ପୁଣି ଓଡିଶାକୁ ଲଜ୍ୟା ! ପୁଣି ଥରେ ସେବାଶ୍ରମ ରେ ଆଉ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ହେଲେ ଗର୍ଭବତୀ, ଛିଃ ଛିଃ……

ଆପଣ ମାନେ ତ ଜାଣିଛନ୍ତି କି ଆମର ସମାଜ ଏବେକା ସମୟରେ ଏତେ ତଳକୁ ଖସି ଗଲାଣି କି ଅନେକ ସମୟରେ ଆମେ ମାନେ ଦୁଷ୍କର୍ମ , ଯୌନ ଉତ୍ପୀଡନା ଭଲି ଅନେକ କଥା ଶୁଣିବାକୁ ପାଉଛୁ । ତେବେ ଏ ସମାଜରେ ନାରୀ ମାନେ କେବେବି ନିଜକୁ ସୁରକ୍ଷିତ ମନେ କରିପାରୁ ନାହାନ୍ତି । ତେବେ କେବେ ନାରୀ ମାନେ ନିଜକୁ ସୁରକ୍ଷିତ ମନେ କରି ଘରୁ ବାହାରକୁ ଗୋଡ ବାହାର କରିବେ ତାହା ଏକ ଦିବା ସ୍ୱପ୍ନ ହୋଇ ରହିଗଲାଣି ।ଏବେକା ସମୟରେ ଏପରି ଏକ ମାମାଲା ଆମ ମାନଙ୍କ ସାମ୍ନାକୁ ଆସିଛି , ଯାହା ଶୁଣିଲେ ସମସ୍ତ ଓଡିଶା ବାସୀ ଆଶ୍ଚର୍ଯ୍ୟ ହୋଇଯିବେ ।

ଆପଣ ମାନେ ତ ଜାଣିଛନ୍ତି କି ଏହି କେତେ ମାସ ତଳେ ବିଧାନ ସାଭାରେ ଏକ ପ୍ରସ୍ତାବ ପଡିଥିଲା ସେବା ଶ୍ରମର ସୁରକ୍ଷାକୁ ନେଇ କରି , ବିରୋଧୀ ମାନେ ଏହାର ସୁରକ୍ଷାକୁ ନେଇ କରି ଅନେକ ପ୍ରଶ୍ନ କରିଥିଲେ । ମାତ୍ର ଏବେ ସେହି ସେବା ଶ୍ରମ ସୁରକ୍ଷିତ ନାହିଁ କାରଣ କନ୍ଧମାଳର ଦାରିଙ୍ଗବାଡି ସେବା ଶ୍ରମରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହେବାର ସୂଚନା ମିଳିଛି ।

ଝିଅଟି ଗର୍ଭବତୀ ହେବାର ସୂଚନା ବହୁତ ଡେରିରେ ଶୁଣିବାକୁ ମିଳିଥିଲା କାହିଁକିନା ସେହି ସେବା ଶ୍ରମର ଜିଲ୍ଲା ପ୍ରଶାସନ ମାନେ ଏହି କଥାକୁ ଲୁଚେଇ କରି ରଖିଥିଲେ ଏବଂ ସେହି ଝିଅକୁ ଗର୍ଊ ଧାରଣ ପରେ କୌଣସି ଡାକ୍ତରୀ ଚିକିତ୍ସା ମଧ୍ୟ ଯୋଗାଇ ଦେଇନଥିଲେ । ବିଧାନ ସଭାରେ ବିରୋଧୀ ମାନଙ୍କର ସେବା ଶ୍ରମର ସୁରକ୍ଷାକୁ ନେଇ କରି ଯେଉଁ ପ୍ରସ୍ନ ଉଠିଥିଲା ସେହି ଡରରେ ସେମାନେ ଏହି କଥାକୁ ଲୋକ ଲୋଚନକୁ ଆଣିନଥିଲେ ।

ଆପଣ ମାନେ ତ ଜାଣିଛନ୍ତି କି ସତ କଥାକୁ ଯେତେ ଲୁଚେଇବା ପାଇଁ ଚେଷ୍ଟା କଲେ ମଧ୍ୟ ତାହା କେବେବ ଲୁଚି ରହେ ନାହିଁ ସତ ଦିନେ ନା ଦିନେ ସମସ୍ତଙ୍କ ସାମ୍ନାକୁ ଆସିଥାଏ । ସେହି ଛାତ୍ରୀଟି ଗର୍ଭଧାରଣ କରିବା ପରେ ଦୁଇ ଦିନ ଧରି ବହୁତ ଅସୁସ୍ଥ ହୋଇ ପଡିଥିଲା ତେବେ ସେହି ସମୟରେ ସେବା ଶ୍ରମର ସତ କଥାଟି ସମସ୍ତଙ୍କ ସାମ୍ନାକୁ ଆସିଥିଲା ।

ଏହା ପରେ ସେହି ଝିଅକୁ ସୁରକ୍ଷା ଦେବା ଏବଂ ତାହାର ସଠିକ ରୂପରେ ଡାକ୍ତରୀ ଚିକିତ୍ସା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିଷ୍ପତ୍ତି ଦିଆଯାଇଥିଲା । ଏପରିକି ଛାତ୍ରୀ ଗର୍ଭଧାରଣରେ ଯେଉଁ ବ୍ୟକ୍ତିଟି ଦୋଷୀ ତାହାକୁ ପୋଲିସ ତୁରନ୍ତ ଗିରଫ କରିଛି । ମାତ୍ର ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରିଛି କି କେବେ ଏପରି ଛାତ୍ରୀ ଗର୍ଭଧାରଣ ଏବଂ ଦୁଷ୍କର୍ମ ଆମ ସମାଜରୁ ହଟିବ , ତାହା ଏବେ ବଡ ପ୍ରଶ୍ନ ପାଲଟିଛି । 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।