ପୁଅ ମାନଙ୍କ ପରି ବାପାଙ୍କର ମୁଖାଗ୍ନି ଦେଲେ ଏହି ଝିଅ , ଦୟାକରି ଏହି ଝିଅ ପାଇଁ ଗୋଟିଏ ସେୟାର କରନ୍ତୁ ଏବଂ ଲାଇକ୍…କରି ଦୁନିଆକୁ ଜଣାଇ ଦିଅନ୍ତୁ ନାରୀ କିଛି ବି କରିପାରେ ?
ଆଜିର ଯୁଗ ହେଉଛି ବିଜ୍ଞାନର ଯୁଗ ଏହି ସମୟରେ ଅନେକ ବ୍ୟକ୍ତି ମାନେ ବହୁତ ସ୍ମାର୍ଟ ହେଲେଣି ଏବଂ ଉନ୍ନତିର ମାର୍ଗରେ ନିଜକୁ ସାମିଲ କରିସାରିଲେଣି । ଆଜିର ସମୟରେ ନାରୀ ପୁରୁଷ ସମସ୍ତେ ସମାନ ସ୍ଥାନ ଅଧିକାର କରୁଛନ୍ତି , ମାତ୍ର ତଥାପି ଆଜିର କିଛି ଲୋକମାନେ ଅନ୍ଧବିସ୍ୱାସରେ ମାହିର ରହିଛନ୍ତି ଏବଂ କନ୍ୟା ସନ୍ତାନକୁ ନଷ୍ଟ କରିବା ପାଇଁ ମଧ୍ୟ ପଛଉ ନାହାନ୍ତି । ତେବେ ଏବେକା ସମୟରେ ସେହି କନ୍ୟା ସନ୍ତାନ ବା ଭ୍ରୁଣ ହତ୍ୟା ଏକ ଆଇନ ବିରୋଧ କାର୍ଯ୍ୟରେ ପରିଣତ ହୋଇଛି ।
ତେବେ ଏବେକା ସମୟରେ ଲୋକମାନେ କତନ୍ୟା ସନ୍ତାନକୁ ହତ୍ୟା କରିନାହାନ୍ତି । ଆଜିର ଦେଶରେ ଝିଅ ମାନଙ୍କ ସଂଖ୍ୟା କମିଗଲେ ମଧ୍ୟ ଝିଅ ମାନେ ଆଜି ମହାକାଶର ଯାତ୍ରୀ ହୋଇପାରୁଛନ୍ତି ତାହା ଅନେକ ବାପା ମା ବୁଝୁନାହାନ୍ତି ।
ବର୍ତ୍ତମାନ ସମୟରେ ଜିଅ ମାନେ ଆମ ଦେଶର ବାର ନିଜ ହାତକୁ ନେବାରେ ସକ୍ଷମ ହୋଇଛନ୍ତି ଯେଉଁଥିପାଇଁ କେନ୍ଦ୍ର ସରକାର ଝିଅ ମାନଙ୍କର ଉନ୍ନତି ପାଇଁ ଅନେକ କାମ କରୁଛନ୍ତି । ବେଟି ବଚାଓ ଓ ବେଟି ପଢାଓ ଅଭିଯାନ ବା ଯୋଜନା କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି । ସରକାରଙ୍କର ଏତେ ସମସ୍ତ ସୁବିଧା ଉପଲବ୍ଧ କରିବା ପରେ ମଧ୍ୟ ଅନେକ ଲୋକମାନେ ଝିଅ ମାନଙ୍କୁ ବୋଝ ବୋଲି ମନେ କରୁଛନ୍ତି ।
ମାତ୍ର ମାଲକାନାଗିରି ସଦର ମହକୁମା ର ପ୍ରଧାରୀ ଗୁଡା ଗ୍ରାମରେ ସଂଯୁକ୍ତା ନାମକ ଝିଅ ଏପରି କାମ କରିଛନ୍ତି ଯାହା ସମସ୍ତଙ୍କ ପାଇଁ ଏକ ବହୁତ ବଡ ଉଦାହରଣ ସାଜିଛି । ୟେଉଁତିରେ ଲୋକମାନଙ୍କ ଝିଅ ମାନଙ୍କ ପ୍ରତି ଥିବା ଭୁଲ ଧାରଣ ଦୂରେଇ ହେବାରେ ଲାଗିଛି ।
ମାଲକାନାଗିରି ସଦର ମହକୁମା ର ପ୍ରଧାରୀ ଗୁଡା ଗ୍ରାମରେ ସତ୍ୟା ନାରାୟଣଙ୍କର ଝିଅ ହେଉଛନ୍ତି ସଂଯୁକ୍ତା , ତାଙ୍କର ପରିବାର କହିଲେ ପତ୍ନୀ ଏବଂ ଦୁଇ ଝିଅ ତାଙ୍କର ପୁତ୍ର ସନ୍ତାନ କେହି ନାହାନ୍ତି । ସତ୍ୟ ନାରାୟଣ ଜଣେ ଅଟୋ ଡ୍ରାଇଭର ଅଟନ୍ତି ଏବଂ ଏଥିରେ ସେ ନିଜ ଘରର ପେଟ ପାଳିଥାନ୍ତି । ମାତ୍ର ଏକ ଦୁର୍ଘଟଣାରେ ସତ୍ୟ ନାରାୟଣଙ୍କର ମୃତ୍ୟୁ ହୋଇଛି , ମୃତ୍ୟୁ ପରେ ମଧ୍ୟ ତାଙ୍କର ଦୁଇ ଜିଅ ପୁଅ ଭଳି କାମ କରିଛନ୍ତି ପୁଅର ଅଭାବ ରଖିବାକୁ ଦେଇ ନାହାନ୍ତି ତାଙ୍କର ଦୁଇ ଜିଅ ।
ବାପାଙ୍କର ମୃତ୍ୟୁ ପରେ ତାଙ୍କର ଶବକୁ କାନ୍ଧି କରି ନେଇଯାଇ ପୁଅ ମାନଙ୍କ ପରି ବାପାଙ୍କର ମୁଖାଗ୍ନି ଦେଇଛନ୍ତି । ଏପରି ଏକ ଭିଡିଓ ଭାଇରାଲ ହେବା ପରେ ସମସ୍ତେ ଏହାକୁ ବହୁତ ପ୍ରଶଂସା କରିଛନ୍ତି ଏବଂ ଝିଅ ମାନଙ୍କ ପାଇଁ ସେମାନେ ନିଜକୁ ଗର୍ବିତ ମନେ କରୁଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।