ପୁଣି ହିରୋ ଅରିନ୍ଦମ୍ ଙ୍କ ପରିବାରକୁ ଆସିଲା ବଡ଼ ଖୁସି ଖବର, ପରିବାରର ଖୁସି କୁ ଓଡିଶାବାସୀଙ୍କୁ ଜଣାଇଲେ ଅଭିନେତା ଅରିନ୍ଦମ୍….

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ହିଁ ବଡ କଥା ବିଷୟରେ କହିବୁ ଯାହାକୁ ଆପଣ ମାନେ ଜାଣିଲେ ବହୁତ ଖୁସି ହୋଇଯିବେ । ଆମେ ଆପଣ ମାନଙ୍କୁ ଆଜୁ ଜଣେ କଲାକାରଙ୍କର ବିଷୟରେ କହିବୁ ଯିଏ କି ଏବେକା ସମୟରେ ବହୁତ ହିଁ ଚର୍ଚ୍ଚାରେ ଅଛନ୍ତି ଏବଂ ବହୁତ ହିଁ ବଡ ଖୁସି ତାଙ୍କର ପରିବାରରେ ଏବଂ ଜୀବନରେ ଦେଖିବାକୁ ମିଳିଛି ।

ଆପଣ ମାନ ତ ଜାଣିଛନ୍ତି କି ଅନେକ ଅଭିନେତ୍ରୀ ମାନେ ନିଜର ଅନେକ ସମୟରେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ନିଜର ଲଭ ଲାଇଫକୁ ନେଇ କରି ଚର୍ଚ୍ଚାରେ ରହିଥାନ୍ତି ତ କେତେବେଳେ ପୁଣି ନିଜର ନିଜର ସୁନ୍ଦରତା ପାଇଁ ଚର୍ଚ୍ଚାରେ ରହିଥାନ୍ତି ତ ପୁଣି କେତେବେଳେ ନିଜର ଡ୍ୟାନ୍ସ ପାଇଁ ମଧ୍ୟ ଚଚ୍ଚାରେ ରହିଥାନ୍ତି ।

ଏହା ସହିତ ଦର୍ଶକ ମାନଙ୍କୁ ନିଜର ଫିଲ୍ମ ମାଧ୍ୟମରେ ନିଜର କଳାର ପ୍ରଦର୍ଶନ କରି ସେମାନଙ୍କର ମନମୋହି ନେଇଥାନ୍ତି ଯେଉଁଥିପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ମାତ୍ର ଆଜି ଆମେ ଯେଉଁ କଥା କହିବା ତାହା ସଂପୂର୍ଣ୍ଣ ଭିନ୍ନ ଅଟେ ।

ଆଜି ଆମେ ଆପଣ ମାନଙ୍କୁ ଓଲିଉଡ ଜଗତର ଜଣେ ସୁପରହିଟ ହିରୋଙ୍କର ବିଷୟରେ କହିବୁ ଯିଏ କି ନିଜର କଳା ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଏହା ସହିତ ସେ ସର୍ବଦା ନିଜକୁ ଫିଟ ରଖନ୍ତି ଏପରିକି ବହୁତ ଗୁଡିଓ ହିଟ ଫିଲ୍ମ ମଧ୍ୟ ଦର୍ଶକ ମାନଙ୍କୁ ଦେଇଥାନ୍ତି ।

ତେବେ ଆମେ ଆପଣ ମାନଙ୍କୁ ଓଲିଉଡ ସୁପରଷ୍ଟାର ଅରିନ୍ଦମଙ୍କ ବିଷୟରେ କହୁଛୁ । ଆପଣ ମାନେ ତ ଅରିନ୍ଦମଙ୍କୁ ବହୁତ ହିଁ ଭଲ ପାଆନ୍ତି ଏବଂ ତାଙ୍କର ସମସ୍ତ ଫିଲ୍ମ ମଧ୍ୟ ଦେଖୁଥିବେ । ଆପଣ ମାନେ ତ ଜାଣିଛନ୍ତି କି ଅରିନ୍ଦମ ବିବାହ କରିସାରିଛନ୍ତି ଏବଂ ତାଙ୍କର ସ୍ତ୍ରୀ ମଧ୍ୟ ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଅରିନ୍ଦମଙ୍କର ଗୋଟିଏ ବଡ ଖୁସି ବିଷୟରେ କହିବୁ ତାହା ହେଉଛି ଏବେକା ସମୟରେ ଅରିନ୍ଦମ ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି । ଆପଣ ମାନଙ୍କୁ ଏହା ମିଛ ଲାଗୁଥାଇ ପାରେ ମାତ୍ର କଥାଟି ସତ ଅଟେ , ଆପଣଙ୍କର ପ୍ରିୟ ହିରୋେ ଅରିନ୍ଦମଙ୍କର ପତ୍ନୀ 24 ମାର୍ଚ୍ଚରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ।

 ଏହା ପରେ ଅରିନ୍ଦମ ବହୁତ ହିଁ ଖୁସି ଅଛନ୍ତି କାରଣ ସେ ବାପା ହୋଇଯାଇଛନ୍ତି । ତେବେ ଏହା ପରେ ମଧ୍ୟ ତାଙ୍କର ଫେନ୍ସ ମାନେ ମଧ୍ୟ ତାଙ୍କୁ ବହୁତ ଶୁଭେଚ୍ଛା ଜଣାଇଛନ୍ତି । ବାପା ହେବା ପରେ ସେ ତାଙ୍କର ଖୁସି ସୋସିଆଲ ମିଡିଆ ମାଧ୍ୟମରେ ନିଜର ଫେନ୍ସ ମାନଙ୍କୁ ଜଣାଇଛନ୍ତି ଏବଂ ପିଲାର ଫଟୋ ମଧ୍ୟ ସେୟାର କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।