ଦେଖନ୍ତୁ ଭିଡିଓ ବିବାହର 5 ବର୍ଷ ପରେ ଦର୍ଶକଙ୍କୁ ଖୁସି ଖବର ଜଣାଇଲେ ଅଭିନେତ୍ରୀ ପ୍ରିୟା ! କହିଲେ ମୁଁ ଏହେ ହେବାକୁ ଯାଉଛି……..

ଆଜି ଆମେ ଆପଣ ମାନଙ୍କୁ ଏମିତି ହିରୋଇନଙ୍କର ବିଷୟରେ କହିବୁ ଯେଉଁମାନେ ଆପଣଙ୍କର ବହୁତ ପ୍ରିୟ ହୋଇଥିବେ । ଆପଣ ମାନେ ସେମାନଙ୍କୁ ବହୁତ ହିଁ ପସନ୍ଦ କରନ୍ତି ଏବଂ ସେମାନଙ୍କର ଆସୁଥିବା ସମସ୍ତ ଫଲ୍ମ ଦେଖିବାକୁ ମଧ୍ୟ ପ୍ରେକ୍ଷାଳୟଙ୍କୁ ଯାଆନ୍ତି ସେଥିପାଇଁ ତ ସେମାନେ ବହୁତ କମ ସମୟରେ ଆପଣଙ୍କର ସମସ୍ତଙ୍କର ଭଲପାଇବା ପାଇଁ ଫେମସ ହୋଇପାରିଛନ୍ତି ।ଆମେ ଆପଣ ମାନଙ୍କୁ ଯେଉଁ ହିରୋଇନଙ୍କ ବିଷୟରେ କହୁଛୁ ସେମାନେ ହେଉଛନ୍ତି ରିୟା ଏବଂ ପ୍ରିୟା । ଆପଣ ମାନେ ତ ତାଙ୍କୁ ବହୁତ ହିଁ ପସନ୍ଦ କରନ୍ତ ଏବଂ ସେମାନଙ୍କର ମଧ୍ୟରୁ କିଏ ଆପଣ ମାନଙ୍କର ଫେବୋରାଇଟ ମଧ୍ୟ ରହିଥିବେ ।

ତେବେ ଏବେ ସେହି ହିରୋଇନ ମାନଙ୍କର ଏକ ଫିଲ୍ମ ଆସିବାକୁ ଯାଉଛି ତାହା ହେଉଛି ଲାଗେ ପ୍ରେମ ନଜର । ତେବେ ସେମାନେ କଟକର ଏକ ସୁଟଂ ସେଟରେ ରହିଛନ୍ତି ଏବଂ ସୁଟିଂ କରୁଥିବା ସମୟରେ ସେମାନେ ଲାଇଭ ଅସିଛନ୍ତି ନିଜ ଫେନ ମାନଙ୍କ ସହ କିଛି ସୟ ବିତାଇବା ପାଇଁ ଏବଂ ସେମାନଙ୍କର ଫେନ ମାନଙ୍କର କିଛି ପ୍ରଶ୍ନର ଉତ୍ତର ଦେବା ପାଇଁ ।

ରିୟା ଏବଂ ପ୍ରିୟା ସୁଟିଂ ସେଟର କିଛି ସମୟ ବାହାର କରି ଲାଇଭ ଆସିଛନ୍ତି ଏବଂ ସେମାନେ ନିଜର ଫେନ୍ସ ମାନଙ୍କ ସହ କଥା ହେଉଛନ୍ତି । କହିଛନ୍ତି କି ଏବେ ଆମେ ସୁଟିଂ କରୁଥିଲୁ ଆସିବା ପାଇଁ ଟକେ ଡେରି ହୋଇଗଲା ଆପଣ ମାନେ ସମସ୍ତେ ଅପେକ୍ଷା କରିଥିବେ । ଏହି ଫିଲ୍ମର ନାମ ହେଉଛି ଲାଗେ ପ୍ରେମ ନଜର । ଏହାପରେ ତାଙ୍କର କେତେକ ଫେନ ମାନେ ତାଙ୍କୁ ହାଏ କହୁଛନ୍ତି ।

ରିୟାଙ୍କୁ ତାଙ୍କର ଫେନ୍ସ ପଚାରିଛନ୍ତି କି ଆପଣ କେବେବ ବ୍ରହ୍ମପୁର ଆସିବେ ରିୟା କହିଛନ୍ତି ବହୁତ ଶୀଘ୍ର ଯିବି । ଏହା ସହିତ କହିଛନ୍ତି କି ଏବେ ଆମର କାନ୍ଦିବାର ସିନ ଚାଲିଥିଲା ଯେଉଁଥିପାଇଁ ମୁଁହ ଟିକେ ଭାରି ଭାରି ଲାଗୁଛି । ଏହି ଫିଲ୍ମର ହିରୋ ହେଉଛନ୍ତି ଅମ୍ଳାନ ।


ଏହିପରି ସେ ନିଜର ଫେନ୍ସ ମାନଙ୍କ ସହ ଲାଇଭ ଆସିକରି ରିୟା ଏବଂ ପ୍ରିୟା କଥା ହେଉଛନ୍ତି ବହୁତ ମଜା ନେଉଛନ୍ତି । ଏହାପରେ ସେମାନେ କଟକର ଦହିବରା ଖାଇବାରେ ଲାଗିଛନ୍ତି ଏବଂ ନିଜର ଫେନ୍ସ ମାନଙ୍କୁ କହିଛନ୍ତି କି ଦହିବରା ଖାଇବାକୁ ଚାହିଁଛନ୍ତି ତ କଟକ ଆସି ଥରେ ଖାଆନ୍ତୁ ।

ରିୟା ଏବଂ ପ୍ରିୟା କହିଛନ୍ତି କି ଏହି ଫିଲ୍ମ ବହୁତ ଭଲ ହୋଇଛି ଆମ ମାନଙ୍କର ସମସ୍ତ ଫିଲ୍ମ ପରି ଏହି ଫିଲ୍ମରେ ମଧ୍ୟ ଆପଣ ମାନେ ଆମକୁ ସେହି ପ୍ରକାର ଭଲପାଇବା ଦେବେ ଏବଂ ନିଶ୍ଚିତ ରୂୂପରେ ଦେଖିବା ପାଇଁ ପ୍ରେକ୍ଷାଳୟକୁ ଯିବେ । ଏହି ଫିଲ୍ମରେ ଆମେ ମନେ ବହୁତ କଷ୍ଟ କରୁଛୁ ଏବଂ ଆମର କଷ୍ଟର ପଳ ନିଶ୍ଚିତ ରୂପରେ ଆପଣ ମାନେ ଫିଲ୍ମ ଦେଖିଲେ ଜାଣିପାରିବେ ।

ଏହିପରି ଭାବରେ ସେ ନିଜର ଫେନ୍ସ ମାନଙ୍କ ସହ କଥା ହେଉଛନ୍ତି । ଏହା ସହିତ ସେହି ଫିଲ୍ମର ଡାଇରେକଟରଙ୍କ ସହିତ ମଧ୍ୟ ଲାଇଭ ରହି ହାଏ କହିଛନ୍ତି । ଏହି ଫିଲ୍ମରେ କିଏ କେଉଁ ପ୍ରକାର ରୋଲ କରିଛନ୍ତି ତାହା ରିୟା କହିନାହାନ୍ତି କାରଣ ରିୟା କହିଲେ ଆମେ ସବୁ କହିଦେଲେ ଆପଣ ମାନେ ଜାଣିଯିବେ ତ ଫଲ୍ମ ଦେଖିବାକୁ ଯିବେ ନାହିଁ ତ ଏହା ସିକରେଟ ଆପଣ ମାନେ ଫିଲ୍ମ ଦେଖିଲେ ସବୁ ଜାଣିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।