପାପ’ କଥା। ତରଙ୍ଗ ସିନେ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମରେ ଏଲିନା ମୁଖ୍ୟ ଭୂମିକାରେ ନଜରକୁ ଆସିବେ।ଏଥିରେ ସେ ନିର୍ଦେଶକ ଅଶୋକ ପତିଙ୍କ ସହିତ ଅଭିନୟ କରିବାର ନଜର ଆସିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।