ହେ ପ୍ରଭୁ ! ପ୍ରତିଦିନ ଖାଉଛନ୍ତି ୨୦ ପଟ ରୁଟି କିନ୍ତୁ ୧୮ ମାସ ଧରି ଶୌଚ ଯାଉ ନାହାଁନ୍ତି କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…
ଖାଦ୍ୟ ଖାଇବା ଆଉ ଶୌଚ ଯିବା ଏହା ଆମ ଶରୀର ର ଏକ ସାଧାରଣ ପକ୍ରିୟା ଅଟେ। ଏକ ସୁସ୍ଥ ମଣିଷ ଖାଦ୍ୟ ଖାଇବା ସହିତ ପ୍ରତିଦିନ ଶୌଚ ମଧ୍ୟ ଯାଇଥାଏ । ଏହା ଆମ ଶରୀର ର ସାଧାରଣ ବାଓଲୋଜିକଲ ପକ୍ରିୟା ଅଟେ। ତେବେ ଆଜି ଆମେ ଆପଣଙ୍କୁ ଏହି ରିଲେଟେଡ ଏକ ଏମିତି ଖବର ବିଷୟ ରେ କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ । ଭୋପାଳ ର ଜଣେ ୧୬ ବର୍ଷ ର ଯୁବକ ଦୀର୍ଘ ୧୮ ମାସ ହେଲା ଶୌଚ ଯାଇ ନାହାଁନ୍ତି ।
ଏହି ଖବର ଟି ଆପଣ ଙ୍କୁ କାହାଣୀ ପରି ଲାଗୁ ଥିବ କିନ୍ତୁ ଏହି କଥା ଟି ସତ ଅଟେ । ତେବେ କଣ ରହିଛି ଏହା ପଛର କାରଣ ଆସନ୍ତୁ ଜାଣିବା।
ତେବେ ମଧ୍ୟପ୍ରଦେଶ ର ମୁରେଇନା ଜିଲ୍ଲା ରେ ଜଣେ ୧୬ ବର୍ଷ ର ଯୁବକ ଏକ ଅଜଣା ରୋଗରେ ପୀଡିତ ହୋଇ ଅଛନ୍ତି । ଯେଉଁ ରୋଗ କାରଣ ରୁ ସେ ଦୀର୍ଘ ୧୮ ମାସ ହେଲା ସେ ଶୌଚ ଯାଇ ନାହାଁନ୍ତି । ତେବେ ପରିବାର ଲୋକ ମାନଙ୍କ ର ସୂଚନା ଅନୁସାରେ ସେ ଦିନ କୁ ୧୮-୨୦ ପଟ ରୁଟି ପ୍ରତିଦିନ ଖାଉ ଅଛନ୍ତି କିନ୍ତୁ ଶୌଚ ଯାଉ ନାହାଁନ୍ତି ଯାହା ଫଳରେ ପରିବାର ଲୋକ ଚିନ୍ତା ରେ ପଡିଛନ୍ତି ।
ତେବେ ମୂରେନା ଜିଲ୍ଲା ର ସବିଯାପୂର୍ ଗ୍ରାମ ର ମନୋଜ ଚାନ୍ଦିଲୀ ଙ୍କ ପୁଅ ଆଶିଷ ରାଜ୍ ଯାହାଙ୍କ ବୟସ ପ୍ରାୟ ୧୬ ବର୍ଷ ହେବ। ତେବେ ଆଶିଷ ରାଜ୍ ଦୀର୍ଘ ୧୮ ମାସ ହେଲାଣି ଶୌଚ ଯାଇ ନାହାଁନ୍ତି ଯେଉଁଥି ପାଇଁ ତାଙ୍କ ବାପା ସମେତ ପରିବାର ର ଅନ୍ୟ ଲୋକ ମାନେ ଚିନ୍ତା ରେ ରହିଛନ୍ତି। ତେବେ ଏହି ସମସ୍ୟା ଦେଖା ଯିବା ପରିବାର ଲୋକ ତାଙ୍କୁ ଚିକିତ୍ସା କରାଇବା ପାଇଁ ପାଖ ହସ୍ପିଟାଲ୍ କୁ ନେଇ ଥିଲେ। ଡାକ୍ତର ତାଙ୍କର ଚିକିତ୍ସା ମଧ୍ୟ କରୁ ଅଛି । କିନ୍ତୁ ଡାକ୍ତର ଏହାର କାରଣ ଖୋଜି ପାଇ ପାରୁ ନାହାଁନ୍ତି ।
ଦୀର୍ଘ ୧୮ ମାସ ରୁ ସେ ତାଙ୍କର ଏହି ଅଜଣା ରୋଗ ପାଇଁ ମେଡିକାଲ୍ ର ଦ୍ବାରସ୍ଥ ହେଉଛନ୍ତି କିନ୍ତୁ ଏହା କେଉଁ ରୋଗ ଓ ଏହାର ନିରାକରଣ କଣ ସେ ଆଜି ଯାଏ ଜାଣି ପାରିଲେ ନାହିଁ।ତାଙ୍କୁ ଗାଲିୟାର ଚିକିତ୍ସା ପାଇଁ ନିଆ ଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କ ରୋଗ ଚିହ୍ନିବାରେ ଅସଫଳ ହୋଇଛନ୍ତି ।
ତେବେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଯେ ସେ ପ୍ରତିଦିନ ୧୮-୨୦ ପଟ ରୁଟି ଖାଉଥିଲେ ମଧ୍ୟ ବିନା ଶୌଚ ରେ ତାଙ୍କ ଶରୀର ସାଧାରଣ ଲୋକ ମାନଙ୍କ ପରି ଅଛି । ତାଙ୍କୁ ଏହି କାରଣ ପାଇଁ ଶରୀର ରେ ଅନ୍ୟ କୌଣସି ସମସ୍ୟା ଦେଖିବାକୁ ମିଳି ନାହିଁ । ତେବେ ତାଙ୍କ ଦେହ ବହୁତ୍ ଅଧିକ ଅସୁସ୍ଥ ନହୋଇ ବିଷୟ ରେ ଚିନ୍ତା କରି ପରିବାର ଲୋକ ଚିନ୍ତା ରେ ଅଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।