ଆଜି ପୁଣି ଥରେ କଳାକର ଜଗତରେ ଦେଖାଦେଇଛି ଶୋକର ଛାୟା ! ଏହି ପ୍ରସିଦ୍ଧ କଳାକାର ଙ୍କ ହୋଇଛି ପରଲୋକ ……

ଆଜି ପୁଣି ଥରେ କଳାକରା ଜଗତରେ ଦେଖାଦେଇଛି ଶୋକର ଛାୟା କାରଣ ପୁଣି ଜଣେ କଲକାରଙ୍କର ମୃତ୍ୟୁ ହୋଇଛି । ଆଜିର ଦୁନିଆରେ କଳାକାର ମାନଙ୍କୁ କିଏ ବା ନଜାଣେ ତେବେ କଳାକାର ହେବା ଏତେ ସହଜ କଥା ନୁହେଁ ଏଥିପାଇଁ ଆମ ମାନଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଥାଏ । ଆମେ ମନେ ମଧ୍ୟ ସମସ୍ତେ କଳାକାର କାରଣ ପ୍ରତ୍ୟେକ ଦିନ କାମ କାର୍ଯ୍ୟରେ କିଛି କଳାକାର ଗୁଣ ଲୁଚ ରହିଥାଏ । ତେବେ ଏହି ସମସ୍ତ କଳାକାର ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଏକ ଗୁରୁଙ୍କର ଆବଶ୍ୟକତା ରହିଥାଏ କାରଣ ଜମେ ଗୁରୁ ହିଁ ତାର ଶିଷ୍ୟ ଭିତରେ ଳୁଚି ରହିଥିବା ଗୁଣକୁ ସମସ୍ତଙ୍କ ଆଗରେ ଦେଖାଇ ପାରିଥାଏ ।

ଏହିପରି ଗୁରୁ ଶିଷ୍ୟ କଥା କହିବାର କାରଣ ଏହା କି କଳାକାର ଜଗତରେ ଆଜି ଜମେ ସେହିପରି ଗୁରୁଙ୍କର ମୃତ୍ୟୁ ହୋଇଛି ଯାହା ପାଇଁ ଓଡିଆ ସିନେ ଜଗତ ବହୁତ ଶୋକ ପ୍ରକାଶ କରୁଅଛି । କାରଣ ତାଙ୍କ ପରି ଜଣେ ମହାନ ମଣିଷ ଏ କଳାକାର ଜଗତ ପାଇଁ ଥିଲା ଅବଦାନ ତାଙ୍କ ପାଇଁ ଅନେକ କଳାକାର ମାନେ ନିଜର ପ୍ରତିଭାକୁ ସମସ୍ତଙ୍କର ଆଗରେ ପ୍ରକାଶ କରିପାରିଛନ୍ତି ଏବଂ ଆଜି ସମାଜରେ ବହୁତ ଫେମସ ମଧ୍ୟ ହୋଇପାରିଛନ୍ତି ।

ଆମେ ଆପଣ ମାନଙ୍କୁ ଯେଉଁ ଗୁରୁଙ୍କର କଥା କହୁଛୁ ସେ ହେଉଛନ୍ତି ଜଣେ ସାମ୍ବାଦିକ , ସାହିତ୍ୟିକ ବା ଓଡିଆ ସିନେ ସଂଘର ପ୍ରତିଷ୍ଟାତାଧୀ ଦାସଙ୍କର ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 82 ବର୍ଷ ବୟସ ହୋଇଥିଲା ତେବେ ସେ କଟକର ନିଜ ବାସଭବନର ଡଗରପଡାରେ ନିଜର ପ୍ରାଣ ତ୍ୟାଗ କରିଛନ୍ତି । ସୂଚନାରୁ ଜଣାପଡିଛି କି ସେ ଦୀର୍ଘଦିନ ଧରି ଅସୁସ୍ଥ ରହିଥଲେ ଯେଉଁଥିପାଇଁ ତାଙ୍କର ଚିକିତ୍ସା ମଧ୍ୟ ହେଉଥିଲା ।

ରଣଦୀର ଦାସ 1938 ମସିହାରେ କଟକରେ ଜନ୍ମଗ୍ରହଣ କରିଥିଲେ , କଟକ ଡଗରପଡା ସ୍ଥିତ ତାଙ୍କର ଘରେ ସେ ଜାତୀୟ ଦୂରଦର୍ଶନ ଏବଂ ଚଳଚ୍ଚିତ୍ର ପ୍ରତିଷ୍ଟାନ ଭାବରେ ଓଡିଶାରେ ପ୍ରଥମ ସିନେମା ପ୍ରଶିକ୍ଷଣ ସ୍କୁଲ ଖୋଲିଥିଲେ। ଆଜିର ଅନେକ ଟେଲି ଏବଂ ସିନେ କଳାକାର ତାଙ୍କର ସ୍କୁଲରୁ ଶିକ୍ଷା ଗ୍ରହଣ କରି ବହୁତ ନାମ କମାଇ ପାରିଛନ୍ତି ।

ସେ ଚଳଚ୍ଚିତ୍ର ସାହିତ୍ୟ ପତ୍ରିକା ଜୀବନ ରଙ୍ଗ ଏବଂ ସମ୍ଭାନ୍ତ ସାହିତ୍ୟ ପତ୍ରିକାର ସଂପାଦକ ଥିବା ସହିତ ଏକଧାରେ ଜଣେ ଔପନ୍ୟାସିକ ଏବଂ ଲେଖକ ମଧ୍ୟ ଥିଲେ । କାଦମ୍ବିନୀ ଚିତ୍ରପୁରୀ ସମ୍ମାନ ଏବଂ ଚଳଚ୍ଚିତ୍ର ସମ୍ମାନ ଆଦି ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଏହିପରି ଜଣେ ସମସ୍ତ କଲାକର ଅଧିକାରୀ ହୋଇ ସେ ଜୀବନରେ ବହୁତ ନାମ କମାଇଛନ୍ତି ତେବେ ଏପରି ହଠାତ ତାଙ୍କର ମୃତ୍ୟୁରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।