ଛୁଆକୁ କୋଳରେ ଧରି କଲେଜରେ କ୍ଲାସ୍‌ ନେଉଛନ୍ତି ଏହି ଶିକ୍ଷକ ବାପା, କାହାଣୀ ଶୁଣିଲେ ଆପଣଙ୍କ ଆଖିରୁ ବି ଲୁହ ଆସିଯିବ ! ଦୟାକରି ଏହି ପିତାଙ୍କ ପାଇଁ ଗୋଟିଏ ସେୟାର କରନ୍ତୁ…

ଆଜି ଆମେ ଆପଣ ମାନଙ୍କୁ ଏମିତି ଜଣେ ପିତାଙ୍କର ବିଷୟରେ କହିବୁ ଯାହାଙ୍କର କଥା ଶୁଣିଲେ ଆପଣ ମାନଙ୍କ ଆଖିରେ ନିଶ୍ଚିତ ରୂପରେ ଲୁହ ଆସିଯିବ । ଏହା ସହିତ ବାପାଙ୍କ ପ୍ରତି ଆପଣଙ୍କର ଭଲପାଇବା ମଧ୍ୟ ବହୁତ ମାତ୍ରାରେ ବଡଯିବ । ଆପଣ ମାନେ ତ ଜାମଇଛନ୍ତି କି ଗୋଟିଏ ପିଲା ଜନ୍ମ ହେବା ପରେ ତାଙ୍କର ଦାୟିତ୍ୱ ବହନ କରେ ତାର ମା କାରଣ ବାପା ସେତେ ମାତ୍ରାରେ ଗୋଟିଏ ଛୋଟ ପିଲାର ଦାୟତ୍ୱ ବହନ କରିପାରନ୍ତି ନାହିଁ କାରଣ ତାର କଣ ଆବଶ୍ୟକ , କେତେବେଳେ କଣ ଚାହଁ ତାହା କେବଳ ମା ହିଁ ଜାଣିଥାଏ । ମାତ୍ର ଆଜିର ସମୟରେ ଏପରି କିଛି ଦେଖିବାକୁ ମିଳୁଛି କି ଯାହା ଆପଣଙ୍କୁ ଆସ୍ଚର୍ଯ୍ୟ କରିଦେବ ।

ସୋସିଆଲ ମିଡିଆରେ ଏବେ ଗୋଟଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖାଯାଇଛି କି ଜଣେ ଛୋଟ ଶିଶୁର ଯତ୍ନ ତାର ବାପା ସଂପୂର୍ଣ୍ଣ ରୂପେ ନେଉଛନ୍ତି । ଏହା ସହିତ ସେ ବାପା ହେଉଛନ୍ତି ଜଣେ କଲେଜର ପ୍ରଫେସର ।

ତେଣୁ ପ୍ରଫେସର ହିସାବରେ ସେ କଲେଜରେ ପିଲା ମାନଙ୍କର ଭବିଷ୍ୟତ ଚିନ୍ତା ପାଇଁ ସେମାନଙ୍କୁ ପାଠ ପଢୁଥିବା ସମୟରେ ନିଜ ପିଲାର ମଧ୍ୟ ଯତ୍ନ ନେଉଛନ୍ତି । ତେବେ ଏପରି ସେ କାହିଁକି ତାଙ୍କର ପିଲାର ଛୋଟ ବେଳୁ ଯତ୍ନ ନେଉଛନ୍ତି ତାହା ଆପଣ ମାନେ ନିଶ୍ଚିତ ରୂପରେ ଭାବୁଥିବେ ।

ସୂଚନା ଯୋଗ୍ୟ କି ସେହି ପିଲାର ମା ତାର ଶିଶୁକୁ ଜନ୍ମ ଦେବା ମାତ୍ରେ ମାର ମୃତ୍ୟୁ ହୋଇଥିଲା । ତେବେ ମାର ମୃତ୍ୟୁ ପରେ ତାର ପିତା ମାର ସମସ୍ତ ଦାୟିତ୍ୱ ବହନ କରୁଛନ୍ତି । ପିଲାର ଛୋଟ , ବଡ ଆବଶ୍ୟକତାକୁ ମଧ୍ୟ ପୂରଣ କରୁଛନ୍ତି ।

ସେ ପିଲାକୁ କଲେଜ ନେଇ କରି ଯାଆନ୍ତ ଏବଂ ସେଠାରେ ଅନ୍ୟ ପିଲା ମାନଙ୍କୁ ମଧ୍ୟ ପାଠ ପଢାନ୍ତି । ତେବେ ତାଙ୍କର ଏହି ଭିଡିଓଟି ଆଇଏସ ଅଧିକାରୀ ଆୱାନିସ ଚରଣ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ ଏବଂ କ୍ୟାପସନରେ ଲେଖିଥିଲେ କି ଏହି ସନ୍ତାନ ପ୍ରସବ ସମୟରେ ତାଙ୍କର ପତ୍ନୀଙ୍କର ଦେହାନ୍ତ ହୋଇଛି । ତାଙ୍କର ଏହି ଫଟୋ ଏବଂ କଥାଟି ସେୟାର ପରେ ଲୋକମାନେ ଏହାକୁ ବହୁତ ପସନ୍ଦ କରିବା ସହିତ ସେହି ପିତାଙ୍କୁ ବହୁତ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

 

ଲୋକମାନେ ଏହି ପିତାଙ୍କୁ ପ୍ରତ ଜୀବନର ହରୋ ବୋଲି କହିଛନ୍ତି । ଏହି ବ୍ୟକ୍ତି ନିଜ ପିତା ହେବାର ଦାୟିତ୍ୱ ବହନ କରୁଛନ୍ତି , ଚାକିରୀ ସହିତ ସେ ନିଜ ପିଲାର ଯତ୍ନ ମଧ୍ୟ ନେଉଛନ୍ତି । ତେଣୁ କୁହାୟାଏ କି ପିତା ମାତା ହେଉଛନ୍ତି ବହୁତ ମହାନ ତାଙ୍କର ଋଣ ଜଣେ ସନ୍ତାନ ନିଜ ଜୀବନରେ କେବେ ହେଲେ ମଧ୍ୟ ସୁଝିପାରିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।