ଦେଖନ୍ତୁ ଭିଡ଼ିଓ । ପ୍ରେମିକ ପ୍ରେମରେ ପାଗେଳୀ ହେଇ ରାସ୍ତା ମଝିରେ ପ୍ରେମିକା କରିଦେଲା ଏମିତି କାଣ୍ଡ…
ରକ୍ତ ଯୁଡୁ ବୁଡୁ ଅବସ୍ଥା ରେ ଯୁବତୀ। କୁହା ଯାଉଛି ଯେ ସେ ନିଜ ହାତ ନିଜେ ନିଜେ କାଟି ଦେଇ ଅଛନ୍ତି । ଗୁରୁତର ଅବସ୍ଥା ରେ କାଲି ଯୁବତୀ ଙ୍କୁ ଭୁବନେଶ୍ୱର ର କ୍ୟାପିଟାଲ ହସ୍ପିଟାଲ ରେ ଭର୍ତି କରା ଯାଇଥିଲା । ତେବେ କାହିଁକି ଯୁବତୀ ନିଜ ର ଏମିତି ଅବସ୍ଥା କଲେ ଏହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ । ଆସନ୍ତୁ ଜାଣିବା ଜାଣିବା ପୁରା ଘଟଣା ବିଷୟ ରେ। ।
ତେବେ ଏ ହେଉଛି ନୂତନ ଯୁଗ ର ପ୍ରେମ । whatsapp ରେ ପ୍ରେମ ହେଲା ଓ ତିନି ବର୍ଷ ଧରି ଏହି ପ୍ରେମ ସମ୍ପର୍କ ନିବିଡ଼ ହେଲା ।
କିନ୍ତୁ ଯୁବତୀ ଯେତେ ବେଳେ ବିବାହ କଥା ଉଠାଇଲେ ଫେରାର ମାରିଲେ ଯୁବକ । whatsapp ରୁ ଫଟୋ ଦିଲିଟ କରିବା ପରି ପ୍ରେମିକ ମଧ୍ୟ ଦୁରେଇ ଗଲା ପ୍ରେମିକା ଠାରୁ । ଆଉ ଯେତେ ବେଳେ କିଛି ଦିନ ପରେ ଦୁହେଁ ଯୁବକ ଯୁବତୀ ଏକାଠି ସାମ୍ନା ସାମ୍ନି ହେଲେ ଯୁବତୀ ପୁଣି ଥରେ ନିଜ ପ୍ରେମ ର ଦ୍ୱାହି ଦେଖାଇ ବିବାହ କଥା ଉଠାଇଲା
।କିନ୍ତୁ ପ୍ରେମିକ ପ୍ରେମିକା ଙ୍କ ର ଏହି କଥା କୁ ମାନିଲା ନାହିଁ ।ଆଉ ଏହା ପରେ ଯାହା ଘଟିଲା ତାହା ଆପଣ ଙ୍କ ସାମ୍ନା ରେ ଅଛି। ଏହି ଘଟଣା ଘଟିଛି ଲକ୍ଷ୍ମୀ ସାଗର ଥାନା ଅଞ୍ଚଳ ରେ । ପ୍ରେମିକ କୁ ପାଗଳି ଭାବେ ଭଲ ପାଉ ଥିବା ପ୍ରେମିକା ନିଜ ହାତ କୁ ନିଜେ କାଟି ଦେଇ ରକ୍ତ ଜୁଡୁ ବୁଡ଼ ଅବସ୍ଥା ରେ ଉଦ୍ଧାର ହୋଇ ଥିଲା ।
ଯୁବତୀ ଜଣଙ୍କ ର ଘର ଜଗତିଂହପୁର ଜିଲ୍ଲା ର କୁଞ୍ଜଗ ଅଞ୍ଚଳ ରେ । ସୂଚନା ଅନୁସାରେ ତିନି ବର୍ଷ ତଳେ ଅନିଲ ଦାସ ନାମକ ଜଣେ ଯୁବକ ଙ୍କ ସହିତ whatsapp ରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇ ଥିଲା । ତେବେ ବିବାହ କଥା ଉଠାଇବା ପରେ ଅନିଲ ଆଉ ଧରା ଛୁଆଁ ଦେଇ ନଥିଲେ । ତେବେ ନିକଟ ରେ ଲକ୍ଷ୍ମୀ ସାଗର ଅଞ୍ଚଳ ରେ ଉଭୟ ଙ୍କ ଭେଟ ହୋଇ ଗଲା ।
ଯୁବତୀ ଜଣଙ୍କ ବହୁତ୍ କାକୁତି ବିନତୀ ହୋଇ ଥିଲେ ପ୍ରେମିକ ଙ୍କୁ ଆପଣାର କରିବା ପାଇଁ । କିନ୍ତୁ ବହୁତ୍ ଚେଷ୍ଟା ପରେ ବି ପ୍ରେମିକ ଶୁଣି ନଥିଲେ। ଯାହା ଫଳରେ ନିଜ ହାତ କାଟି ପକାଇଲେ ହତାଶ ଯୁବତୀ ଜଣଙ୍କ ।
ଯୁବତୀ ଙ୍କ ର ଏମିତି ଅବସ୍ଥା ଦେଖି ପ୍ରେମିକ ଜଣଙ୍କ ଫେରାର ମାରିବାକୁ ଚେଷ୍ଟା କରୁଥିଲା କିନ୍ତୁ ପ୍ରେମିକା ଯିବା କୁ ଦେଇ ନଥିଲା। ଫଳ ରେ ଉଭୟ ରାସ୍ତା ଉପରେ କିଛି ସମୟ ଟଣାଓଟରା ହୋଇ ଥିଲେ । ଏଭଳି ନାଟକ ଚାଲିଥିବା ବେଳେ ଲକ୍ଷ୍ମୀ ସାଗର ଥାନା PCR ପହଞ୍ଚି ଗଲା । ପୋଲିସ୍ ସେମାନଙ୍କୁ ଧରି କ୍ୟାପିଟାଲ ହାଇସ୍କୁଲ ଆଣି ଥିଲା। ଚିକିତ୍ସା ପରେ ଯୁବତୀ ଙ୍କୁ ଥାନା କୁ ଅଣା ହେଲା ।
ଏହା ପରେ ଯୁବତୀ ପରିବାର ତାଙ୍କୁ ଆସି ସେଠାରୁ ନେଇଗଲେ । ଏହା ପରେ କେହି କିଛି ପତିକ୍ରୀୟା ଦେଇ ନଥିଲେ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।