ବୈଜ୍ଞାନିକ ମାନେ କଲେ ବଡ଼ ଖୁଲାସା, ପୁରୁଷ ମାନଙ୍କ ଶକ୍ତି କମିବାର ମୁଖ୍ୟ କାରଣ ହେଉଛି ଲାପଟପ୍ ଏବଂ ସ୍ମାର୍ଟଫୋନ ! ସେୟାର କରି ସମସ୍ତ ଙ୍କୁ ଜଣାଇ ଦିଅନ୍ତୁ
କରୋନାର ବିପଦକୁ ଦୃଷ୍ଟିରେ ରଖି ଗୃହ ରୁ କାର୍ଯ୍ୟ ବୃଦ୍ଧି ପାଉଛି ।ଏହି ଅଭ୍ୟାସ ର ଅନେକ ସୁବିଧା ଅଛି , ତେବେ କିଛି କ୍ଷତି ବି ଅଛି ।ପ୍ରାୟତଃ ଲୋକମାନେ ନିଜ କୋଳରେ ଲାପ୍ଟ୍ ଘଣ୍ଟା ଘଣ୍ଟା ଧରି କାମ କରନ୍ତି । ଏହାର ବିପଦ ଜାଣି ,ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଅପାରେ ।ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକେଇ ପାରେ ।ବିଶେଷ କରି ଯଦି ଆପଣ ପୁରୁଷ କିମ୍ବା ଛାତ୍ର ,ତେବ ଏହି ଅଭ୍ୟାାସ ସିଧାସଳଖ ଆପଣଙ୍କ ପୁରୁଷ ପଣିଆ ଉପରେ ପ୍ରଭାବ ପଡିଥାଏ । ପ୍ରସିଦ୍ଧ ଡାକ୍ତରୀ ପତ୍ରିକା ଫର୍ଟିଲିଟି ଆଣ୍ଡ ,ଷ୍ଟେରିଲିଟି ରେ ଆମେରିକାର ବୈଜ୍ଞାନିକ ମାନେ ଏକ ରିପୋର୍ଟ ଦେଇଛନ୍ତି ଯାହା ପ୍ରକାଶ ପାଇଛି ।
ମେଡିକାଲ ନ୍ୟୁଜ୍ ଟୁଡେ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ,ପୁରୁଷ ମାନଙ୍କ ପାଇଁ ଲାପଟପ ବ୍ୟବହାର କରିବା ଦ୍ୱାରା ସେମାନଙ୍କ ପୁରୁଷ ପଣିଆ ସିଧାସଳଖ ନଷ୍ଟ ହୋଇଥାଏ ।
ବାସ୍ତବରେ ଲାପଟପରୁ ନିର୍ଗତ ଉତ୍ତାପ ପୁରୁଷ ଶରୀରରେ ତାପମାତ୍ରାକୁ ବଢାଇଥାଏ ,ଯାହା ଦ୍ୱାରା ଶୁକ୍ରାଣୁର ଗୁଣ ଖରାପ ହୋଇଯାଏ ଓ ପରବର୍ତ୍ତୀ ସମୟରେ ଉର୍ବତାରେ ସମସ୍ୟା ଆରମ୍ଭ ହୁଏ ।ବୈଜ୍ଞାନିକ ମନେ କୁହନ୍ତି ଯେ, ଯଦି ତୁମେ ଲାପଟପ ପ୍ୟାଡ କୁ କୋଳରେ ରଖି ଏବଂ ଏହା କ୍ଷତିକାରକ ନୁହଁ ବୋଲି ଭାବୁଛ ,ତେବେ ଏହା ଭୁଲ ଭାବୁଛ । ବାସ୍ତବରେ , ଏପରି ସ୍ଥିତିରେ ମଧ୍ୟ ଲାପଟପ ଆପଣଙ୍କ ଶୁକ୍ରାଣୁ ଉପରେ ଖରାପ ପ୍ରଭାବ ପକାଇଥାଏ ।
ବୈଜ୍ଞାନିକମାନେ କହୁଛନ୍ତି ଯେ ଯଦି ତୁମେ ଉଭୟ ଆଣ୍ଠୁକୁ ଏକାଠି କରି ଏବଂ ଜଘଂ ଉପରେ ଲାପଟପ ପ୍ୟାଡ ରଖୁଛନ୍ତି ତ ତୁମେ ଏହାର ବିକିରଣ ରେ ଆସିପାର ।ଯାହା ଆପଣଙ୍କ ଶରୀର ଉପରେ କରାପ ପ୍ରଭାବ ପକାଇଥାଏ ।
ଏହା କାହିଁକି ବିପଦଜନ୍ନକ –
ଲାପଟପରୁ ନିର୍ଗତ ଉତ୍ତାପ ଆମ ଚରମ ଏବଂ ଆବ୍ୟନ୍ତରୀଣ ଟିସୁକୁ କ୍ଷତି ପହଞ୍ଚାଇ ପାରେ ।ଏହି ଉତ୍ତାପ ପୁରୁଷଙ୍କ ଟେଷ୍ଟିସ ତାପମାତ୍ରାକୁ ବଢାଇଥାଏ, ଯାହା ଦ୍ୱାରା ଶୁକ୍ରାଣୁର ଗୁଣ ଖରାପ ହୋଇଥାଏ ।
ନିଜକୁ କିପରି ରକ୍ଷା କରିବେ-
ବୈଜ୍ଢାନିକମାନେ କହିଛନ୍ତି ଯେ ଯଦି ଆପଣ ଜରୁରୀକାଳୀନ ପରିସ୍ଥିତିରେ ଟେବୁଲ ବିନା କାମ କରିବାକୁ ଚାହୁଛନ୍ତି ,ତେବେ ଆପଣ ଲାପଟପ ପ୍ୟାଡ ଏବଂଲାପଟପ ଆଣ୍ଠୁ ଉପରେ ରଖି ଉଭୟ କାମ କରି ପାରିବେ , କିନ୍ତୁ 28 ଘମ୍ଟାରୁ ଯେପରି ଅଧିକ ନ ହୁଏ ।ନ୍ୟୁୟର୍କର ଷ୍ଟେଟ୍ ୟୁନିଭର୍ସିଟିର ଏକ ଟିମ୍ ଦ୍ୱାରା ଏହି ଅନୁସନ୍ଧାନ କରାଯାଇଛି ।ଲାପଟପ ବ୍ୟବହାରକାରୀ ପୁରୁଷମାନଙ୍କଠାରେ ହାଇପରଥର୍ମିଆ ବୃଦ୍ଧି ହେବାର କାରଣ ଜାଣିବା ପାଇଁ ପରୀକ୍ଷା କରାଯାଇଥିଲା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।