ପ୍ରତିଦିନ ଶିକ୍ଷୟତ୍ରୀ ଛାତ୍ର ଙ୍କୁ ପଢିବା ବାହାନାରେ ଘରକୁ ଡାକି କରୁଥିଲେ ଏମିତି କାମ, ହଠାତ ନିଜ ସାମ୍ନାରେ….
ଆମ ସମାଜରେ ଦିନକୁ ଦିନ ଏମିତି କିଛି ଲଜ୍ୟାକର ଘଟଣା ମାନ ଘଟିବା ରେ ଲାଗିଛି ଯାହାକୁ ଭାଷାରେ ବର୍ଣ୍ଣନା କରିବା ସମ୍ଭବପର ନୁହଁ। କୁତ୍ସିତ କଦାକାର ମାନସିକତା କୁ ନେଇ ଅନେକ ନିନ୍ଦନୀୟ ଘଟନା ମାନ ମଧ୍ୟ ଘଟିବାର ଦେଖିବାକୁ ମିଳୁଛି।ଏହା ପରେ ପୁଣି ସେମାନଙ୍କ କାର୍ଯ୍ୟ କଲାପ ଆଗାମୀ ଭବିଷ୍ୟତ ପିଢ଼ି ଉପରେ ଏକ ମନ୍ଦ ପ୍ରଭାବ ପକାଉଛି ଏବଂ ସମ୍ପର୍କ ର ଗୁରୁତ୍ଵ ଉପରେ ମଧ୍ୟ ପ୍ରଭାବ ପକାଉଛି।
ବାସ୍ତବରେ କହିବାକୁ ଗଲେ ଏ ଦୁନିଆରେ ସମ୍ପର୍କର ମୂଲ୍ୟବୋଧ ର ଯଥାର୍ଥତା ଅନେକାଂଶରେ ନାହିଁ କହିଲେ ଚଳେ। ଏମିତିରେ ଆଜିର ସମାଜରେ ଅଧିକାଂଶ କ୍ଷେତ୍ରରେ ସ୍ବାର୍ଥ ସମ୍ପନ୍ନ ସମାଜରେ, ଭଲପାଇବା ଏବଂ ଉତ୍ତମ ବୁଝାମଣା ର ଘୋର ଅଭାବ ଦେଖିବାକୁ ମିଳୁଛି।
କେତେବେଳେ ନିଜର ସମୂହ ସ୍ବାର୍ଥ କୁ ପୂରଣ କରିବାକୁ ଯାଇ ମଣିଷ ମାନବିକତା ଭୁଲି ଅନ୍ୟକୁ ଅତ୍ୟାଚାର କରୁଛି ତ ପୁଣି କେତେବେଳେ ନିଜର ସ୍ବାର୍ଥ ଏବଂ କାମନା ର ଅଭିଳାଷ କୁ ପୂରଣ କରିବା କୁ ଯାଇ ଅନେକ କରୁଛନ୍ତି ଅକଥନୀୟ ଅତ୍ୟାଚାର। ସମାଜ ଆଗରେ ଏହିଭଳି ଘଟଣା ଯେ କେତେ ଗ୍ରହଣୀୟ ତାହା ସମାଜ କହିବ କିନ୍ତୁ ଏହା କରିବା ପୂର୍ବରୁ ନିଜ ବିବେକ ଟିକେ ବାଧା ଦେବା କଥା। କାରଣ ଆମେ ହେଉଛୁ ମଣିଷ।ତେବେ ଆମେ ଆପଣଙ୍କୁ କହୁଚୁ ଏକ ଏମିତି ଘଟଣା ବିଷୟରେ ଯାହା ଶୁଣିଲା ପରେ ଆପଣଙ୍କ ପାଦତଳୁ ମାଟି ଖସିଯିବ।
ଗୁରୁ ଶିଷ୍ୟ ର ପବିତ୍ର ସମ୍ପର୍କରେ କିପରି ଆସିଛି ଅନୈତିକତା ଏବଂ କୁତ୍ସିତ ମାନସିକତା ର ଭାବନା ତାହା ଏଠାରେ ସ୍ପଷ୍ଟ ଭାବରେ ଜଣା ପଡୁଛି।ଏଠାରେ ଜଣେ ମହିଳା ଶିକ୍ଷୟିତ୍ରୀ ନିଜର ଛାତ୍ର ଙ୍କ ସହିତ ଶାରିରୀକ ସମ୍ବନ୍ଧ ରଖିବା ର ଅଭିଯୋଗ ଆସିଛି।୨୯ ବର୍ଷୀୟ ଏହି ମହିଳା ଶିକ୍ଷୟତ୍ରୀ ତାଙ୍କର ଦୁଇ ଛାତ୍ର ଯଥାକ୍ରମେ ୧୬ ଏବଂ ୧୮ ବର୍ଷର ଛାତ୍ରଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କୁ ନେଇ ଅଭିଯୋଗ ଆସିବା ପରେ ଏକ ନିନ୍ଦନୀୟ ପରିସ୍ଥିତି ସୃଷ୍ଟି ହୋଇଛି ଆମେରିକା ର ଏକ ସ୍କୁଲରେ।
ଯାହାକୁ ନେଇ ଓକଲାହୋମ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି। ଯିଏକି ଏହି ଛାତ୍ରଙ୍କ ଅଭିଭାବକ ଅଟନ୍ତି।୨୦୧୭ ରୁ ୧୯, ଦୁଇବର୍ଷ ଧରି ଶିକ୍ଷୟତ୍ରୀ ଜଣଙ୍କ ଏମାନଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ। କାର୍ ରେ ମଧ୍ୟ ବହୁତ ଥର ଶିକ୍ଷୟତ୍ରୀ ଏବଂ ଛାତ୍ର ଏହି ଅନୈତିକ ସମ୍ପର୍କ ରଖିଛନ୍ତି ବୋଲି ଛାତ୍ର ମାନେ ଉଲ୍ଲେଖ କରିଛନ୍ତି।ତେବେ ପ୍ରଥମେ ଶିକ୍ଷୟତ୍ରୀ ଏହି ଦୁଇ ଛାତ୍ରଙ୍କ ସହିତ ଚାଟିଂ ରୁ କଥାବାର୍ତ୍ତା ଆରମ୍ଭ କରିବା ପରେ ସେମାନଙ୍କୁ ଅଶ୍ଳୀଳ ଫୋଟ ପଠାଇ ସେମାନଙ୍କୁ ଶାରିରୀକ ସମ୍ପର୍କ ପାଇଁଁ ବାଧ୍ୟ କରିବା ପରେ ଏହା ଆରମ୍ଭ ହୋଇଥିଲା।
ଏହି କଥା କୁ ଶିକ୍ଷୟତ୍ରୀ ଜଣଙ୍କ ମଧ୍ୟ ସ୍ବୀକାର କରିଛନ୍ତି।ତେବେ ପୋଲିସ ନିକଟରେ ଅଭିଯୋଗ ହେବାପରେ ଶିକ୍ଷୟତ୍ରୀ ଜଣଙ୍କ ଗିରଫ ମଧ୍ୟ ହୋଇଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।