Pregnancy Tips -ଆପଣଙ୍କ ଗର୍ଭରେ ପୁଅ ଅଛି କି ଝିଅ ଜାଣିବା ପାଇଁ ପ୍ରୟୋଗ କରନ୍ତୁ ଏହିସବୁ ଉପାୟ ଜାଣିପାରିବେ

ମାଆ ହେବା ବା ମାତୃତ୍ୱ ଲାଭ କରିବା ଜଣେ ମହିଳା ପାଇଁ ସୌଭାଗ୍ୟ ପୂର୍ଣ୍ଣ ହୋଇଥାଏ। ମାଆ ହିଁ ଜାଣି ଥାଏ ସନ୍ତାନ କୁ ଜନ୍ମ ଦେବା ପରେ ତାକୁ କିପରି ଅନୁଭବ ହୋଇଥାଏ। ତାର ଜୀବନ ସାର୍ଥକ ହୋଇଯାଏ। ଜଣେ ମାଆ ତାର ସନ୍ତାନକୁ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେଇ ଥାଏ ସମସ୍ତ ଦୁଃଖ କଷ୍ଟକୁ ସହ୍ୟ କରି।ଆଉ ମାତୃତ୍ୱ ଲାଭ କରିବା ପରେ ତାକୁ ଏକ ସୁନ୍ଦର୍ ଅନୁଭବ ମିଳିଥାଏ। ଯଦିଓ ବାପା ମାଆ ଙ୍କ ପାଇଁ ଉଭୟ ପୁଅ ଝିଅ ସମାନ ହୋଇଥାନ୍ତି।

କିନ୍ତୁ ଆଜିର ସମାଜରେ ବି ଝିଅ ମାନଙ୍କ ଅପେକ୍ଷା ପୁଅ ମାନଙ୍କୁ ସର୍ବଦା ଅଧିକ ଗୁରୁତ୍ବ ଦେବା କାରଣରୁ ଝିଅ ମାନଙ୍କ ପ୍ରତି ସେହି ମାତ୍ରାରେ ସମସ୍ତଙ୍କ ମନରେ ସମାନ ଭାବନା ଆସି ପାରୁ ନାହିଁ।

ସମସ୍ତେ ପୁଅ କୁ ଯେମିତି ଭଲ ପାଉଛନ୍ତି ସେମିତି ଝିଅକୁ ଭଲ ପାଉ ନାହାନ୍ତି।ଆଉ ଏମିତି ଅନେକ ଜଣ ବି ଅଛନ୍ତି ସେମାନେ ପୁତ୍ର ସନ୍ତାନ ଲାଭ କରିବା ପାଇଁ ଅନେକ କିଛି କରିଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କହିବୁ ଯେ ପୁତ୍ର ସନ୍ତାନ ଜନ୍ମ କରିବା ପାଇଁ ଆପଣଙ୍କୁ କଣ କଣ ସବୁ କରିବାକୁ ପଡ଼ିବ। କେଉଁ କାରଣରୁ ବା ସଙ୍କେତରୁ ଆପଣ ଜାଣିବେ ଯେ ଆପଣଙ୍କ ଗର୍ଭସ୍ଥ ଶିଶୁଟି ପୁତ୍ର ହବ ଅଥବା କନ୍ୟା ହେବ।

୧) ବେକିଂ ସୋଡା ର ପ୍ରୟୋଗରେ-

ଆପଣ ସକାଳ ର ପ୍ରଥମ ପରିସ୍ରା କୁ ଏକ ପାତ୍ର ରେ ଧରି ନିଅନ୍ତୁ ଏବଂ ଏଥିରେ କିଛି ବେକିଂ ସୋଡା ମିଶାନ୍ତୁ।ଏହାପରେ ଯଦି ପରିସ୍ରା ଫୋଟକା ଆକାରର ହୁଏ ତେବେ ଝିଅ ହେବ ଆଉ ଫୋଟକା ନହେଲେ ପୁଅ ହେବାର ସମ୍ଭାବନା ରହିଛି।

୨) ଖଟା ଏବଂ ଚଟପଟା ଖାଦ୍ୟ ସେବନରୁ-

ଯଦି ଜଣେ ଗର୍ଭବତୀ ମହିଳା ଖଟା କିମ୍ବା ଚଟପଟା ଜାତୀୟ ଖାଦ୍ୟ ଅଧିକ ଖାଇବାକୁ ଇଚ୍ଛା କରୁଛି ତେବେ ସେହି ମହିଲାର ପୁଅ ହେବାର ସମ୍ଭାବନା ରହିଛି।

୩) ଖାଇବା ପରେ ବାନ୍ତି ଆସିଲେ-

ଯଦି କୌଣସି ଗର୍ଭବତୀ ମହିଳା ଙ୍କୁ ଖାଦ୍ୟ ସେବନ ପାଇଁ ଏତେ ଇଚ୍ଛା ହେଉନାହିଁ କିମ୍ବା ଖାଦ୍ୟ ଖାଇବା ପରେ ବାନ୍ତି ଆସୁଛି ତେବେ ଜାଣି ନିଅନ୍ତୁ କି ଆପଣଙ୍କର ପୁତ୍ର ସନ୍ତାନ ହେବାକୁ ଯାଉଛି।

୪) ଦୁଃଖ ଏବଂ ଅବସାଦରେ ରହିବା-

ଏକ ସାଧାରଣ ମନୋବିଜ୍ଞାନ ର ତତ୍ତ୍ଵ ଅନୁସାରେ ଯଦି ଜଣେ ଗର୍ଭବତୀ ମହିଳା ୩ ମାସ ପର୍ଯ୍ୟନ୍ତ ଦୁଃଖ ଏବଂ ଚିନ୍ତା ଭିତରେ ରୁହେ ତେବେ ତାହାର ପୁତ୍ର ସନ୍ତାନ ଜନ୍ମ ହୋଇଥାଏ।

୫) ପେଟ ଗୋଲ ଓ ଆଗକୁ ଫୁଲି ରହିଥିଲେ-

କୁହାଯାଏ ଗର୍ଭବତୀ ମହିଳା ମାନଙ୍କର ପେଟର ଆକାରରୁ ହିଁ ଗର୍ଭସ୍ଥ ଶିଶୁ ବିଷୟରେ ଜାଣି ହୁଏ। ଯଦି ମହିଳାଙ୍କ ପେଟ ଗୋଲ ଓ ଆଗକୁ ଫୁଲି ହୋଇ ରହି ଥାଏ ତେବେ ତାଙ୍କର ପୁତ୍ର ସନ୍ତାନ ହେବାର ସମ୍ଭାବନା ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।