ଦେଖନ୍ତୁ Shocking Video : ଆଜିକାଲିକା ଝିଅ ଆଉ ଗୋଟିଏ ପୁଅ ପାଖେ ସନ୍ତୁଷ୍ଟ ହେଇ ରହିପାରୁନାହାନ୍ତି …ତାଙ୍କୁ ଅଧିକ ପୁଅ ସହ ରୋମାନ୍ସ ଦରକାର !
ଆପଣ ମାନେ ତ ବେସ ଭଲ ଭାବରେ ଜାଣିଛନ୍ତି ଆଜିକାଲିର ସମାଜ କିପରି ଭାବରେ କଳୁଷିତ ହେବାକୁ ଲାଗିଲାଣି ଏବଂ ଯୁବ ପିଢ଼ି ସମାଜ କିପରି ଖରାପ କରିବାରେ ଲାଗି ପଡ଼ିଛନ୍ତି | ତେବେ ଆଜିକା ଦିନର ଖବର କୁ ନେଇ ନିର୍ଦ୍ଧେଶକ ତଥା ଅଭିନେତା ଶୁଭମ କିଛି କହିଛନ୍ତି | ସେ କହିଛନ୍ତି କି ବର୍ତ୍ତମାନ ସମୟରେ ଗୋଟିଏ ନ୍ୟୁଜ ଆସିଥିଲା ଯେଉଁଥିରେ ଶଶୁର ସହିତ ଏକ ବୋହୂ ଫେରାର ହୋଇ ଯାଇଛି ଶୁଣିଲେ ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏଗୁଡା ଆଜିକାଲି ନର୍ମାଲ ହୋଇ ଗଲାଣି |
ଏହି ଘଟଣା ଆଜିକା ଦୁନିଆଁ ରେ କିଛି ବଡ଼ କଥା ନୁହେଁ କାରଣ ଆମ ସମାଜ ବର୍ତ୍ତମାନ କଳୁଷିତ ହୋଇ ସାରିଲାଣି | ଆଉ ଯେଉଁ ମାନେ ଭଦ୍ର ଦେଖେଇ ହେଉଛନ୍ତି ସେହି ଭଦ୍ର ମୁଖା ତଳେ ଯେଉଁ ଅଭଦ୍ର ଲୁଚି ରହିଛି ସେଇଟା ଆପଣ ମାନେ ନିଜେ ଦେଖନ୍ତୁ |
ତେବେ ଏହି ସବୁ ଯେଉଁ ଘଟଣା ଘଟୁଛି ସେଥିପାଇଁ କିଏ ଦାୟୀ ସର୍ବ ପ୍ରଥମ ରେ ଆମ କଳୁଷିତ ସମାଜ ରେ, ବର୍ତ୍ତମାନ ଆପଣ ମାନେ ଦେଖୁ ଥିବେ କି ଆମ ସିନେମା ଲାଇନ ରେ ବି କେତେ ଦିନ ତଳେ ପଠାନ ଆସିଥିଲା ସେଥିରେ କେମିତି ଚରିତ୍ର ଦେଖିବା ପାଇଁ ମିଳି ଥିଲା ଆଉ ତାହାକୁ ଦେଖିବା ପାଇଁ ଲୋକ ମାନେ ସବୁ ଯାଉଛନ୍ତି କିନ୍ତୁ ଭଲ କଣ୍ଟେନ କଲେ ଲୋକ ମାନେ ଯାଉ ନାହାଁନ୍ତି | ଆମ ଭିତରେ ହୀନ ମାନବିକତା ହିଁ ଆମକୁ ନଷ୍ଟ କରି ଦେଇଛି |
ତେବେ ଶୁଭମ ଏହା ମଧ୍ୟ କହିଛନ୍ତି କି ବର୍ତ୍ତମାନ ସମାଜ ରେ ସବୁଠାରୁ ବଡ଼ ଜିନିଷ ହେଉଛି ଚରିତ୍ର ଥିଲେ ଥାଉ ପଛେ ଗୁଣ ହଜାର ଚରିତ୍ର ନଥିଲେ ସବୁ ଅସାର | ବର୍ତ୍ତମାନ ଏମିତି ଘଟଣା ଘଟିଲାଣି କି ଯଦି ନିଜ ସ୍ତ୍ରୀ କୁ ସ୍ୱାମୀ ତା ଘରେ ଛାଡିକି ଯାଉଛି ଆଉ ତା ଶଶୁର ସହ ଘରେ ଏକା ଅଛି ତାହେଲେ ଏସବୁ ନ୍ୟୁଜ ଶୁଣିଲେ ସେ ଡରିବ | କିନ୍ତୁ ଆଗରୁ ଗୋଟିଏ ସମ୍ମାନ ଥିଲା କି ଇଏ ହେଉଛି ମୋର ବାପା ଇଏ ମୋ ବହସି ଭଉଣୀ ମା କିନ୍ତୁ ଆଜିକା ଯୁଗରେ ସେମିତି କିଛି ଆଉ ନାହିଁ |
ଆଜିକାଲି ଗୋଟେ ନାରୀ ଆଉ ନାରୀ ର ବହୁତ ରୂପ ଆମେ ନାରୀ କୁ ସମ୍ମାନ ଦେଇଥାଉ କାହିଁକି ନା ସେ ହେଉଛି ଗୋଟେ ମା ଯେଉଁଠି ଆମ ଜନ୍ମ ଗ୍ରହଣ କରିଛନ୍ତି | ସେ ମା ବି ଗୋଟେ ଭଉଣୀ ପୁଣି ସେ ଗୋଟେ ଝିଅ ତେଣୁ ଆମେ ତାଙ୍କୁ ସବୁବେଳେ ସମ୍ମାନ ଦେଉଛନ୍ତି କିନ୍ତୁ ଆଜିର ନାରୀ ଯେମିତି କଳୁଷିତ ହୋଇ ଗଲେଣି ତାହା ଖୁବ ଦୁର୍ଭାଗ୍ୟ ର ବିଷୟ ଅଟେ | ଆଜିକାଲି ର ପ୍ରେମ ମଧ୍ୟ ଆଉ ସୀମିତ ହୋଇ ନାହିଁ ଗୋଟେ ଝିଅ 4 ଥର ବ୍ରେକଅପ କରି ସାରିଲା ପରେ ବି 5 ନମ୍ବର ରଖୁଛି
କିଛି କିଛି ଝିଅ ଅଛନ୍ତି କହନ୍ତି ଆମକୁ ସ୍ୱାଧୀନତା ଦରକାର ଆଉ ଏହି ସ୍ୱାଧୀନତା ଆଳରେ ସେମାନେ ଏମିତି କୁକର୍ମ କରୁଛନ୍ତି ସେମାନେ ନିଜ ବାପା ମା ଭବିଷ୍ୟତ କୁ ସବୁ ଭୁଲି ଯାଉଛନ୍ତି | ଆଜିକାଲି ଗୋଟିଏ ଝିଅ ଗୋଟିଏ ପୁଅ ପାଖରେ ଆଉ ସନ୍ତୁଷ୍ଟ ହୋଇ ରହି ପାରୁ ନାହାଁନ୍ତି ବୋଲି ନିର୍ଦ୍ଧେଶକ ଶୁଭମ ମିଡ଼ିଆ ସାମ୍ନାରେ କହିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।