ପୁଣି ଭାରତୀୟ ପଶୁ ପାଳନ ନିଗମ ପକ୍ଷରୁ ଆସିଲା ବଡ଼ ଧରଣର ନିଯୁକ୍ତି ସୁଯୋଗ । ଜଲଦି କରନ୍ତୁ ଆବେଦନ…..

ଭାରତୀୟ ପଶୁ ପାଳନ ନିଗମ ତରଫରୁ ଆସିଲା ପୁଣି ନିଯୁକ୍ତି ସୁଯୋଗ।ଏକ ବଡ଼ ଧରଣର ନିଯୁକ୍ତି ସୃଷ୍ଟି ହୋଇଛି ଯାହା ନିଶ୍ଚିତ ଭାବରେ ଏକ ଖୁସି ଖବର। କରନା ସମୟରେ ଏହି ବିଭାଗ ଦେଶର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆଣିଛି ଖୁସି ଖବର।ଏହାକୁ ଦଶମ ପାସ୍ ପିଲା ଆବେଦନ କରି ପାରିବେ ଏବଂ ୩୭୬୪ ଟି ପଦବୀ ବିଶିଷ୍ଟ ଏହି ଚାକିରି ରେ ଆବେଦନ କରି ଆପଣ ମାନେ ତାର ଫାଇଦା ମଧ୍ୟ ପାଇ ପାରିବେ।

ତେବେ ଯଦି ଆପଣ ଦଶମ ସର୍ବନିମ୍ନ ଦଶମ ଶ୍ରେଣୀ ପାସ୍ କରିଛନ୍ତି ତେବେ ଆପଣ ଆଦୌ ବିଳମ୍ବ ନକରି ଏହି ପଦବୀ ପାଇଁ ଆବେଦନ କରି ପାରିବେ।ଏଥିରେ ଆପଣଙ୍କୁ ଭଲ ଦରମା ମଧ୍ୟ ମିଳିବ ଏହା ଏକ ସରକାରୀ ଚାକିରୀ ମଧ୍ୟ ଅଟେ।

ଭାରତୀୟ ପଶୁ ପାଳନ ନିଗମ ତରଫରୁ ଆବେଦନ ପାଇଁ ହେଉଥିବା ଏହି ପଦବୀ ଗୁଡ଼ିକରେ ଆପଣ ସରକାରଙ୍କ ଅଫିସିଆଲ୍ ୱେବ୍ ସାଇଟ୍ କୁ ଯାଇ ଏହାର ସବିଶେଷ ବିବରଣୀ ସମ୍ପର୍କରେ ଜାଣି ଉଚିତ୍ ସମୟ ପୂର୍ବରୁ ଏହାକୁ ଆବେଦନ କରନ୍ତୁ।ତେବେ ଆସନ୍ତୁ ଜାଣିବା କଣ ସବୁ ପ୍ରକ୍ରିୟା ରହିଛି ଏବଂ ଏଥିପାଇଁ ଆବେଦନ କରିବା ପାଇଁ ସମସ୍ତ ବିବରଣୀ ସମ୍ବନ୍ଧରେ।

ପଦ ନାମ- ପଶୁ ପାଳନ ନିଗମରେ ଭିନ୍ନ ଭିନ୍ନ ପଦ ପାଇଁ ନିଯୁକ୍ତି ରହିଛି।

ପଦବୀ- ୩୭୬୪ ଟି ପଦବୀ ରହିଛି।

ଆବେଦନ ମାଧ୍ୟମ- ଅନଲାଇନ ରେ

ଚୟନ ପ୍ରକ୍ରିୟା- ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ।

ଶିକ୍ଷାଗତ ଯୋଗ୍ୟତା- ଦଶମ ପାସ୍,+୨,+୩ ଓ ପୋଷ୍ଟ ଗ୍ରାଯୁଏଟ ମଧ୍ୟ ହୋଇଥିବା ନିହାତି ଦରକାର। ଭିନ୍ନ ପଦବୀ ପାଇଁ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ରହିଛି।

ଆବେଦନ ତାରିଖ- ଏହି ଚାକିରି ପାଇଁ ଆବେଦନ ର ଶେଷ ତାରିଖ ରହିଛି ୨୧ ଡିସେମ୍ବର ୨୦୨୦

ବୟସ ସୀମା- ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ରହିଛି। ଏଥିରେ ଆବେଦନ କରିବା ପାଇଁ ଆପଣଙ୍କ ବୟସ ୧୮ ବର୍ଷ ସର୍ବନିମ୍ନ ଓ ୪୫ ବର୍ଷ ସର୍ବାଧିକ ହୋଇଥିବା ଦରକାର।

ଦରମା- ୧୨୮୦୦- ୨୧୭୦୦ ଟଙ୍କା ପର୍ଯ୍ୟନ୍ତ ଦରମା ରହିଛି।

ଆବେଦନ ପ୍ରକ୍ରିୟା- ଏହି ପଶୁ ପାଳନ ନିଗମ ବିଭାଗରେ ବାହାରିଥିବା ପଦବୀରେ ଆବେଦନ କରିବା ପାଇଁ ଆପଣ ଏହାର ୱେବ୍ ସାଇଟ୍ କୁ ଯାଇ ସରକାରୀ ବିଭାଗର ଜାରି ହୋଇଥିବା ତାର ଅଫିସିଆଲ୍ ୱେବ୍ ସାଇଟ୍ (www.bharatiyapashupalan.com) ରେ କ୍ଲିକ୍ କରି ଏହାର ଆବେଦନ ବିଷୟରେ ଜାଣିବା ସହିତ apply online କ୍ଲିକ କରି ପାରିବେ ଯେଉଁଠି ଆପଣଙ୍କୁ ଆପଣଙ୍କର ସମସ୍ତ ତଥ୍ୟ ଦେବାକୁ ପଡ଼ିବ। ଧ୍ୟାନ ଦିଅନ୍ତି ଯେମିତି ଆପଣଙ୍କ ଦ୍ଵାରା ଦିଆ ଯାଇଥିବା ତଥ୍ୟ ଭୁଲ୍ ନଥାଏ।

ଏହା ଛଡା ଆପଣ ଏହାକୁ ଡିସେମ୍ବର ୨୧ ପୂର୍ବରୁ ନିଶ୍ଚିତ ଭାବରେ ଆବେଦନ କରନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।