ଫୁଣି ଭୟଙ୍କର ବର୍ଷା ! ରାଜ୍ୟର ଏହି ସ୍ଥାନ ଗୁଡିକ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ନେଇ ଅନୁମାନ କଲା ପାଣି ପାଗ ବିଭାଗ… ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ….
ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ହିଁ ବଡ କଥା ସଂପର୍କରେ କହିବୁ ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ ଅଟେ । ଆପଣ ମାନେ ତ ଜାଣିଛନ୍ତି କି ଏବେକା ସମୟରେ ସୀତର ଲହରୀ ମାଡି ରହିଛି , ଶୀତ ପାଇଁ ଅନେକ ଲୋକମନେ ବହୁତ ଅସୁବିଧାର ସମ୍ମୁଖୀନ ମଧ୍ୟ ହେୁଛନ୍ତି ବିଶେଷ କରି କହିବାକୁ ଗଲେ ବୟସ୍କ ବ୍ୟକ୍ତି ମାନେ ଏହି ଶୀତ ପାଇଁ କୌଣସ କାମ କରିପାରୁନାହାନ୍ତି । ତେବେ ଏବେ ଶୁଣିବାକୁ ମିଳୁଛି କି ଏହି ଶୀତର ପ୍ରକୋପ ଆସନ୍ତା ଦିନରେ ବଢିବ ବୋଲି । ତେଣୁ ଏଥିପାଇଁ କାହାକୁ ମଧ୍ୟ ରାତ୍ରିର ସମୟରେ ଘରୁ ବାହାରକୁ ବାହାରିବା ପାଇଁ ମନା କରାଯାଇଛି ।
ଏହା ସହିତ ଏହି ଶୀତ ଲହରୀ ସହିତ ଆସନ୍ତା ସମୟରେ କେତେକ ସ୍ଥାନରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ତେବେ କଣ ରହିଛି ସଂପୂର୍ଣ୍ଣ କଥାଟି ଆସନ୍ତୁ ଜାଣିବା ସେ ବିଷୟରେ ।
ଆପଣ ମାନେ ତ ଜାଣିଛନ୍ତି କି ଗତ କିଛି ଦିନ ହେଲା ପଶ୍ଚିମା ପବନ ପ୍ରଭାବିତ ହେଉ ଥିବାରୁ ରାଜ୍ୟ ରେ ଶୀତ ର ପ୍ରୋକପ ଟିକିଏ କମ୍ ରହି ଥିଲା ଏବଂ ସେହିଥି ପାଇଁ ରାଜ୍ୟ ରେ ସର୍ବନିମ୍ନ ତାପମାତ୍ରା ଦୁଇ ଡୀଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା ।
ମାତ୍ର ଆସନ୍ତା 8 ତାରିଖରୁ ଶୀତର ପ୍ରକୋପ ବଢିବାରେ ଲାଗିଛି ଏହା ସହିତ ଏହି ସମୟରେ ତାପମାତ୍ରା 4 ଡିଗ୍ରୀ ଖସିବା ସହିତ ଏହି ଶୀତ 10 ତାରିଖ ଯାଏ ଏମିତି ବଳବତ୍ତର ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାବ ସୂଚନା ପ୍ରଦାନ କରିଛି ଏହା ସହିତ ଏହି 8 ରୁ 10 ତିନି ଦିନ ପର୍ଯ୍ୟନ୍ତ ରାଜ୍ୟକୁ ୟଲୋ ୟାର୍ଣ୍ଣି ଜାରି ମଧ୍ୟ କରିଛି ।
ଶୀତର ଏହ ପ୍ରକୋପକୁ ଲକ୍ଷ୍ୟ କରି ପାଣିପାଗ ବିଭାବର ମୁଖ୍ୟ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି କି ଆସନ୍ତା 5 ତାରିଖରେ ରାଜ୍ୟର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା କମିବା ଯୋଗୁଁ ଶୀତର ପ୍ରକୋପ ଦେଖାଦେଇଛି । ମାତ୍ର ଏହି ଶୀତ ଦକ୍ଷିଣ ଉପକୂଳରେ ଅପରିବର୍ତ୍ତିତ ରହିବ ଯେଉଁଥିପାଇଁ 9 ତାରିଖରୁ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବ ଯେଉଁଥିପାଇଁ 9 ରୁ 13 ଯାଏ ପାଞ୍ଚ ଡୀଗ୍ରୀ ପର୍ଯ୍ୟନ୍ତ ବଢିିବ ଫଳ ରେ ବିଶେଷ ଶୀତ ଅନୁଭୂତ ହେବ ନାହିଁ ଏହି ପାଗ ମୁଖ୍ୟତଃ ଶୁଖିଲା ଏବଂ ଖରାଟିଆ କରିବ । ମାତ୍ର 16 ତାରିଖରେ ଆଭ୍ୟନ୍ତରୀଣ ଓଟିଶାରେ ପାଗ କୋହଳ ରହିପାରେ । ତେଣୁ ଆପଣ ମାନେ ବିଶେଷ କାମ ନଥିଲେ ଏହି ଶୀତରେ ଘରୁ ବାହାରକୁ ବାହାରିବେ ନାହିଁ କାରଣ ଏବେକା କରୋନାର ସ୍ଥିତି ଟିକେ କମିଥିଲେ ମଧ୍ୟ ଆମକତୁ ସର୍ବଦା ସତର୍କ ରହି ଚଳିବାକୁ ପଡିବ ।