ଗ୍ରାହକଙ୍କ ପାଇଁ ଖୁସି ଖବର, ହୋଲି ଉପଲକ୍ଷେ ଆଜି ଠାରୁ ୭୬୦୦ ଟଙ୍କା ଶସ୍ତା ହେଲା ସୁନା ରୂପା ! ଆଜିର ଦାମ୍ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ….ହାତଛଡା କରନ୍ତୁ ନାହିଁ….

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ହିଁ ବଡ କଥା ବିଷୟରେ କହିବୁ ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଦରକାର କାରଣ କେତେବେଳେ କଣ ଘଟୁଛି ତାହାର ସଠିକ ତଥ୍ୟ ଆପଣ ମାନଙ୍କ ପାଖରେ ରହିବା ନିତାନ୍ତ ଆବଶ୍ୟକ , ଯାହା ଫଳରେ ଆପଣ ମାନେ କୌଣସି ଅସୁବିଧାର ସାମ୍ନା କରିବେ ନାହିଁ । ଆଜି ଆମେ ଆପଣ ମାନଙ୍କୁ ସୁନାର ଦର ସମ୍ବଦ୍ଧରେ କିଛି କହିବୁ କି ସୁନାର ଦରରେ ବୃଦ୍ଧି ଘଟିଛି ନା ହ୍ରାସ , ଯେଉଁ ତଥ୍ୟ ଆପଣ ମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ ଅଟେ ।

ଆପଣ ମାନେ ତ ଜାଣିଛନ୍ତି କି ଏହି ଗତ କିଛି ମାସ ହେବ ସୁନାର ଦରରେ ବହୁତ ମାତ୍ରାରେ ବୃଦ୍ଧି ଘଟିଥିଲା । ସୁନାର ମୂଲ୍ୟ ଏତେ ମାତ୍ରାରେ ବଢିଥିଲା କି ସାଧାରଣ ଲୋକମାନଙ୍କ ପାଇଁ ତାହା ଆକାଶ ଛୁଆଁ ଭଲି ପାଲଟି ଯାଇଥିଲା ।

ତେବେ ଏହି ସମୟରେ ବହୁତ ଲୋକମାନେ ଅସୁବିଧାର ସାମ୍ନା କରିଛନ୍ତି । ମାତ୍ର ଧୀରେ ଧୀରେ ସେହି ଦରରେ ହ୍ରାସ ହେବାରେ ଲାଗିଲା , ପ୍ରତ୍ୟେକ ଦିନ ଏମିତି ସୁନାର ମୂଲ୍ୟ ହ୍ରାସ ବୃଦ୍ଧି ହେବାରେ ଲାଗିଛି । ଯାହା ଦ୍ୱାରା କି ଏହା ଲୋକମାନେ ଏହା ପାଇଁ ବହୁତ ଅସୁବିଧାର ସାମ୍ନା କରୁଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ କି ଏବେକା ସମୟରେ ସୁନାର ଏବଂ ରୂପାର ଦରରେ କଣ ହୋଇଛି ।

ଆପଣ ମାନେ ତ ଜାଣିଛନ୍ତି କି ଆଜି ହେଉଛି ହୋଲି ତେବେ ସମସ୍ତ ପର୍ବପର୍ବାଣିରେ ଯେମିତି ସୁନାର ଦରରେ ହ୍ରାସ ପରିଲକ୍ଷିତ ହୋଇଥାଏ ସେହିପରି ଏହି ହୋଲି ଅବସରରେ ମଧ୍ୟ ସୁନାର ଦରରେ ହ୍ରାସ ପରିଲକ୍ଷିତ ହୋଇଛି । ତେବେ ଆଜିର ସମୟରେ ସୁନାର ଦରର କେତେ ରହିଛି ଆସନ୍ତୁ ଜାଣିବା ସେ ବିଷୟରେ ।

ଦିନ ହୋଲି ଅବସରରେ ସୁନାର ଦାମ ଶସ୍ତା ହେବାରେ ଲାଗିଛି କାରଣ ଦିଲ୍ଲୀରେ ସୁନାର ଦାମ 100 ଗ୍ରାମ ପ୍ରତି 7600 ଟଙ୍କା କମିଛି । ଯେଉଁଥିରେ 22 କ୍ୟାରେଟ ସୁନାର ଦାମ 43, 920 ଟଙ୍କା ରହିଛି । ତେବେ 11 ମାସ ଠାରୁ ଆଜି ପର୍ଯ୍ୟନ୍ତ ହୋଲିରେ ସବୁଠୁ ସୁନାର ଦାମ କମ ରହିଥିବା ଜଣାପଡିଛି । ଦିଲ୍ଲୀର ସରଫା ବଜାରରେ 22 କ୍ୟାରେଟ ସୁନାର ଦାମ 10 ଗ୍ରାମ ପ୍ରତି 44,060 ଟଙ୍କା ରହିଛି । ସେହିପରି ମୁମ୍ବାଇରେ ଏହାର ଦାମ 42, 990 ଟଙ୍କା ଥିବା ବେଳେ ଚେନ୍ନାଇରେ ଏହାର ଦାମ 42, 330 ଟଙ୍କା ରହିଛି ।

ସେହିପରି ମଧ୍ୟ କୋଲକାତାର ସରଫା ବଜାରରେ ସୁନାର ଦାମ 44,190 ଟଙ୍କା ରହିଥିବା ବେଳେ ଅହମ୍ମଦାବାଦରେ ଏହାର ଦାମ 44,450 ଟଙ୍କା ରହିଛି । ପାଟନାରେ 22 କ୍ୟାରେଟର ସୁନାର ଦାମ 10 ଗ୍ରାମ ପ୍ରତି 42,990 ରହିଥିବା ବେଳେ ପୁଣେ ରେ ତାହା 42, 910 ଟଙ୍କା ରହିଛି । ସେହି ପରି ଆମେରିକାରେ 1,732.63 ଡଲାର ପ୍ରତି ଆଉନ୍ସ ପିଛା ରହିଥିଲା ସେହିପରି ରୂପାର ଦାମ ପ୍ରତି ଆଉନ୍ସ ପିଛା 25,06 ଡଲାର ରହିଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।