Jyotisa Shsatra – ପ୍ରଭୁ ହନୁମାନ ଙ୍କ କୃପାରୁ ଏହି ଦୁଇଟି ରାଶି ସବୁଠାରୁ ଭାଗ୍ୟଶାଳୀ ହୋଇଥାନ୍ତି
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତି ଜନ୍ମ ହେବା ପୂର୍ବରୁ ତାର ଭବିଷ୍ୟତ ତିଆରି ହୋଇଥାଏ। ଯାହାକୁ ଭାଗ୍ୟ ବୋଲି କୁହାଯାଏ ଏବଂ ପ୍ରତ୍ୟେକ ମନୁଷ୍ୟ ଜନ୍ମ ଗ୍ରହଣ କରିବା ପରେ ସେ ତା ଭାଗ୍ୟକୁ ସାଙ୍ଗରେ ନେଇ ଆସିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟ ର ଭାଗ୍ୟ ତାର ଗ୍ରହ ଏବଂ ନକ୍ଷତ୍ର ଏବଂ ରାଶି ମାନଙ୍କ ସହିତ ଜଡ଼ିତ ହୋଇ ରହିଥାଏ। ଯାହା ତାହାର ଆଗତ ଭବିଷ୍ୟତ ବଦଳାଇବା ସହିତ ମନୁଷ୍ୟର ବ୍ୟକ୍ତିତ୍ବ, ସ୍ଵଭାଵ, ଆଚାର ବିଚାର ରେ ମଧ୍ୟ ପରିବର୍ତ୍ତନ ଆଣିଥାଏ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟ ଯେତେବେଳେ ଜନ୍ମ ଗ୍ରହଣ କରିଥାଏ ସେତେବେଳେ ସେ ୧୨ ଟି ରାଶି ମଧ୍ୟରୁ ଗୋଟିଏ ରାଶି ନେଇ ଜନ୍ମ ଗ୍ରହଣ କରିଥାଏ। ଏହା ମଧ୍ୟ ଉଲ୍ଲେଖ ଅଛି ଯେ ଯେଉଁ ରାଶି ଉପରେ ଚନ୍ଦ୍ରମା ଏବଂ ସୂର୍ଯ୍ୟଙ୍କ କୃପା ଦୃଷ୍ଟି ରହିଥାଏ ।
ସେହି ରାଶିର ଲୋକମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏହି ରାଶିର ବ୍ୟକ୍ତି ନିଜର ଭାଗ୍ୟ ଦ୍ୱାରା ସବୁ କିଛି ହାସଲ କରି ପାରେ। ତେବେ ଆଜି ଆମେ ଜାଣିବା ଏମିତି ୨ ଟି ରାଶି ବିଷୟରେ ଯାହା ୧୨ ଟି ରାଶି ମଧ୍ୟରୁ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନେ ଜୀବନରେ ସବୁକିଛି ହାସିଲ କରନ୍ତି।
ଏମିତିରେ ତ ଅନେକ ରାଶି ନିଜ ଭାଗ୍ୟ ବଳରେ ବଲବାନ ହୋଇଥାନ୍ତି କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଗଣନା ଅନୁସାରେ ଏହି ୨ ଟି ରାଶି ଉପରେ ଚନ୍ଦ୍ର ଦେଵ ଏବଂ ସୂର୍ଯ୍ୟ ଦେଵ ଅତ୍ୟନ୍ତ ପ୍ରଶର୍ଣ୍ଣ ଅଟନ୍ତି। ଯାହା ଫଳରେ ଏମାନଙ୍କ ସମୟରେ ଖୁବ ଶୀଘ୍ର ପରିବର୍ତ୍ତନ ଆସିଥାଏ। ଯେମିତିକି ଯଦି ଏମାନଙ୍କର ଦୁଖଃ ର ସମୟ ଆସେ ତେବେ ତାହା ଅନ୍ୟ ରାଶି ତୁଳନାରେ ଖୁବ ଶୀଘ୍ର ସୁଖରେ ପରିବର୍ତିତ ହୋଇଯାଏ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ଭାଗ୍ୟ ଅତ୍ୟଧିକ ଉଜ୍ଜ୍ୱଳ ହୋଇଥାଏ, କାରଣ ଏହି ରାଶିର ଲୋକଙ୍କ ଜାତକରେ ଶନି ଦେବଙ୍କ ପ୍ରଭାବ ଅଧିକ ରହିଥାଏ।ଏହି ରାଶିର ବ୍ୟକ୍ତି ନିଜ ଭାଗ୍ୟ ବଳରେ ସବୁକିଛି ହାସିଲ କରିଥାଏ। ଏମାନଙ୍କ ମୁହଁରେ ସର୍ବଦା ହସ ଖୁସି ରହିଥାଏ। ଏହା ସହିତ ଏମାନେ ସର୍ବଦା ସଚ୍ଚୋଟ ସ୍ୱଭାବର ହୋଇଥାନ୍ତି।
ଯଦି ଏହି ୨ ରାଶିର ବ୍ୟକ୍ତି ଶନି ଦେବଙ୍କ ଆରୋଧନା କରନ୍ତି ତାହେଲେ ଏମାନଙ୍କ ଭାଗ୍ୟ ଆହୁରି ଉଜ୍ଜ୍ୱଳ ହୋଇ ଚମକୀବ। ଏମାନଙ୍କ ଭାଗ୍ୟ ଏମାନଙ୍କୁ ସମ୍ପୂର୍ଣ୍ଣ ରୂପେ ସାଥ ଦେଇଥାଏ। ଏମାନଙ୍କର ସବୁ କାର୍ଯ୍ୟ ସଫଳ ହୋଇଥାଏ। କିନ୍ତୁ ଏହାର ଅର୍ଥ ଏହା ନୁହେଁ କି ଏହି ରାଶିର ବ୍ୟକ୍ତିଙ୍କୁ କେବେବି ଅସଫଳତା, ଦୁଖଃ, କଷ୍ଟ ମିଳି ନାହିଁ , କିନ୍ତୁ ଅନ୍ୟ ରାଶି ମାନଙ୍କ ତୁଳନାରେ ବହୁତ କମ ପରିମାଣରେ ମିଳିଥାଏ। ତେବେ ଆସନ୍ତୁ ଜାଣିବା ସେହି ୨ ଟି ରାଶି କଣ ଅଟେ।
୧:- ସିଂହ ରାଶି, ୨:- ବିଛା ରାଶି
ଏହି ଦୁଇଟି ରାଶି ଅତ୍ୟନ୍ତ ସାହସୀ ଏବଂ ସତ୍ୟବାଦୀ ଅଟନ୍ତି। ସେଥିପାଇଁ ଏମାନଙ୍କ ଭାଗ୍ୟ ସର୍ବଦା ଏମାନଙ୍କ ସାଥିରେ ରହିଥାଏ। ଏହା ସହିତ ଯଦି ଏହି ୨ ରାଶିର ବ୍ୟକ୍ତି ଶନି ଦେବଙ୍କ ଆରୋଧନା କରନ୍ତି ତାହେଲେ ଏମାନଙ୍କ ଭାଗ୍ୟ ଆହୁରି ଉଜ୍ଜ୍ୱଳ ହୋଇ ଚମକୀବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।