ପୁଣି ଅନୁଭବ ଙ୍କ ବଢ଼ିଲା ଅଡୁଆ ! ଶାହରୁଖ ଖାନ୍ ଙ୍କ ଫଟୋ ସେୟାର କରି ଟ୍ରଲ୍ ଶିକାର ହେଲେ ଅନୁଭବ ମହାନ୍ତି, ତେବେ କେମିତି ହୋଇଛନ୍ତି ଆସନ୍ତୁ ଜାଣିବା….
ବଲିଉଡ୍ କିଙ୍ଗ ସାରୁଖ୍ ଖାନ୍ ଙ୍କ ଜନ୍ମ ଦିନ ରେ ଲକ୍ଷ ଲକ୍ଷ ପ୍ରଶଂସକ ସାରୁକ୍ ଖାନ୍ ଙ୍କୁ ସୋସିଆଲ ମିଡ଼ିଆ ରେ ଶୁଭେଚ୍ଛା ଜଣାଇ ଅଛନ୍ତି । ଏହି ପ୍ରଶଂସକ ତାଲିକା ରେ କେନ୍ଦ୍ରାପଡ଼ା ର ସାଂସଦ ତଥା ଅଭିନେତା ମଧ୍ୟ ଅଛନ୍ତି । ଆଉ ସେ ମଧ୍ୟ ଶାରୁଖ ଖାନ୍ ଙ୍କ ଜନ୍ମ ଦିନ ରେ ଶୁଭେଚ୍ଛା ଜଣାଇ ଅଛନ୍ତି କିନ୍ତୁ ଏହି ପୋଷ୍ଟ ରେ ଅନୁଭବ ଙ୍କ ଫ୍ୟାନ ମାନେ ଏମିତି ଚୂନ ମିଶାଇ କମେଣ୍ଟ ଦେଇଛନ୍ତି ଯେଉଁଥିରେ ଅନୁଭବ କଣ ଯିଏ ହେଲେ ବି ତାଙ୍କ ମନ ଆମ୍ବିଳା ହୋଇଯିବ ।
ତେବେ ଅନୁଭବ କେବେ ନିଜ ଫେବ୍ରାଇଟ ଷ୍ଟାର୍ ସଲମାନ୍ ଖାନ୍ ଙ୍କୁ ରାତି ଅଧା ରେ ଲାଇକ ମାଗି ଥିଲେ । ତେବେ ବର୍ତ୍ତମାନ ସେହି କଥା କୁ ଯୋଡ଼ି ପ୍ରଶଂସକ ମାନେ ଟ୍ରଲ୍ କରାଇବା ପାଇଁ ପଛାଇ ନାହାନ୍ତି କମେଣ୍ଟ ରେ କହିଛନ୍ତି ଲାଇକ ଦରକାର କି ।
ତେବେ ଗତ କିଛି ଦିନ ତଳେ ଶାରୁଖ ଖାନ୍ ଙ୍କ ଜନ୍ମ ଦିନ ଅବସର ରେ ଟୁଇଟର ରେ ମଧ୍ୟ ଶୁଭେଚ୍ଛା ଜଣାଇ ଥିଲେ ଅନୁଭବ ମହାନ୍ତି । ଅନୁଭବ ମହାନ୍ତି ସାରୁଖ ଖାନ୍ ଙ୍କ ସହିତ ହ୍ୟଣ୍ଡସେକ୍ କରୁଥିବା ର ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ ସାରୁଖ ଖାନ୍ ଆପଣ ଙ୍କୁ ଜନ୍ମ ଦିନ ରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଆଉ ତୁମେ ସମସ୍ତ ସିନେ ପ୍ରେମୀ ଙ୍କ ହୃଦସ୍ପନ୍ଦନ ।ଆଉ ଅନୁଭବ ଙ୍କ ଏହି ପୋଷ୍ଟ ରେ ଲୋକ ମାନେ ତାଙ୍କୁ ବହୁତ୍ କମେଣ୍ଟ କରିଛନ୍ତି ଆଉ ସେ ଟ୍ରଲ୍ ର ମଧ୍ୟ ଶିକାର ହୋଇଛନ୍ତି ।
ଖାଲି ଏତିକି ନୁହେଁ ଅକ୍ଷୟ କୁମାର ସାମନ୍ତ ନାମକ ଜଣେ ୟୁଜର ଲେଖିଛନ୍ତି ଯେ” sir ମୁଁ ଅତ୍ୟନ୍ତ ଖୁସି ଆପଣ ସାରୁଖ ଖାନ୍ ଙ୍କ ଜନ୍ମ ଦିନ ର ଶୁଭ କାମନା ଜଣାଇ ଅଛନ୍ତି କିନ୍ତୁ ଆଜି ଆମେ ଓଡ଼ିଶା ବାସୀ ଓଡ଼ିଆ ଚଳଚ୍ଚିତ୍ର ଜଗତ ର ପ୍ରଶଂସକ ବହୁତ୍ ଦୁଃଖିତ କାରଣ ଆଜି ଓଡ଼ିଆ ଚଳଚ୍ଚିତ୍ର ଜଗତ ର ପ୍ରଖ୍ୟାତ ନିର୍ଦ୍ଧେଶକ ରାଜୁ ମିଶ୍ର ଆଉ ନାହାଁନ୍ତି ।
କିନ୍ତୁ ଆପଣ ପ୍ରଥମେ ଏ ଦୁଃଖ ପ୍ରକାଶ କରିଲେ ନାହିଁ ଆଉ ଆଗେ ଖୁସି ମନାଉ ଅଛନ୍ତି ” । ତେବେ ଟ୍ରଲ୍ ହେବା ପରେ ଅନୁଭବ ମହାନ୍ତି ୟୁଜର ମାନଙ୍କୁ କିଛି ପତ୍ରିକିୟା ଦେଇ ନାହାନ୍ତି । ତେବେ ଏହି ଭଳି ଭାବରେ ଅନୁଭବ ମହାନ୍ତି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଟ୍ରଲ୍ ହେବାରେ ଲାଗିଛନ୍ତି ।
ଅନୁଭବ ମହାନ୍ତି ଙ୍କ ର ଏହି ପୋଷ୍ଟ ଟି ପାଇଁ ବର୍ତ୍ତମାନ ସେ ଟ୍ରଲ୍ ହେବାରେ ଲାଗିଛନ୍ତି। ସୋସିଆଲ ମିଡ଼ିଆ ରେ ତାଙ୍କୁ ଲୋକ ମାନେ ତାଙ୍କର ଏହି ପୋଷ୍ଟ ପାଇଁ ବହୁତ୍ ପରିମାଣ ରେ ଟ୍ରଲ୍ କରୁଛନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।