ପୁଣି ଭୁବନେଶ୍ୱର ରେ ଅନଲାଇନ ସେ-କ୍ସ ଧନ୍ଦା ! ଶୁଣନ୍ତୁ CALL କରି କଣ କହୁଛନ୍ତି ଦେହଜୀବୀ ?

ବିଭିନ୍ନ ସମୟରେ ରାଜଧାନୀ ରେ ଚାଂଚଲ୍ୟକର ଘଟଣା ମାନ ଘଟିବାର ନଜର ରହିଛି। କିଛି ମାସ ଧରି ରାଜଧାନୀ ଭୁବନେଶ୍ୱର ରେ କ୍ରାଇମ୍ ବଢ଼ି ବଢ଼ି ଚାଲିଛି। ରାଜଧାନୀ ରେ ଘଟୁଥିବା ଏହିସବୁ ଆତଙ୍କରାଜ ସାଧାରଣ ଲୋକଙ୍କ ମନରେ ସୃଷ୍ଟି କରୁଚି ଏକ ଅଜଣା ଭୟ। ଯେତେବେଳେ ଇନର୍ କିଲିଂ ର ଭୟଙ୍କର ମାମଲା ତ ପୁଣି କେତେବେଳେ ଡକାୟତି ଗୁଣ୍ଡାରାଜ ର ଆତଙ୍କ।

ସେହିଭଳି ବିଗତ କିଛିବର୍ଷ ଧରି ରାଜଧାନୀ ରେ ଦେହ ବ୍ୟବସାୟ ଏକ ନିତିଦିନିଆ କାମ ଭାବରେ ଚାଲି ରହିଛି। ଯେମିତି ପ୍ରଶାସନ ର ଆଢୁଆଳରେ ଚାଲିଛି ଏହି ବ୍ୟବସାୟ।

ଅନେକ ଥର ଏହା ଉପରେ ପ୍ରଶାସନ ର ପଦକ୍ଷେପ ପରେ ମଧ୍ୟ ଏଠାରେ ଚାଲିଛି ବେଧଡକ ଭାବରେ ଚାଲିଛି ଦେହ ବ୍ୟବସାୟ। ସେହିପରି ଏବେ ରାଜଧାନୀରେ ଅନଲାଇନ ମାଧ୍ୟମ ରେ ସେକ୍ସ ଧନ୍ଦା ଜୋର୍ ହେବାରେ ଲାଗିଛି। ଲକଡାଉନ କାରଣରୁ ଏହିସବୁ କାରବାର ମଧ୍ୟ ଡିଜିଟାଲ ହେବାରେ ଲାଗିଛି।

ଲୋକଙ୍କ ନିକଟରୁ ପଇସା ହଡ଼ପ କରିବା ପାଇଁ ବିଭିନ୍ନ ପ୍ରୟାସ କରୁଛନ୍ତି କିଛି ଅସାଧୁ ଲୋକେ।ସେକ୍ସ କାରବାର କରୁଥିବା ଲୋକେ ଏବେ ଅନଲାଇନ ୱେବ ପୋର୍ଟାଲ ମଧ୍ୟ ବନାଉଛନ୍ତି ବିଭିନ୍ନ ପ୍ରକାରର। ଯାହା ମାଧ୍ୟମରେ ଲୋକଙ୍କୁ ସେମାନେ ବିଭିନ୍ନ ଲୋଭ ଦେଖାଇ ଫସାଉଛନ୍ତି।

ଅନଲାଇନ ୱେବ ପୋର୍ଟାଲ ଜରିଆରେ ଲୋକଙ୍କୁ ବିଭିନ୍ନ ଉପାୟରେ ଏହି ବ୍ୟବସାୟ ରେ ଜଡିତ ହେବାକୁ ଅଫର୍ ଦିଆ ଯାଉଛି। ଅଡିଓ ସେକ୍ସ କଲ କରିବେ କି ନାହିଁ, ତାହା ମଧ୍ୟ ଅଫର କରା ଯାଉଛି ଫୋନ୍ କଲ କରି। ଆଉ ଆପଣ ଯଦି ଆଗ୍ରହୀ ହୁଅନ୍ତି ଏହା ପରେ ଡିଜିଟାଲ ମାଧ୍ୟମରେ ଫୋନ୍ ପେ କିମ୍ବା ଗୁଗଲ୍ ପେ କରି ଆପଣ ଙ୍କୁ ପଇସା ପଠାଇବାକୁ ପଡ଼ିବ।

ଏହାପରେ ଆପଣ ହେବେ ଠକାମୀ ର ଶିକାର।ତେବେ ଯେଉଁ ପୋର୍ଟାଲ୍ ସାଇଟ୍ ରୁ ଆପଣଙ୍କ ନିକଟକୁ କଲ୍ ଆସିବ ତାହା ହେଉଛି 7384540564 ଏହି ନମ୍ୱର୍ ଏବଂ ସାଇଟ୍ ଟି ହେଉଛି nightangelfriendship.com ସାଇଟ୍‌।ଏହାକୁ ଚେକ୍ କରିବା ପରେ ଆପଣ ବିଭିନ୍ନ ଅଫର୍ ବିଷୟରେ ଶୁଣିବାକୁ ପାଇବେ।

ତେବେ ଉପରୋକ୍ତ ନମ୍ୱର୍ ରୁ ଯଦି ଆପଣଙ୍କୁ ନିକଟକୁ କଲ୍ ଆସୁଛି ତେବେ ହୋଇ ଯାଆନ୍ତୁ ସାବଧାନ।ଥରେ ଶୁଣନ୍ତୁ ସେମାନେ କଣ କହୁଛନ୍ତି ଏହି ଅଡିଓ କଲ୍ ରେ। ଏହି ସାଇଟ ରେ ଭିଜିଟ କରିବା ପରେ ଆପଣଙ୍କୁ ଅନେକ ଅଫର ବିଷୟରେ ସେମାନେ କହିବେ।ଆଉ ଆପଣ ଏଥିରେ ଯଦି ଜଡ଼ିତ ହୋଇ ଯାଉଛନ୍ତି ତେବେ ଆପଣ ଏଥିରେ ଫସିଗଲେ ବୋଲି ଜାଣନ୍ତୁ।

ତେବେ ଏହି ସବୁ ଧନ୍ଦା ରୁ ଆପଣ ଦୁରେଇ ରୁହନ୍ତୁ ଏବଂ ଠକ ମାନଙ୍କୁ ସାବଧାନ ହୁଅନ୍ତୁ ନହେଲେ ଅଳ୍ପ ସମୟରେ ଆପଣଙ୍କୁ ଜେଲ ହେବା ସହିତ ଆପଣଙ୍କ ଆକାଉଣ୍ଟ ରୁ ସମସ୍ତ ଟଙ୍କା ଖାଲି ମଧ୍ୟ ହୋଇ ଯାଇପାରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।