ପ୍ରଥମ ଥର ପାଇଁ ଦେଖନ୍ତୁ ସାଇଙ୍କ ପରିବାର ଏବଂ ତାଙ୍କ ବିଷୟରେ କିଛି ଅଜଣା କଥା…..

କୁଆଁରୀ ବୋହୂ ସିରିଏଲେ ରେ ଅଭିନୟ କରୁଥିବା ଅଭିନେତା ସାଇ ଙ୍କୁ ତ ଆପଣ ଖୁବ୍ ଭଲ ଭାବରେ ଜାଣି ଥିବେ। ତେବେ ଆଜି ଆମେ ସାଇ ଙ୍କ ର ଲାଇଫ ଷ୍ଟାଇଲ ପରିବାର ଆଦି ସମ୍ପର୍କ ରେ ଜାଣିବା । ଏହା ସହିତ ଆଜି ଆମେ ସାଇ ଙ୍କ ଜୀବନୀ ଓ ପରିବାର ବିଷୟ ରେ କିଛି ଏମିତି କଥା ଜାଣିବା ଯାହା ଆପଣ ପୂର୍ବରୁ ଜାଣି ନଥିବେ ।।ତେବେ ଆସନ୍ତୁ ଜାଣିବା

ତରଙ୍ଗ ଟିଭି ରେ ପ୍ରସାରଣ ହେଉ ଥିବା କୁଆଁରୀ ବୋହୂ ସିରିଏଲ ତ ଆପଣ ମାନେ ନିଶ୍ଚିତ ଦେଖି ଥିବେ । ଏଥିରେ ଅଭିନୟ କରୁଥିବା ସାଇ ଙ୍କ ର ଦମଦାର ଅଭିନୟ ମଧ୍ୟ ଦେଖି ଥିବେ । ତାଙ୍କ ର ଏହି ଜବରଦସ୍ତ ଅଭିନୟ ପାଇଁ ସେ ବହୁତ୍ କମ୍ ଦିନ ରେ ଲୋକପ୍ରିୟ ହୋଇ ପାରିଛନ୍ତି ବା ଲୋକ ମାନଙ୍କ ହୃଦୟ ରେ ଅଲଗା ସ୍ଥାନ ବନାଇ ପାରିଛନ୍ତି। କୁଆଁରୀ ବୋହୂ ସିରିଏଲ ରେ ଅଭିନୟ କରିଥିବା ସାଇ ଓ ଅଭିନେତ୍ରୀ ଶ୍ରଦ୍ଧା ଙ୍କ ଜବରଦସ୍ତ ଅଭିନୟ ପାଇଁ ତରଙ୍ଗ ଟିଭି ରେ ପ୍ରସାରଣ ହେଉ ଥିବା କୁଆଁରୀ ବୋହୂ ସିରିଏଲ ଆଜି ନମ୍ୱର୍ ୱାନ ସିରିଏଲ ହୋଇ ପାରିଛି ।

ସାଇ ଙ୍କ ଘର ହେଉ ଅଛି ଭୁବନେଶ୍ୱର । ସେ ଏବେ ନିଜ ପରିବାର ସହିତ ବର୍ତ୍ତମାନ ଭୁବନେଶ୍ୱର ରେ ରହୁ ଅଛନ୍ତି । ସାଇ ଙ୍କ ପରିବାର ରେ ତାଙ୍କ ର ମା ଓ ତାଙ୍କ ର ଗୋଟିଏ ଭାଇ ଅଛନ୍ତି । ସାଇ ଙ୍କ ନିଜ ଅଭିନୟ ର ଯାଦୁ ରେ ସେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ତାଙ୍କ ଅଭିନୟ ପାଇଁ ସେ ଆଜି ବହୁତ୍ କମ୍ ସମୟ ରେ ମଧ୍ୟ ବହୁତ୍ ଲୋକ ପ୍ରିୟ ହୋଇ ପାରିଛନ୍ତି

ପ୍ରଥମ ଥର ପାଇଁ ସେ ତରଙ୍ଗ ଟିଭି ଜରିଆ ରେ ଶିରିଏଲ ଜଗତକୁ ଏଣ୍ଟ୍ରି ମାରିଲେ ଓ ରାତା ରାତି ଷ୍ଟାର୍ ପାଲଟି ଗଲେ ସାଇ । ଖୁବ୍ କମ୍ ସମୟ ରେ ଲୋକ ମାନେ ଖୁବ୍ ପସନ୍ଦ କରିଲେ ଏହି ଧାରାବାହିକ କୁ ।କାରଣ ଏହି ଧାରାବାହିକ ଏବେ ତରଙ୍ଗ ରେ ନୂଆ ପ୍ରଯୋଜିତ ହେଉ ଅଛି । ଲୋକ ଏହି ଧାରାବାହିକ କୁ ବହୁତ୍ ଭଲ ପାଇବା ଦେଇ ସାରିଛନ୍ତି।

ଏହି ଲୋକ ମାନଙ୍କ ର ଭଲ ପାଇବା ଦ୍ଵାରା ଏହି ସିରିଏଲ ଟି ବହୁତ୍ ଆଗକୁ ଯିବ ବୋଲି ଏହାର ପ୍ରଯୋଜକ ମଧ୍ୟ କହିଛନ୍ତି । ଲୋକ ମାନେ ସାଇ ର ଚରିତ୍ର କୁ ବହୁତ୍ ଭଲ ପାଉଛନ୍ତି । ତେବେ ଏହି ଧାରାବାହିକ ପାଇଁ ସାଇ ଙ୍କ ର ଆଜି ସୋସିଆଲ ମିଡ଼ିଆ ରେ ବହୁତ୍ ପ୍ରଶଂସକ ମଧ୍ୟ ଅଛନ୍ତି । ସେ ଏବେ ଭୁବନେଶ୍ୱର ରେ ରହୁଛନ୍ତି ଓ ସେହି ଠାରୁ ସୁଟିଂ ସେଟ କୁ ଯିବା ଆସିବା କରୁଛନ୍ତି। ତେବେ ଆପଣ ମାନଙ୍କୁ ସାଇ ଙ୍କ ଅଭିନୟ କିପରି ଲାଗେ ନିଶ୍ଚୟ କମେଣ୍ଟ ମାଧ୍ୟମ ରେ ଜଣାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।