ଓଃ କି ଡ୍ୟାନ୍ସ ! ରୋମାଣ୍ଟିକ ଗୀତରେ ପୁଣି ଡ୍ୟାନ୍ସ କଲେ ଓଡିଶାର NO-1 ୟୁଟବର ରୂପା ପିଣ୍ଟୁ … ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ଆପଣ ମାନେ ଜାଣିଛନ୍ତି ମନରଞ୍ଜନ ଦୁନିଆର ଏକ ଲୋକପ୍ରିୟ ଯୋଡି ରୂପା ଏବଂ ପିଣ୍ଟୁ ଲୋକଙ୍କର ବେଶ୍ ପସନ୍ଦର ଯୋଡି ହୋଇ ପାରିଛନ୍ତି ଯାହାକି ସେମାନେ ଏବେ ଏକ ସେଲିବ୍ରିଟି ଯୋଡି | ସେଲିବ୍ରିଟି ମାନେ କିପରି ଅନେକ ସମୟରେ ସେମାନଙ୍କ ର କିଛି ଭିନ୍ନ ଅନ୍ଦାଜ, ଲାଇଫ ଷ୍ଟାଇଲ କୁ ଦେଖାଇ ସେମାନେ ତାଙ୍କର ଦର୍ଶକ ମାନଙ୍କ ର ନିକଟତର ହୋଇଥାନ୍ତି ଏବଂ ସେମାନଂକୁ ଆକର୍ଷିତ କରିଥାନ୍ତି |

ଏହି ଯୋଡ଼ି ସବୁବେଳେ ଦର୍ଶକ, ପ୍ରସଂଶକ ମାନଙ୍କ ସହିତ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରିଥାନ୍ତି | ତେବେ ସେଲିବ୍ରେଟି ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ଭିନ୍ନ ଏବଂ ଆକର୍ଷିତ କଲା ଭଳି ହୋଇଥାଏ, ଲୋକେ ସେମାନଂକୁ ବହୁତ୍ ଭଲ ପାଆନ୍ତି ଏବଂ ସେମାନଂକୁ ଅନୁସରଣ ବି କରନ୍ତି |

 

ଅନେକ ସମୟରେ ସେମାନେ ତାଙ୍କର ଡାନ୍ସ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି | ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଛି |

କାରଣ ସେମାନେ ଦେଖିବାକୁ ଯେମିତି ସୁନ୍ଦର୍ ତାଙ୍କର ବ୍ଯବହାର ମଧ୍ଯ ସେମିତି ସୁନ୍ଦର୍, ନିଜର ସୁନ୍ଦର୍ ବ୍ୟକ୍ତିତ୍ଵ ସାଙ୍ଗକୁ ସୁନ୍ଦର୍ ଡାନ୍ସ ଦେଖାଇ ମ୍ୟୂଜିକ୍ ଭିଡିଓ ଜରିଆରେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ଏବଂ ବେଶ୍ ଲୋକପ୍ରିୟ ମଧ୍ଯ ହୋଇ ପାରିଛନ୍ତି ରୂପା ଏବଂ ପିଣ୍ଟୁ | ସେମାନେ ଅନେକ ସମୟରେ ବ୍ଲଗ ଭିଡିଓ ମାଧ୍ଯମରେ ଲୋକଙ୍କ ସହିତ ତାଙ୍କର ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରିଥାନ୍ତି |

 ତେବେ ଏହି ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି କି ପ୍ରଥମେ ପିଣ୍ଟୁ ତାଙ୍କ ଘର ଲୋକ ଙ୍କ ସହ ମଜା ମସ୍ତି କରୁଛନ୍ତି ଆଉ ଏହାପରେ ରୂପା ସୁଟିଂ ପାଇଁ ଭୁବନେଶ୍ୱର ଯିବେ ବୋଲି ଆଗରୁ ତାଙ୍କ ଝିଅ ଖୁସି ମା କୁ ବୁଝାଇ ଦେଉଛନ୍ତି ଯେପରିକି ସେ ଯେମିତି ଆଉ ଯିବା ପାଇଁ ଜିଦି କରିବେ ନାହିଁ | ଏହାପରେ ପିଣ୍ଟୁ ତାଙ୍କ ପାଠ ପଢିବା ପାଇଁ ଏକ ଛୋଟ ଟେବୁଲ ଆଣିଛନ୍ତି ଆଉ ଯାହାକୁ ଦେଖି ଖୁସି ମା ଖୁବ ଖୁସି ହୋଇ ଯାଇଛନ୍ତି ଆଉ କିପରି ସେ ଏହି ଟେବୁଲ ରେ ବସିକି ପାଠ ପଢିବେ ରୂପା ତାଙ୍କୁ ବସାଇକି ଶିଖାଉ ଦେଉଛନ୍ତି |

ଏହାପରେ ରୂପା ଓ ପିଣ୍ଟୁ ସୁଟିଂ ପାଇଁ ଭୁବନେଶ୍ୱର ବାହାରୁଛନ୍ତି ଆଉ ନିଜ ମା ଙ୍କର ହାତ ରନ୍ଧା ଦେଶୀ ଚିକେନ ଖାଇ ସାରି ଘରୁ ବାହାରିଛନ୍ତି | ଆଉ ଯିବା ପୂର୍ବରୁ ନିଜ ଝିଅ ଖୁସି ମା କୁ ଉଭୟ ପିଣ୍ଟୁ ଓ ରୂପା ଖୁବ ଗେଲ କରିଛନ୍ତି ଆଈ ଶେଷରେ ଭୁବନେଶ୍ୱର କୁ ଯାଇଛନ୍ତି | ଆଉ ଗାଡ଼ିରେ ଯିବା ସମୟରେ ଅନେକ କଥା ମଧ୍ୟ ପିଣ୍ଟୁ ନିଜ ଫ୍ୟାନ ମାନଙ୍କୁ ସେୟାର କରିଛନ୍ତି | ତେବେ ଆଗକୁ ରୂପା ପିଣ୍ଟୁ ଙ୍କର ଆଉ ଏକ ନୂଆ ଆଲବମ ରିଲିଜ ହେବା ପାଇଁ ଯାଉଛି ଯାହାକୁ ନିଜେ ରୂପା ପିଣ୍ଟୁ ନିଜ ସୁଟିଂ ଜାରି ରଖିଥିବା ବେଳେ ଦର୍ଶକ ମାନେ ମଧ୍ୟ ତାଙ୍କ ଆଲବମ କେବେ ଆସିବ ତାହାକୁ ଚାତକ ଭଳି ଚାହିଁ ରହିଛନ୍ତି |