ପୁଅ ମାନଙ୍କର କେଉଁ ଅଙ୍ଗ ଦେଖି ଝିଅ ମାନେ ପାଟି ଯାଆନ୍ତି – Secret Love Tricks

ଆଜି କାଲିର ଲୋକ ଆଧୁନିକ ଯୁଗର ଅଟନ୍ତି l ଏହି ଆଧୁନିକ ସମୟରେ ଲୋକ ମାନେ ଅଧିକ ଚାଲାକ ହେଲେ ଶିଖିତ ହେଲେ l ଏହି ଆଧୁନିକ ସମୟରେ ସବୁ ସୁବିଧା ପାଇଲେ l କିନ୍ତୁ ଏହି ସମୟରେ କିଛି ଯୁବକ ସମାଜରେ ସେମାନଙ୍କ ଚିନ୍ତା ଧାରା ବଦଳିଲା ନାହିଁ l

ଆଜି ର ସମାଜ ର ଝିଅ ମାନେ ବହୁତ ଚାଲାକ ହୋଇ ଗଲେଣି ତେଣୁ ନିଜର ପସନ୍ଦ ର ପୁଅ କୁ ବାଛି ବିବାହ କରୁ ଛନ୍ତି l

ଏହା ଦ୍ୱାରା ଆମ ଦେଶରେ ସମସ୍ତ ଯୁବକ ମାନେ ଉଚିତ ଶିକ୍ଷା ପାଇଛନ୍ତି l କାରଣ ଆମ ଦେଶରେ ଏମିତି କିଛି ହୀନ ମାନସିକ ରୋଗରେ ଆକ୍ରାନ୍ତ ଯୁବକ ମାନେ ନିଜକୁ ଉଚିତ ଦିଶା ରେ ନେବେ l ଏହି ପରି ଖରାପ କର୍ମ ଠାରୁ ଦୁରେଇ ରହିବେ l ଟେ ଝିଅ ମାନେ ପୁଅ ର ଏମିତି କିଛି ଅଙ୍ଗ ଦେଖି ପସନ୍ଦ କରନ୍ତି l ଚାଲନ୍ତୁ ଜାଣିବା ସେହି ପାର୍ଟ ଗୁଡିକ l

1, ଆଖି ର ରଙ୍ଗ, ଝିଅ ମାନେ ପ୍ରଥମେ ପୁଅ ର ଆଖି କୁ ଦେଖି ପସନ୍ଦ କରି ଥାନ୍ତି l କାରଣ କେତେ ପୁଅ ର ଆଖି ର ରଙ୍ଗ କଳା ହୋଇ ଥିବା ବେଳେ କେତେକ ପୁଅ ର ଆଖି ଚିଲ ରଙ୍ଗ ର ହୋଇ ଥାଏ l ପୁଣି ଦେହ ର ରଙ୍ଗ ମଧ୍ୟ ଦେଖି ଥାନ୍ତି l ସେମାନେ ଦେଖିବାକୁ ସୁନ୍ଦର ନା ଅସୁନ୍ଦର l

2, ପୁଅ ର ଓଠ ର ରଙ୍ଗ, ଦ୍ୱିତୀୟ ରେ ଝିଅ ମାନେ ପୁଅ ର ଓଠ ର ରଙ୍ଗ କୁ ଦେଖି ଥାନ୍ତି l କେତେ ଜଣ ପୁଅ ର ଓଠ କଳା ଓ଼ ଧଳା ରଙ୍ଗ ର ମଧ୍ୟ ହୋଇ ଥାଏ l ତେଣୁ ଝିଅ ମାନେ ପୁଅ ର ଓଠ ର ରଙ୍ଗ ଗୋଲାପୀ ଓଠ କୁ ପସନ୍ଦ କରନ୍ତି l

3, ପୁଅ ର ଚଉଡା ଛାତି, ସେମାନେ ବେଶୀ କାଲି ଅଧିକ ପରିମାଣ ରେ ପୁଅ ର ଛାତି ର ଚଉଡା କୁ ଦେଖନ୍ତି l କାରଣ ପୁଅ ର ଭଲ ବଡି ନ ଥିଲେ ସେମାନେ ପସନ୍ଦ କରନ୍ତି ନାହିଁ l

4, ପୁଅ ର ଷୋଲଡ଼ର କୁ ପସନ୍ଦ କରନ୍ତି l ପୁଅ ର ଦେହ ଫୁଲିଛି କି ନାହିଁ l ପୁଅ ପସନ୍ଦ ଠିକ ଅଛି କି ନାହିଁ l ପୁଅ ମାନେ ତେଣୁ ଅଧିକ ସମୟ ଜିମ ଯାଇ ବୋଡି କୁ ସୁନ୍ଦର କରିବା ଉଚିତ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।