ପ୍ରକୃତ ପ୍ରେମର ୩ଟି ସଙ୍କେତ ଦେଇଥାଏ, କାହାକୁ ଭଲ ପାଉଥିଲେ ପୋଷ୍ଟଟିକୁ ଥରୁଟିଏ ଦେଖନ୍ତୁ
ଆଜି ଆମେ ଏପରି ଟିନଟି ଇସାରା ବିଷୟରେ ଜାଣିବା। ତିନିଟି ଏପରି ସାଇକୋଲୋଜିକାଲ ଲକ୍ଷଣ ବିଷୟ ରେ କହିବି। ଯାହା ଦ୍ୱରା ଆପଣ ଜାଣିପାରିବେ ଯେ ଆପଣ ଙ୍କ ପାର୍ଟନର ଆପଣ ଙ୍କ ସହ ଚିଟିଂ କରୁନି କି ଧୋକା ଦେଉନି। ବରଂ ସେ ଆପଣ ଙ୍କୁ ବହୁତ ଭଲ ପାଉଛି। ତେବେ ଆସନ୍ତୁ ଜାଣିବା ସେହି ବିଷୟରେ ।
ପ୍ରଥମ ଲକ୍ଷଣ । ଯଦି ଆପଣ ଙ୍କ ପାର୍ଟନର ନିଜ ଅତୀତ ବିଷୟ ରେ ଆପଣ ଙ୍କୁ ସବୁ ସତ କଥା କହୁଛି ଏମିତି କି କିଛି ବି ଲୁଚାଉନି।
ଯାହା ଲୁଚାଇବା କଥା ନୁହଁ। ଯେମିତି କି ଯଦି ଆପଣ ଙ୍କୁ ପରେ କିଛି କଥା ଜଣା ପଡିଲେ ଆପଣ ଙ୍କୁ ରାଗ ଆସିବ। ଆପଣ ଦୁଇଜଣଙ୍କ ମଧ୍ୟ ରେ ଭୁଲ ବୁଝାବଣା ହେବ। ତ ସେଥି ପାଇଁ ଆପଣ ଙ୍କ ପାର୍ଟନର ଆପଣ ଙ୍କୁ କିଛି ନ ଲୁଚାଇ ନିଜ ବିଷୟ ରେ ଆପଣ ଙ୍କୁ ସବୁ ସତ କଥା କହିଦଉଛି ତ ବୁଝି ଜାନ୍ତୁ ସେ ଆପଣ ଙ୍କ ସହିତ କିଛି ଚିଟିଂ କରୁନି ବରଂ ଆପଣ ଙ୍କୁ ସଚ୍ଚା ଲଭ କରୁଛି।
ଦ୍ୱିତୀୟ ଲକ୍ଷଣ। ଯଦି ଆପଣ ଙ୍କ ପାର୍ଟନର ର ବର୍ତମାନ ଜୀବନ ରେ କଣ ଚାଲିଛି ଯେମିତି କି ସେ କାହା ସହିତ ମିଳାମିଶା କରୁଛନ୍ତି। କାହା ସହିତ କଥା ହେଉଛନ୍ତି କେଉଁ କାମ ରେ ବ୍ୟସ୍ତ ରହୁଛନ୍ତି। ପୁରା ସାରା ଦିନ କଣ କରୁଛନ୍ତି ଆପଣ ଙ୍କୁ ଜଣା ଥାଇ କି ବି ଯଦି ସେ ନିଜେ ଆସି ଆପଣ ଙ୍କୁ କହୁଛନ୍ତି ତ ବୁଝି ଜାନ୍ତୁ ସେ ଆପଣ ଙ୍କ ସହିତ ଟାଇମ ପାସ କରୁ ନାହାନ୍ତି। ବରଂ ଆପଣ ଙ୍କୁ ସେ ପ୍ରକୃତ ରେ ଭଲ ପାଉଛନ୍ତି।
ତୃତୀୟ ଲକ୍ଷଣ। ଯଦି ଆପଣ ଙ୍କ ପାର୍ଟନର ଆପଣଂକୁ କମ ସମୟ ଦେଉଛି ଆଉ ଆପଣ ଙ୍କୁ ଲାଗୁଛି କି ସେ ମୋତେ ଛାଡ଼ି ଆଉ କାହା ସହ କଥା ହେଉଛି କି ମୋତେ ଧୋକା ଦେଉଛି କିନ୍ତୁ ନା ହୁଏତ ସେ କୌଣସି କାମ ରେ ବ୍ୟସ୍ତ ରହୁଥିବେ। ନିଜ କାମ ରେ ବ୍ୟସ୍ତ ରହୁ ଥିବେ। ସେଥି ପାଇଁ ଆପଣ ଙ୍କୁ ସମୟ ଦେଇ ପାରୁ ନଥିବେ।
ଯଦି ଆପଣ ବୁଝିବା ସୁଝିବା ମଣିଷ ହୋଇ ଥିବେ ତା ଆପଣ ଠିକ ବୁଝି ପାରିବେ ଯେ ଆପଣ ଙ୍କୁ କମ ସମୟ ଦେବା ମାନେ ସେ ଆପଣ ଙ୍କ ସହିତ ଚିଟ କରୁ ନାହାନ୍ତି ବରଂ ସେ ଆପଣ ଙ୍କୁ ହୃଦୟ ରୁ ମନରୁ ଭଲ ପାଉଛନ୍ତି। ହେଲେ କାମ ବ୍ୟସ୍ତତା ରେ ରହି ଆପଣ ଙ୍କୁ ସେ ଅଧିକ ସମୟ ଦେଇ ପାରୁ ନାହାନ୍ତି।
ତେବେ ବନ୍ଧୁଗଣ ଏହା ହେଉଛି ସେହି ତିନୋଟି ଲକ୍ଷଣ ଯାହାକୁ ଆପଣ ଭଲ ଭାବେ ଲକ୍ଷ କରି ଜାଣି ପାରିବେ କି ଆପଣ ଙ୍କ ପାର୍ଟନର ଆପଣ ଙ୍କୁ କେତେ ଭଲ ପାଉଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।