ଦେଖନ୍ତୁ ଭିଡ଼ିଓ – ପ୍ରେମୀ ଯୁଗଳ ଘର ପଛ ପଟ ବାଡ଼ି ରେ କରୁଥିଲେ ରାସଲୀଳା, ନିଆଁ ଭଳି ଭାଇରାଲ ହେଲା ଭିଡ଼ିଓ, ଆଉ ତା’ ପରେ…

ଆଜିକାଲି ଯୁବକ ଯୁବତୀ ମାନେ ପ୍ରେମ କରିବା ପାଇଁ ଏମିତି କିଛି ସ୍ଥାନକୁ ବାଛୁଛନ୍ତି ଯେଉଁଠି ସେମାନଙ୍କ ପାଇଁ ବିପଦ ରହିଛି ଏବଂ ସେହି ସ୍ଥାନ ସେମାନଙ୍କ ପାଇଁ ଆଦୌ ସୁରକ୍ଷିତ ମଧ୍ୟ ନୁହେଁ। ସେହିଭଳି ଏବେ ପୁଣି ଭାଇରାଲ ହେଲା ଆଉ ଏକ ପ୍ରେମୀ ଯୁଗଳ ଙ୍କ ଭିଡିଓ। ନିଛାଟିଆ ସ୍ଥାନରେ ସେମାନେ କରୁଥିଲେ ଏମିତି କିଛି କାମ, ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।ବାସ୍ତବରେ ଆଜିର ଆଧୁନିକ ଯୁବକ ଯୁବତୀଙ୍କ ପ୍ରେମ ଓ ପୂର୍ବ ସମୟର ପ୍ରେମ ମଧ୍ୟରେ ରହିଛି ଆକାଶ ପାତାଳ ତଫାତ୍।ପ୍ରେମ ଭଳି ଏକ ପବିତ୍ର ଶବ୍ଦ ଆଜିକାଲି ତାର ଉଚିତ୍ ଅର୍ଥ ଏବଂ ସଂଜ୍ଞା କୁ ହରାଇବାକୁ ବସିଲାଣି କିଛି ନିନ୍ଦନୀୟ କାର୍ଯ୍ୟ କଲାପ ପାଇଁ।

ଅପରପକ୍ଷେ ସମାଜରେ ଦିନକୁ ଦିନ ପ୍ରେମକୁ ନେଇ ଅନେକ ନିନ୍ଦନୀୟ ଘଟଣା ମାନ ଘଟିବାର ଦେଖିବାକୁ ମିଳୁଛି।ଏହା ପ୍ରେମ ନାଁ ରେ କଳଙ୍କ ସୃଷ୍ଟି କରୁଛି।ଫଳରେ କିଛି ଅସାଧୁ ଅସାମାଜିକ ଲୋକ ମଧ୍ୟ ଏହାର ଭରପୁର ଫାଇଦା ଉଠାଉଛନ୍ତି।ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଏକ ପ୍ରେମୀ ଯୁଗଳ କୁ ନିଛାଟିଆ ଯାଗାରେ ଏକୁଟିଆ ବସି ଥିବାର ଦେଖି କିଛି ଯୁବକ ଆସି ସେମାନଙ୍କୁ ବହୁତ୍ କଥା ପଚାରିବା ସହିତ ହଇରାଣ ମଧ୍ୟ କରିଛନ୍ତି।ତେବେ ଏହା ପଶ୍ଚିମବଙ୍ଗ ର ଏକ ପ୍ରେମୀ ଯୁଗଳ ଙ୍କ ଭିଡିଓ ବୋଲି ଜଣା ପଡିଛି। କାରଣ ସେମାନେ ବଙ୍ଗଳା ଭାଷାରେ କଥା ହେଉଛନ୍ତି।

ତେବେ ଏହି ଭୁଡ଼ିଓ ରୁ ସ୍ପଷ୍ଟ ଭାବରେ ଏହା ଜଣାପଡୁଛି କି ବର୍ତମାନ ର ଯୁବ ସମାଜ କିପରି ଦିନକୁ ଦିନ ଭୁଲ ମାର୍ଗରେ ଅଗ୍ରସର ହେଉଛି। ଏଠାରେ ଘଟିଥିବା ଏହି ଘଟଣାରେ ଏକ ପ୍ରେମୀ ଯୁଗଳ ଏକ ନିଛାଟିଆ ସ୍ଥାନରେ ଜଙ୍ଗଲ ପାର୍ଶ୍ଵରେ ବସି ରୋମାନ୍ସ କରୁଥିଲେ। ଏମାନଙ୍କର ଏହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କୁ ଶୁଟ କରିଥିଲେ କିଛି ବ୍ୟକ୍ତି।ଏହାପରେ ସେମାନେ ଏହି ରେକର୍ଡ ହୋଇଥିବା ଭିଡିଓ ସାହାଯ୍ୟରେ ସେମାନଙ୍କୁ ଧମକ ଚମକ ମଧ୍ୟ ଦେଇଥିଲେ ଓ ମାଡ଼ ମଧ୍ୟ ମାରିଥିଲେ ।ସେହି ବ୍ୟକ୍ତି ମାନେ ଏମିତି ଭାବରେ ପ୍ରେମୀ ଯୁଗଳଙ୍କୁ ନିର୍ଯାତନା ଦେଇଥିଲେ ଯେ ଯୁବକ ଯୁବତୀ ସେମାନଙ୍କୁ ବୁଝାଇ ଥକି ପଡ଼ିଥିଲେ।

ଆଉ ଶେଷରେ ସେମାନେ ପ୍ରେମୀ ଯୁଗଳ ଙ୍କୁ ପୋଲିସ୍ ହାତରେ ଦେଇ ଦେଇଥିଲେ। ଶେଷରେ ସେଠାରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଆମେ ମଧ୍ୟ ଆପଣଙ୍କୁ ଅନୁରୋଧ କରୁଛୁ ଯେ ଏମିତି ଅସୁରକ୍ଷିତ ଜାଗା କୁ ଏକୁଟିଆ ଆସି ବିପଦରେ ନପଡ଼ି ପାଇଁ। ଏମିତିରେ ବି ପ୍ରେମୀ ଯୁଗଳଙ୍କ ଏଭଳି କାର୍ଯ୍ୟ ମଧ୍ୟ ନିନ୍ଦନୀୟ ଅଟେ।ଅଧିକାଂଶ କ୍ଷେତ୍ରରେ ଆଜିକାଲି ର ଯୁବପିଢି ମାନଙ୍କ ମଧ୍ୟରେ ଗଢ଼ି ଉଠୁଥିବା ପ୍ରେମ ସମ୍ପର୍କ ପାଲଟିଛି ଶାରିରୀକ ଆକର୍ଷଣର କେନ୍ଦ୍ରବିନ୍ଦୁ ଯାହା ବାସ୍ତବରେ ଏକ ନିମ୍ନ ମାନସିକତା ର ପରିଚୟ ଦେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।