Pregnancy Tips – ଶୀଘ୍ର ଗର୍ଭବତୀ ହେବା ପାଇଁ କରନ୍ତୁ ଏହି ୩ ଟି ଉପାୟ ୧୦୦% ଗ୍ୟାରେଣ୍ଟି
ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ହିଁ ବଡ କଥା ବିଷୟରେ କହିବୁ ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଅବଶ୍ୟ ବିସେଷ କରି ବିବାହିତା ନାରୀ ମାନେ ଏହି କଥା ସଂପର୍କରେ ଜାଣିରଖିବା ନିତାନ୍ତ ଜରୁରୀ । କାରଣ ବିବାହ ପରେ ଜଣେ ନାରୀର ସବୁଠୁ ବଡ ସୁଖ ହେଉଛି ମାତୃତ୍ୱ ଲାଭ କରିବା , ଜୀବନରେ ଜଣେ ନାରୀ ମା ହୋଇଗଲେ ତାର ନାରୀ ହେବାର ଜୀବନ ଧନ୍ୟ ହୋଇଥାଏ । ଜଣେ ମା ହେବା ବହୁତ ବଡ କଥା ଅଟେ
ମାତ୍ର ବେଳେବେଳେ ଏହି କଥାଟି କେତେ ନାରୀଙ୍କର ଭାଗ୍ୟରେ ନଥାଏ ।
ବିବାହ ପରେ ସ୍ୱାମୀ ସ୍ତ୍ରା ମଧ୍ୟରେ ଏକ ସୁନ୍ଦର ସଂପର୍କ ଟିଏ ଗଢିଉଠିଥାଏ ଯାହା ପରେ ଜଣେ ନାରୀ ମା ହେବାର ସୌଭାଗ୍ୟ ଲାଭ କରିଥାଏ । ମାତ୍ର କେତେନାରୀ ମାନଙ୍କର ସନ୍ତାନ ସନ୍ତନ୍ତି ନହେବା କାରଣରୁ ସେମାନେ ବୋହୂକୁ ଦାୟୀ କରନ୍ତି ।
ଏଥିପାଇଁ ଜଣେ ନାରୀ ବହୁତ ଚିନ୍ତିତ ମଧ୍ୟ ରହିଥାଏ । ଏହା ସହ ଅନେକ ଡାକ୍ତରଙ୍କର ପରାମର୍ଶ ମଧ୍ୟ ନେଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ କି ଜଣେ ନାରୀ କେଉଁ କାରଣ ପାଇଁ ସନ୍ତାନ ସୁଖ ଲାଭ କରିପାରିନଥାଏ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।
1–ଅନିୟମିତ ମାସିକ ରତୁସ୍ରାବ
ଏହିପରି ସମସ୍ୟା ଅନେକ ନାରୀ ମାନଙ୍କ ପାଖରେ ଦେଖାଦେଇଥାଏ , ଯାହା ଦ୍ୱାରା ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେବେ ଏପରି ପରିସ୍ଥିତି ଆପଣ ମାନେ ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ । ଯାହା ପରେ କି ଆପଣ ନିଜର ଦାମ୍ପତ୍ୟ ଜୀବନରେ ଦିନେ ଛାଡି ଦିନେ ଶାରୀରିକ ସଂପର୍କ ରଖିପାରିବେ ।
2–ଡାଇବେଟିସ
ଆପଣ ମାନେ ଯଦି ଗର୍ଭ ଧାରଣ କରିବାକୁ ଚାହୁଁଛନ୍ତି ତେବେ ତାହା ପୂର୍ବରୁ ଏହା ନିଶ୍ଚିତ ହୁଅନ୍ତୁ କି ଆପଣ ମାନେ କୌଣସି ଥାଇରଏଡ ବା ମଧୁମେହ ରୋଗରେ ଆକ୍ରାନ୍ତ ନାହାନ୍ତି ବୋଲି । କାରଣ ଅଧିକ ଓଜନ ଏବଂ ଚର୍ବି ବଢିଗଲେ ମଧ୍ୟ ଅନେକ ମହିଳା ମାନଙ୍କୁ ଗର୍ଭ ଧାରଣ କରିବା ପାଇଁ ଅସୁବିଧା ହୋଇଥାଏ । ତେବେ ଏହି ସମସ୍ତ ସମସ୍ୟା ପାଇଁ ଆପଣ ମାନେ ନିଶ୍ଚିତ ରୂପରେ ଡାକ୍ତରଙ୍କର ପରାମର୍ଶ ନେବା ଉଚିତ ।
3–ଅବୁଲେସନ ଡେ ର ସଠିକ ହିସାବ କରନ୍ତୁ
ଆପଣଙ୍କର ସନ୍ତାନ ସନ୍ତିତ ଲାଭ କରିବାର ବହୁତ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣ ମାନେ ଅବୁଲେସନ ଡେର ସଠିକ ହିସାବ କରନ୍ତୁ । କାରଣ ଅବୁଲେସନ ଡେ ର ସଠିକ ହିସାବ କରିପାରିଲେ ଆପଣ ମାନେ ସେହି ଅନୁସାରେ ଶାରୀରିକ ସଂପର୍କ ରଖିଲେ ଆପଣ ମାନେ ସଠିକ ଗର୍ଭଧାରଣ କରିପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
`