ପୁଣି ସୋସିଆଲ ମିଡ଼ିଆ ରେ ଭାଇରଲ ହେଲା ପ୍ରେମୀ ଯୁଗଳ ଙ୍କ ଅଶ୍ଲୀଳ ଭିଡ଼ିଓ , ନିଆଁ ଭଳି ଭାଇରାଲ ହେଲା ଭିଡିଓ…..ଦେଖିଲେ ଆପଣ କହିବେ ଛିଃ ଛିଃ ଲଜ୍ୟା ନାହିଁ….

ପ୍ରେମ ଏହା ଏକ ପବିତ୍ର ଶବ୍ଦ କହିବାକୁ ଗଲେ କେବଳ ଶବ୍ଦ ନୁହେଁ ଏହା ଏକ ପବିତ୍ର ବନ୍ଧନ ମଧ୍ୟ । ମାତ୍ର ପ୍ରେମ ସମ୍ପର୍କ କୁ ଆଜିର ଯୁବ ପୀଢ଼ିକୁ ପୁରା କଳୁଷିତ କରି ସାରିଲେଣି , ପ୍ରେମ ମାନେ କିଛି ବୁଝନ୍ତି ନାହିଁ ଏହି ଯୁବ ସମାଜ। ବର୍ତ୍ତମାନର ପ୍ରେମ ଆଉ ଆଗ ଯୁଗର ରାଧା-କୃଷ୍ଣ ଙ୍କ ପ୍ରେମ ପରି ପବିତ୍ର ନୁହେଁ । ବର୍ତ୍ତମାନର ଏହି ଅତ୍ୟାଧୁନିକ ଯୁଗରେ ପ୍ରେମର ଅର୍ଥ କହିଲେ କେବଳ କାମନା ଏବଂ ବାସନାର ସମାହାର । ଆଜିର ଆଧୁନିକ ଯୁଗରେ ନିଜକୁ ସ୍ମାର୍ଟ ଭାବି ପ୍ରେମ କୁ ଏକ ଲୋକ ଦୃଶିଆ କରି ସାରିଲେଣି ।

ଅନେକ ପିଲା ମାନେ ଯାହାକୁ ପ୍ରେମ କରୁଛନ୍ତି ତାହାକୁ ନିଜ ସବୁକିଛି ବୋଲି ମାନୁଛନ୍ତି ଏବଂ ସିଏ ଯଦି ତାଙ୍କୁ ଧୋକା ଦେଉଛି କିମ୍ବା ତାଙ୍କୁ ଛାଡି ଆଉ କାହାକୁ ଭଲ ପାଉଛି ତେବେ ଏମାନେ ତାହାକୁ ସହି ନ ପାରି ନିଜର ଜୀବନ ହାରି ଦେଉଛନ୍ତି, ସେମାନଙ୍କ ପାଇଁ ସେମାନଙ୍କ ପ୍ରେମ ଆଗରେ ବାପା ମାଆ ମାନଙ୍କ ପ୍ରେମ ବି ତୁଚ୍ଛ ହୋଇ ଯାଉଛି । ।

ପ୍ରେମ ପବିତ୍ର ବନ୍ଧନ ଅଟେ , ଏହା ଦ୍ୱାରା ଦୁଇ ଆତ୍ମାର ମିଳନ ହୋଇଥାଏ । ପ୍ରେମ କରିବା ଭୁଲ ନୁହେଁ ମାତ୍ର ଏହାର ଉପଯୁକ୍ତ ବୟସ ସୀମା ରହିଅଛି , ସମସ୍ତେ ଦେଖିକରି , ଭାବିଚିନ୍ତି ପ୍ରେମ କରିବା ଉଚିତ । ଏବେକା ସମୟରେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦୁଇ ପ୍ରେମୀ ଯୁଗଳ ମାନେ ଅସ୍ୱୀଳ କାର୍ଯ୍ୟ କରୁଥିବା ସମୟରେ ଧରାପଡିଛନ୍ତି ।

ସୋସିଆଲ ମିଡିଆରେ ଏବେ ଏହି ଭିଡିଓ ଭାଇରାଲ ହେବରେ ଲାଗିଛି ଯେଉଁଥିରେ ଦୁଇ ପ୍ରେମୀ ଯୁଗଳ ମାନେ ପ୍ରେମ କରିବା ସମୟରେ ଧରା ପଡଛନ୍ତି । ଯେଉଁ ଭିଡିଓରେ ଦେଖାଯାଇଛି କି ଦୁଇ ପ୍ରେମୀ ଯୁଗଳ ମାନେ କଲେଜ ଆସିବା ବାହାନରେ ଏକ ନିଛାଟିଆ ରାସ୍ତାରେ ପରସ୍ପର ପ୍ରତି ନିକଟତର ହେବାର ଦୃଶ୍ୟ ସେମାନେ ପ୍ରେମ ଆଳରେ ଭୁଲିଯାଇଛନ୍ତି କି ତାହା ହେଉଛି ଏକ ସର୍ବସାଧାରଣ ସ୍ଥାନ ।

 ସମସ୍ତ ପ୍ରକାର କଥାକୁ ଭୁଲିଯାଇ ସେମାନେ ସେହିଠାରେ ରୋମାନ୍ସ କରିବାରେ ବ୍ୟସ୍ତ । ସେହି ସମୟରେ ତାଙ୍କର ସେହି ମୂହୂର୍ତ୍ତର ଫାଇଦା ଉଠାଇ କିଛି ସାମାଜିକ ଅସାଧୁ ବ୍ୟକ୍ତି ମାନେ ସେମାନଙ୍କର ଫଟୋ ଉଠାଇ ଦେଇଛନ୍ତି । ଏହା ସହିତ ସେମାନେ ରେକର୍ଡ କରିଥିବା ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ କରି ଦେଇଛନ୍ତି । କେବଳ ଏତିକି ନୁହେଁ ସେମାନେ ମିଳିକରି ସେହି ପ୍ରେମୀ ଯୁଗଳଙ୍କୁ ବହୁତ ହଇରାଣ କରିଛନ୍ତି ଏପରିକି ସେମାନଙ୍କୁ ବହୁତ ଖରାପ ଭାଷାରେ ଗାଳି ମଧ୍ୟ ଦେଇଛନ୍ତି ।

ଆପଣ ମାନେ ଯଦି ପ୍ରେମ କରିଛନ୍ତି ତେବେ କାହା ଭୁଲ ନୁହେଁ ମାତ୍ର ସମାଜର ପ୍ରତ୍ୟେକ ନିତି ନିୟମକୁ ମାନି ପ୍ରେମ କରନ୍ତୁ ଯାହା ଦ୍ୱାରା ଆପଣଙ୍କର କଛି ଅସୁବିଧା ହେବ ନାହିଁ କି ଆପଣଙ୍କର ଘରର ପରିବାର ଲୋକ କି ପିତା ମାତା ମାନେ ମଧ୍ୟ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଯଦି ଏପରି ରାସ୍ତ ଘାଟରେ ଏପରି ଅନୈତିକ ପ୍ରେମ କରନ୍ତି ତେବେ ଏହା ଦ୍ୱାରା ଆପଣଙ୍କର ସମ୍ମାନ ନଷ୍ଟ ହେବା ସହିତ ବାପା ମାଙ୍କର ସମ୍ମନ ମଧ୍ୟ ନଷ୍ଟ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।