ପୁଣି ନାଚୁ ନାଚୁ ଉଡ଼ିଗଲା ସୁନ୍ଦରୀ ଅଭିନେତ୍ରୀ ଙ୍କ ପ୍ରାଣବାୟୁ… ଭିଡ଼ିଓ ଦେଖିଲେ ଗୋଡ ତଳୁ ମାଟି ଖସି ଯିବ, ଦେଖନ୍ତୁ Video
ହଁ ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଆଶ୍ଚର୍ଯ୍ୟ ଜଣକ ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଏମିତି କିଛି ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି ଯେଉଁ ଘଟଣା ଟିକୁ ଆପଣ ମାନେ ଦେଖିଲେ ମଧ୍ୟ ସହଜରେ ବିଶ୍ୱାସ କରି ପାରିବେ ନାହିଁ | କାରଣ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ଯୁବକ ଜଣକ ଗଣେଶ ପୂଜା ସମୟରେ ହେଉଥିବା ଏକ ଉତ୍ସବ ରେ ନାଚୁଥିଲେ ଆଉ ସେହି ନାଚିବା ସମୟରେ ତାଙ୍କର ହୃତ ଘାତ ହୋଇଥିଲା | ଆଉ ଯାହା ସୂଚନା ମିଳିଥିଲା କି ସେହି ଷ୍ଟେଜ ରେ ତାଙ୍କର ମୃତ୍ୟୁ ଘଟିଥିଲା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଟି ଦେଖିବାକୁ ମିଳିଛି ଜାମ୍ମୁ କାଶ୍ମୀର ରେ | ଆଉ ଯେଉଁଠି ଗଣେଶ ପୂଜା ରେ ଚାଲିଥିଲା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ | ଆଉ ଯେଉଁ କାର୍ଯ୍ୟକ୍ରମ ରେ ଅନେକ ଲୋକ ଭାଗ ମଧ୍ୟ ବେଇଥିଲେ ଆଉ ଷ୍ଟେଜ ରେ ଡାନ୍ସ ମଧ୍ୟ କରୁଥିଲେ | ତେବେ ଏହିଭଳି ଲୋକ ମାନଙ୍କର ମନୋରଞ୍ଜନ କରିବା ପାଇଁ ଯାଇଥିବା ଲୋକ ର ଯେ ହଠାତ ମୃତ୍ୟୁ ଘଟିବ ସେ କଥା କିଏ ବା ଜାଣିଥିଲା |
ତେବେ ସତରେ ମୃତ୍ୟୁ ଯେ କେତେବେଳେ କାହାର ନିରୀହ ଜୀବନ ନେଇଯିବ ସେ କଥା କିଏ ବା କହି ପାରିବ ଯାହା ଏହି ଭାଇରାଲ ଭିଡ଼ିଓ କୁ ଦେଖିକି ଅତି ସହଜରେ ଜାଣି ହେଉଛି | ଆଉ ମିଳିଥିବା ସୂଚନା ଅନୁସାରେ ଲୋକ ଜଣକ ହେଉଛନ୍ତି ଯୋଗେଶ ଗୁପ୍ତା | ଆଉ ଯିଏ କି ଲୋକ ମାନଙ୍କୁ ତାଙ୍କର ଡାନ୍ସ ର ଝଲକ ଦେଖାଇବାକୁ ଷ୍ଟେଜ ଉପରକୁ ଯାଇଥିଲେ | ଆଉ ଲୋକ ଙ୍କର କହିବା ଅନୁସାରେ ଯୋଗେଶ ପାର୍ବତୀ ବେଶରେ ମହାଦେବ ଙ୍କର ଗୋଟିଏ ଗୀତ ରେ ଡାନ୍ସ କରୁଥିଲେ |
ତେବେ ସୂଚନା ଅନୁସାରେ ସେହି ଭଳି ଡାନ୍ସ କରିବା ସମୟରେ ତାଙ୍କର ଘଟି ଆସିଥିଲା କାଳ | ଆଉ ଯେଉଁଥିପାଇଁ ଡାନ୍ସ କରିକି ଘୁରୁଥିବା ସମୟରେ ସେ ଷ୍ଟେଜ ରେ ପଡି ଯାଇଥିଲେ | ସମସ୍ତେ ଭାବିଥିଲେ କି ଡାନ୍ସ ରେ ସେମିତି ବୋଧେ ସେ ପଡିଛନ୍ତି କିନ୍ତୁ ବହୁତ ସମୟ ଧରିକି ସେ ନ ଉଥିବାରୁ ଲୋକ ମାନଙ୍କର ତାଙ୍କ ଉପରେ ସନ୍ଦେହ ଆସିଥିଲା |
ଆଉ ସେମାନେ ଷ୍ଟେଜ ରେ ତାଙ୍କୁ ବେହୋସ ହେବାର ଦେଖି ସଙ୍ଗେ ସଂଙ୍ଗେ ଡାକ୍ତର ଖାନା କୁ ନେଇ ଯାଇଥିଲେ | ଆଉ ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ, ଆଉ ତାଙ୍କର ହୃତ ଘାତ ଯୋଗୁଁ ଏପରି ହୋଇଛି ବୋଲି ଡାକ୍ତର କହିଥିଲେ | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ଚାରିଆଡେ ବେଶ ଚର୍ଚ୍ଚା ହେବା ସହିତ ସୋସିଆଲ ମିଡ଼ିଆରେ ମଧ୍ୟ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।