ଦେଖନ୍ତୁ ଭିଡିଓ – ପୁଣିଥରେ କଲେଜ ଭିତରେ ଦୁଇ ପ୍ରେମୀ ଯୁଗଳଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ କରିଲେ କିଛି ଛାତ୍ର ଛାତ୍ରୀ….

ପ୍ରେମ ଏହା ଏକ ପବିତ୍ର ଶବ୍ଦ କହିବାକୁ ଗଲେ କେବଳ ଶବ୍ଦ ନୁହେଁ ଏହା ଏକ ପବିତ୍ର ବନ୍ଧନ ମଧ୍ୟ । ମାତ୍ର ପ୍ରେମ ସମ୍ପର୍କ କୁ ଆଜିର ଯୁବ ପୀଢ଼ିକୁ ପୁରା କଳୁଷିତ କରି ସାରିଲେଣି , ପ୍ରେମ ମାନେ କିଛି ବୁଝନ୍ତି ନାହିଁ ଏହି ଯୁବ ସମାଜ। ବର୍ତ୍ତମାନର ପ୍ରେମ ଆଉ ଆଗ ଯୁଗର ରାଧା-କୃଷ୍ଣ ଙ୍କ ପ୍ରେମ ପରି ପବିତ୍ର ନୁହେଁ । ବର୍ତ୍ତମାନର ଏହି ଅତ୍ୟାଧୁନିକ ଯୁଗରେ ପ୍ରେମର ଅର୍ଥ କହିଲେ କେବଳ କାମନା ଏବଂ ବାସନାର ସମାହାର । ଆଜିର ଆଧୁନିକ ଯୁଗରେ ନିଜକୁ ସ୍ମାର୍ଟ ଭାବି ପ୍ରେମ କୁ ଏକ ଲୋକ ଦୃଶିଆ କରି ସାରିଲେଣି ।

ଅନେକ ପିଲା ମାନେ ଯାହାକୁ ପ୍ରେମ କରୁଛନ୍ତି ତାହାକୁ ନିଜ ସବୁକିଛି ବୋଲି ମାନୁଛନ୍ତି ଏବଂ ସିଏ ଯଦି ତାଙ୍କୁ ଧୋକା ଦେଉଛି କିମ୍ବା ତାଙ୍କୁ ଛାଡି ଆଉ କାହାକୁ ଭଲ ପାଉଛି ତେବେ ଏମାନେ ତାହାକୁ ସହି ନ ପାରି ନିଜର ଜୀବନ ହାରି ଦେଉଛନ୍ତି, ସେମାନଙ୍କ ପାଇଁ ସେମାନଙ୍କ ପ୍ରେମ ଆଗରେ ବାପା ମାଆ ମାନଙ୍କ ପ୍ରେମ ବି ତୁଚ୍ଛ ହୋଇ ଯାଉଛି । ।

ପ୍ରେମ ପବିତ୍ର ବନ୍ଧନ ଅଟେ , ଏହା ଦ୍ୱାରା ଦୁଇ ଆତ୍ମାର ମିଳନ ହୋଇଥାଏ । ପ୍ରେମ କରିବା ଭୁଲ ନୁହେଁ ମାତ୍ର ଏହାର ଉପଯୁକ୍ତ ବୟସ ସୀମା ରହିଅଛି , ସମସ୍ତେ ଦେଖିକରି , ଭାବିଚିନ୍ତି ପ୍ରେମ କରିବା ଉଚିତ । ଆଜିକା ସମୟରେ ପ୍ରେମ ଏକ ସୋସିଆଲ ଟ୍ରେଣ୍ଡ ହୋଇଗଲାଣି । ଏବେକାର ସେସିଆଲ ମିଡିଆ ଯୁଗରେ ଏହି ପାଗଳ ପ୍ରେମୀ ଯୁଗଳ ମାନେ ସୋସିଆଲ ମିଡିଆର ଏପରି ବ୍ୟବହାର କରୁଛନ୍ତି କି ସେମାନେ ଲଜ୍ଜିତ ହେବା ସହିତ ସମାଜକୁ ମଧ୍ୟ କଳଙ୍କିତ କରିବାରେ ଲାଗିଛନ୍ତି ।

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଅତ୍ୟାଧୁନିକ ପ୍ରେମୀ ଯୁଗଳ ଙ୍କ ରାସଲୀଳା ଭାଇରଲ ହେବାରେ ଲାଗିଛି । ଯେଉଁଠାରେ ଦେଖାଯାଉଛି କି ଏକ ନିଛାଟିଆ ଜଙ୍ଗଳ ରେ ଜଣେ ଯୁବତୀ ଜଣେ ଯୁବକ ଙ୍କ ସହ ପ୍ରେମ ଲୀଳା ରେ ଲିପ୍ତ ଥିବାର । ତେବେ ସେହି ସ୍ଥାନର କିଛି ଲୋକମାନେ ଏପରି ଦୃଶ୍ୟ ଦେଖି ସେମାନଙ୍କର ଫଟୋ ଉଠାଇଥିଲେ ଏବଂ ତାହାକୁ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ କରିଦେଲେ ।

ତେବେ ସେହି ଲୋକମାନେ ମଧ୍ୟ ଖରାପ ପ୍ରବୃତ୍ତିର ଥିଲେ କାରଣ ସେମାନେ ଜଙ୍ଗଳରେ ସେହି ଝିଅ ଏବଂ ପୁଅକୁ ଦେଖି ସେ ଝିଅ ସହିତ ଅଶ୍ଳୀଳ ବ୍ୟବହାର କରେ ତାର ଡ୍ରେସ ମଧ୍ୟ ଛିଡିଦେଲେ ଏବଂ ତାହାକୁ ବ୍ଲାକ ମେଲିଙ୍ଗ କରିବାରେ ଲାଗିଲେ । ଝିଅଟ ଯେତେ ଅନୁରୋଧ କରିଲେ ମଧ୍ୟ ସେହି ଲୋକମାନେ ତାହାର କଥା ଶୁଣିନଥିଲେ ଏବଂ ତା ସହିତ ଖରାପ ବ୍ୟବହାର କରିବାରେ ଲାଗିଲେ ।

ତେଣୁ ଆପଣ ମାନେ କେବବି ଏମିତି କାମ କରନ୍ତୁ ନାହିଁ ପ୍ରେମ ପାଇଁ ବୁଲିଯିବାର ବାହାନା କରି ଶାରୀରିକ ସଂପର୍କ ରଖିବା ପାଇଁ କୌଣସି ଜାଗାକୁ ଯାଆନ୍ତୁ ନାହିଁ । କାରଣ ଯଦି ଆପଣ କିଛି ଅସୁବିଧାର ସାମ୍ନା ହେବେ ତେବେ ଆପଣଙ୍କର ବେଜ୍ଜତ ହେବା ସହିତ ବାପା ମାଙ୍କର ନାମ ମଧ୍ୟ ତଳେ ପକାଇବେ । ତେଣୁ କରି ସର୍ବଦା ସାବଧାନ ରୁହନ୍ତୁ କାହିଁକିନା ଆଜିର ଯୁଗ ସେମିତି ହୋଇଗଲାଣି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।