ପୁଣି ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ ଘଟଣା ! 91 ବର୍ଷର ମହିଳା ହେଲେ ପ୍ରେଗନେଣ୍ଟ , କେମିତି ଏହା ସମ୍ଭବ ହେଲା ଜାଣିଲେ ଆପଣ ଙ୍କ ପାଦତଳୁ ମାଟି ଖସିଯିବ … ବିଶ୍ବାସ ନହେଲେ ବି ସତ….

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଆସ୍ଚର୍ଯ୍ୟ କର କଥା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ମାନେ ନିସ୍ଚିତ ରୂପରେ ଆଶ୍ଚର୍ଯ୍ୟ ହୋଇଯିବେ କାରଣ କେବେବି ହୁଏତ ଏପରି କଥା ଆପଣ ମାନେ ଶୁଣିନଥିବେ । କାରଣ ଏହିପରି କେବେବି କାହା ସହିତ ହୋଇନଥାଏ ଏହା ଏକ ଅସମ୍ଭବ କଥା ପରି ଅଟେ । ମାତ୍ର ଆଜିର ଏହି ପରିବର୍ତ୍ତନ ଶୀଳ ଦୁନିଆରେ ଲୋକମାନଙ୍କ ମଧ୍ୟରେ ପରିବର୍ତ୍ତନ ଏତେ ମାତ୍ରାରେ ଦେଖିବାକୁ ଯାହା କେହି କେବେ ହେଲେ ମଧ୍ୟ ଭାବିନଥିବେ ।

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ହିଁ ବଡ କଥା ହୃଦୟସ୍ପର୍ଶୀ କଥା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣଙ୍କର ମନ ଭଲପାଇବାରେ ପୂରି ଉଟିବ । କାରଣ ଆମେ ଆପଣ ମାନଙ୍କୁ ଏଜି ଏକ ସୁନ୍ଦର ପ୍ରେମୀ କାହାଣୀ ବିଷୟରେ କହିବୁ । ତେବେ ପ୍ରେମୀ କଥା କହିଲେ ତ ଆପଣ ମାନେ ବହୁତ ଉତ୍ସାହିତ ହୋଇଯାଉଥିବେ କାରଣ ପ୍ରତ୍ୟେକ ଲୋକମାନେ ପ୍ରେମ କାହାଣୀ ବିଷୟରେ ଶୁଣିବା ପାଇଁ ବହୁତ ଭଲ ପାଆନ୍ତି । କାରଣ ଆଜିର ଦୁନିଆରେ ପ୍ରେମ ସମସ୍ତଙ୍କ ପାଇଁ ବହୁତ ଦରକାରୀ ହୋଇଗଲାଣି

ଆମେ ଆପଣ ମାନଙ୍କୁ ଯେଉଁ କଥା ବିଷୟରେ କହୁଛୁ ତାହା ହେଉଛି ଦୁଇ ପ୍ରେମୀ ଯୁଗଳଙ୍କର , ଯେଉଁଥିରେ ଦୁଇଟି ଚରିତ୍ର ଅଛନ୍ତି ପ୍ରଥମ ଚରିତ୍ର ହେଉଛନ୍ତି 90 ବର୍ଷର ଅଷ୍ଟ୍ରିଆ ମ୍ୟାଣ୍ଟଲିସ ଏବଂ ଦ୍ୱିତୀୟ ଚରିତ୍ର ହେଉଛି 91 ବର୍ଷର ତାଙ୍କର ସ୍ୱାମୀ ମ୍ୟାନୁଲ ।

ତେବେ ଦୁଇ ଜଣ ଏକ ସୁନ୍ଦର ବୈବାହିକ ଜୀବନ ଅତିବାହିତ କରୁଥିଲେ , ମାତ୍ର ଏହି ସୁନ୍ଦର ବୈବାହିକ ଜୀବନରେ ଏକ ମୋଟ ଆସିଥିଲା କି ଯେଉଁଥିରେ 74 ବର୍ଷ ପର୍ଯ୍ୟନ୍ତ ଏକ ସୁନ୍ଦର ବୈବାହିକ ଜୀବନ ବିତାଇବା ପରେ 91 ବୟସରେ ଅଷ୍ଟ୍ରିଆ ମ୍ୟାଣ୍ଟଲିସ ସ୍ୱାମୀ ମ୍ୟାନୁଲ ଛାଡି ପଲେଇ ଯାଇଥିଲେ ।

ଯେତେବେଳେ ତାଙ୍କର ସ୍ୱାମୀ ମ୍ୟାନୁଲ ତାଙ୍କୁ ଛାଡି ପଳେଇ ଯାଇଥିଲେ ସେହି ସମୟରେ ଜଣାପଡିଥିଲା କି ଅଷ୍ଟ୍ରିଆ ମ୍ୟୀାଣ୍ଡଲେସଙ୍କର ପେଟରେ ଏକ ଟ୍ୟୁମର ହୋଇଥିଲା ବୋଲି । ଏହା ଜାଣିବା ପରେ ତାଙ୍କୁର ଅପରେସନ ମଧ୍ୟ ହୋଇଥିଲା ମାତ୍ର ତାହା ପରେ ମଧ୍ୟ ତାଙ୍କର ପେଟର ଏକ ଟ୍ୟୁମର ପରିଲକ୍ଷିତ ହୋଇଥିଲା । ମାତ୍ର ଯେତେବେଳେ ସେ ଡାକ୍ତରଙ୍କୁ ପାଖକୁ ଯାଇଥିଲେ ଡାକ୍ତର କହିଥିଲେ କି ତାହା ଟ୍ୟୁମର ନୁହେଁ ବରଂ 60 ବର୍ଷରୁ ସେ ପ୍ରେଗନେଣ୍ଟ ଅଚନ୍ତି ।

ତେବେ ଏହା ଶୁଣି ଆପଣ ମାନେ ଆସ୍ଚର୍ଯ୍ୟ ହୋଇଯାଉଥିବେ କାରଣ ଏପରି କିପରି ହେଲା , ତେବେ ଏହି କଥାରେ ଡାକ୍ତର କହିଥିଲେ କି ଏହି କଣ୍ଟିସନକୁ ଲିକପିଡିଆ କୁହାଯାଏ ଏହା ବହୁତ ଭୟାନକ ହୋଇଥାଏ । ଏହି କଣ୍ଟିସନରେ ନିଜ ମା ପେଟ ବାହାରେ ପିଲା ବଢିବାକୁ ଲାଗିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।