ପୁରାଣ ଅନୁଯାୟୀ ସ୍ତ୍ରୀ ମାନେ ଏହି ୫ଟି ଭୁଲ୍ କରନ୍ତୁ ନାହିଁ ନହେଲେ ସ୍ୱାମୀ ହୋଇଯିବେ ଦାଣ୍ଡର ଭିକାରୀ
ଆଜି ଆମେ ଆମକୁ କିଛି ମହତ୍ୱ ପୂର୍ଣ୍ଣ ବିଷୟ କହିବୁ ଯାହାକୁ ନାରୀ ମାନେ କଲେ ତାଙ୍କର ସ୍ୱାମୀ ଭିକାରି ହୋଇଯାନ୍ତି । କୁହାଯାଏ ଯେ ହିନ୍ଦୁ ଧର୍ମ ଶାସ୍ତ୍ର ରେ ଯେ ମହିଳା ହେଉଛି ଘରର ଲକ୍ଷ୍ମୀ । କିନ୍ତୁ ଏହି ମହିଳା ମାନେ ଯଦି କିଛି ଶାସ୍ତ୍ର ପ୍ରଦତ୍ତ ଅନୁଚିତ କାର୍ଯ୍ୟ କରନ୍ତି ତେବେ ସେମାନଙ୍କ ସ୍ୱାମୀ ଭିକାରି ହୋଇଯାନ୍ତି । ହିନ୍ଦୁ ଧର୍ମ ରେ ଝିଅ ପୁଅ ବିବାହ କରନ୍ତି ।
ଏହା କରି ସରିଲା ପରେ ସେମାନେ ପରସ୍ପର ର କର୍ମ ଉପରେ ନିର୍ଭର କରନ୍ତି ଯଦି ସ୍ୱାମୀ ଭଲ କର୍ମ କରୁଥାନ୍ତି କିନ୍ତୁ ସ୍ତ୍ରୀ ଅନୁଚିତ କର୍ମ କରୁଥାନ୍ତି ତାହାଲେ ସ୍ତ୍ରୀ ର କର୍ମ ଯୋଗୁଁ ସ୍ୱାମୀ କୁ ଖରାପ ଦାସl ଭୋଗିବାକୁ ପଡିବ ।
ନାରୀ ମାନେ ଗୋଟିଏ ଘରକୁ ସ୍ୱର୍ଗ ବନାଇ ଦେଇ ପାରନ୍ତି ପୁଣି ସେହି ନାରୀ ଗୋଟିଏ ଘରକୁ ନର୍କ ବନାଇ ଦେଇ ପାରନ୍ତି, ଏସବୁ ସେମାନଙ୍କ କର୍ମ ଉପରେ ନିର୍ଭର କରେ । ଏହି ନାରୀ ର କର୍ମ କୁ କେମିତି କରିବେ ଆଉ କଣ ନ କରିବା ଉଚିତ ସେ ସବୁ ବିଷୟରେ ଆମ ହିନ୍ଦୁ ଶାସ୍ତ୍ର ରେ ବର୍ଣିତ ହୋଇଛି । ତେବେ ଚାଲନ୍ତୁ ଜାଣିବା ସେହି ଅନୁଚିତ କର୍ମ ହୁଡ଼ିକ କଣ ଯାହାକୁ ନାରୀ ମାନେ ଯଦି କରୁଥାନ୍ତି ତେବେ ଆପଣଙ୍କ ସ୍ୱାମୀ ଭିକାରି ହୋଇଯାଇ ପାରନ୍ତି ।
1-ଯଦି କୌଣସି ନାରୀ ସାନ୍ଧ୍ୟl ବେଳେ ଘରେ ଝାଡୁ ଲଗାଉ ଥାନ୍ତି ନ ତାହାଲେ ସେହି ନାରୀ ର ସ୍ୱାମୀ ଭିକାରି ହୋଇଯିବେ କାରଣ ସେହି ଘରେ ମାତା ଲକ୍ଷ୍ମୀ କେବେବି ରୁହନ୍ତି ନାହିଁ । ତେଣୁ ଭୁଲରେ କେବେବି କରନ୍ତୁ ନାହିଁ ।
2-ଯଦି କୌଣସି ନାରୀ ସବୁବେଳେ ଘରେ ସମସ୍ତ ଙ୍କୁ କଟୁ ବଚନରେ କଥା କହନ୍ତି ଅଥବା ନିଜର ସ୍ୱାମୀ କୁ ମଧ୍ୟ ଏହିପରି କଥା କୁହନ୍ତି । ନାରୀ ର ଏହି ପରି ବଚନରେ ଘରର ସବୁ ବ୍ୟକ୍ତି ମାନଙ୍କର ଅସୁସ୍ଥ ହୋଇ ଥାଏ । ଯାହା ଯୋଗୁଁ ଘରେ ସମସ୍ତେ ଅଭାବ ଅନାଟନ ରେ ରୁହନ୍ତି ।
3-ଯଦି କୌଣସି ନାରୀ ନିଜ ସ୍ୱାମୀ ଥାଇ ମଧ୍ୟ୍ୟ ପର ପୁରୁଷ ଉପରେ ଆସକ୍ତ ଥାନ୍ତି ନ କିମ୍ବା ସବୁବେଳେ ପର ପୁରୁଷ ସହିତ ସମ୍ପର୍କ ରଖୁ ଥାନ୍ତି । ଏହି ପରି ନାରୀ ଥିବା ଘରେ ସବୁବେଳେ ଧନର ଅଭାବ ଥାଏ । କାରଣ ଏମାନଙ୍କ ମୁଖ ମାତା ଲକ୍ଷ୍ମୀ ଚାହାଁନ୍ତି ନାହିଁ ।
4-ଯେଉଁ ଘରେ ନାରୀ ସକାଳୁ ଡେରିରେ ଶଯ୍ୟା ତ୍ୟାଗ କରନ୍ତି । ଏହିଭଳି ନାରୀ ଥିଲେ ଘରେ ସେହି ସ୍ୱାମୀ ସବୁବେଳେ କଷ୍ଟରେ କାଳତି ପାତ କରନ୍ତି ।
5-ଯେଉଁ ନାରୀ ରୋଷେଇ କଲା ବେଳେ ତରକାରୀ ଅଇଁଠା କରନ୍ତି । ଆଉ ତାହାକୁ ଅନ୍ୟକୁ ଖାଇବାକୁ ଦିୟନ୍ତି, ଏପରି କରିବା ଅନୁଚିତ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।