ପୁରୁଷ ମାନେ ନିଜର ସ୍ପର୍ମ ( Sperm ) କ୍ୱାଲିଟି ବଢାଇବା ପାଇଁ କରନ୍ତୁ ଏହି ଛୁଟିଆ ଉପାୟ -Dr. sandhya
ତେବେ ପ୍ରତେକ ବ୍ୟକ୍ତି ଙ୍କର ଶରୀର ରେ କିଛି ନା କିଛି ସମସ୍ୟା ସବୁ ଦେଖା ଯାଇଥାଏ ଯାହା ଦ୍ୱାରା ବ୍ୟକ୍ତି ମାନସିକ ଚିନ୍ତା ରେ ମଧ୍ୟ ରହି ଥାଏ | ଆଉ ଏହି ସବୁ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ବ୍ୟକ୍ତି ଅନେକ ଉପାୟ ସବୁ ମଧ୍ୟ ଆପଣେଇ ଥାଏ | ତେବେ ଏହି ସବୁ ମଧ୍ୟରୁ ପୁରୁଷ ମାନଙ୍କର ଏକ ବଡ଼ ସମସ୍ୟା ହେଉଛି ସ୍ପର୍ମ କ୍ଵାଣ୍ଟିଟି କମ ଭଳି ସମସ୍ୟା ଯାହା ଦ୍ୱାରା ବ୍ୟକ୍ତି ମାନସିକ ଚିନ୍ତା ରେ ମଧ୍ୟ ଆସି ଯାଇଥାଏ | ଯାହାକୁ ନପୁଂସକତା ବୋଲି କୁହା ଯାଇଥାଏ ଯେଉଁଥି ପାଇଁ ପୁରୁଷ ମାନଙ୍କୁ ବିଭିନ୍ନ ପ୍ରକାର ଅସୁବିଧା ର ମଧ୍ୟ ସାମ୍ନା କରିବା ପାଇଁ ପଡିଥାଏ |
ତେବେ ଆଜି ଆମେ ଜାଣିବା ଏହି ଯୌନ ଅକ୍ଷମତା ଶରୀର ରେ କାହିଁକି ଦେଖା ଯାଇଥାଏ ଏବଂ କେଉଁ ସବୁ ନିୟମ ପାଳନ କରିବା ଦ୍ୱାରା ବୀଜ ବା ଯୌନ ଶକ୍ତି ପୁରୁଷ ମାନଙ୍କର ବଢିଥାଏ ଯାହା ଦ୍ୱାରା ସେମାନେ ଏଭଳି ସମସ୍ୟା ରୁ ମୁକ୍ତି ପାଇ ପାରିବେ |
ତେବେ ଆଜିକାଲି ର ଯୁବପିଢ଼ି ନିଜ ଜୀବନ ଶୈଳୀ ଯୋଗୁଁ ଏହି ସବୁ ସମସ୍ୟା ଦେଖା ଯାଉଛି, ଯେମିତି କି ନିଜ ଖାଇବା ପିଇବା ଉପରେ ଧ୍ୟାନ ନ ରଖିବା ଏବଂ ଠିକ ସମୟରେ ନ ଶୋଇବା | ଏହା ସହିତ ଶରୀର ରେ ଅଧିକ ପରିଶ୍ରମ କରି ବିଶ୍ରାମ ନ ନେଲେ ଯୌନ ଶକ୍ତି କମି ଯାଇଥାଏ | ଯାହା ଫଳରେ ପୁରୁଷ ମାନଙ୍କୁ ଅନେକ ସମସ୍ୟା ର ସମ୍ମୁଖୀନ କରିବାକୁ ପଡ଼େ | ତେବେ ଆଜି ଆମେ କିଛି ଏଭଳି ଟିପ୍ସ ବିଷୟରେ ଜାଣିବା ଯାହାଦ୍ୱାରା ଆପଣଙ୍କର ଏହି ସମସ୍ୟା ଦୂର ହୋଇଯିବ |
– ପ୍ରଥମ ଟି ହେଉଛି ଯେତେ ସମ୍ଭବ ନିଶା ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ କାରଣ ଏହା ଏକ ବଡ଼ ସମସ୍ୟା ହୋଇ ଥାଏ ତେଣୁ ଆପଣ ଙ୍କର ଏହି ଅଭ୍ୟାସ ଥିଲେ ଯେତେ ଶୀଘ୍ର ପରିବର୍ତ୍ତନ କରନ୍ତୁ |
– ରସୁଣ ମଧ୍ୟ ଏଭଳି ଗୋଟିଏ ଖାଦ୍ୟ ଯାହା ପୁରୁଷ ମାନଙ୍କ ଯୌନାଙ୍ଗ ରେ ରକ୍ତ ସଂଚାଳନକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ତାହା ସହିତ ପୁରୁଷ ଙ୍କ ଶରୀରରେ ଶୁକ୍ରାଣୁର ପରିମାଣ କୁ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ |
-ଡାର୍କ ଚକୋଲେଟ ରେ ଆର୍ଜିନିନୀନ ନାମକ ଏମୀନୋ ଏସିଡ ରହିଛି ଯାହା ଶୁକ୍ରାଣୁ କୁ ପୁରୁଷ ଙ୍କ ଶରୀରରେ ବଢେଇବାରେ ସାହାଯ୍ୟ କରିଥାଏ |
– ପ୍ରତିଦିନ ସକାଳେ ବ୍ରେକଫାଷ୍ଟ ରେ ଆପଣ ଗୋଟିଏ ସିଝା ଅଣ୍ଡା ନିହାତି ଭାବେ ନିଅନ୍ତୁ, ଅଣ୍ଡା ରେ ପ୍ରୋଟିନ ରହିଛି ଯାହା କୁ ପୁରୁଷ ଙ୍କ ସ୍ପର୍ମ କୁ ବୃଦ୍ଧି କରିଥାଏ |
– ପାଳଙ୍ଗ ଶାଗ ଖାଇବା ଦ୍ଵାରା ସ୍ପର୍ମ କ୍ୱାଲିଟି ଭଲ ହୋଇଥାଏ ତେଣୁ ପ୍ରତ୍ୟେକ ଦିନ ଆପଣ ପାଳଙ୍ଗ ଶାଗକୁ ଆପଣଙ୍କ ଖାଦ୍ୟରେ ସାମିଲ କରନ୍ତୁ |
– ଭିଟାମିନ ସି ଜାତୀୟ ଖାଦ୍ୟ ଆପଣ ଅଧିକ ଖାଆନ୍ତୁ, ଆପଣ ଚାହିଁଲେ ଭିଟାମିନ ସି ର ଟ୍ୟାବ୍ଲେଟ ମଧ୍ୟ ନେଇ ପାରିବେ |
– ଆଉ ଏହା ସହିତ ସବୁବେଳେ ଟ୍ରେସ କମ ନିଅନ୍ତୁ କାରଣ ଅଧିକ ଟେନ୍ସନ ରହିଲେ ତାହାର ପ୍ରଭାବ ହର୍ମୋନ ଉପରେ ପଡିଥାଏ ଯାହା ଦ୍ୱାରା ଶୂକ୍ରାଣୁ ର କାଉଣ୍ଟ କମିଯାଏ |
– ପ୍ରତ୍ୟେକ ଦିନ ଆପଣ ଗୋଟିଏ ପାଚିଲା କଦଳୀ ଖାଇ ପାରିବେ |
– ଯଦି ରାତିରେ ବିଳମ୍ୱ ରେ ଶୋଉଛନ୍ତି ତେବେ ଏହି ଅଭ୍ୟାସ କୁ ବଦଳାନ୍ତୁ ଆଉ 9 ଟା ଭିତରେ ଖାଇ 11 ଟା ଭିତରେ ଶୋଇବାକୁ ଚେଷ୍ଟା କରନ୍ତୁ |
– ପ୍ରତିଦିନ କିଛି ଡ୍ରାଇଫ୍ରୁଟସ୍ ନିଅନ୍ତୁ, ଯେମିତିକି ୱାଲନଟ ଆଲମଣ୍ଡ ଏସବୁ ଆପଣଙ୍କ ସ୍ପର୍ମ କାଉଣ୍ଟକୁ ବୃଦ୍ଧି କରିଥାଏ | ତେବେ ଆପଣ ୱାଲନଟ ଆଲମଣ୍ଡ ଙ୍କୁ ରାତିରେ ଭିଜେଇ ଦିଅନ୍ତୁ ଆଉ ସକାଳେ ଏହାକୁ ସେବନ କରନ୍ତୁ |