ଦେଖନ୍ତୁ ଭିଡ଼ିଓ ! ପ୍ରକାଶ ପାଇଲା ଗ୍ରାମୀଣ ଡାକସେବା ତଥା GDS ର ରେଜଲ୍ଟ । ଦେଖନ୍ତୁ କେମିତି ନିଜ ମୋବାଇଲ ରେ ରେଜଲ୍ଟ ଚେକ୍ କରିବେ….

ତେବେ ଏବେ ଏବେ ଆପଣ ଙ୍କ ପାଇଁ ଆସିଛି କିଛି ବଡ଼ ଓ ଖୁସି ଖବର । ତେବେ ଯେଉଁ ମାନେ ଆପଣ ଗ୍ରାମୀଣ ଡାକସେବା ପାଇଁ ଆବେଦନ କରି ଥିଲେ ତାର ରେଜଲ୍ଟ ଏବେ ପ୍ରକାଶ ପାଇ ସାରିଛି। ତେବେ ଆପଣ ଏହି ରେଜଲ୍ଟ ନିଜ ମୋବାଇଲ ଫୋନ ଜରିଆ ରେ ଦେଖି ପାରିବେ । ଆପଣ ମାନେ କିପରି ଏଇ ରେଜଲ୍ଟ ଦେଖିବେ ଏହାର ସମ୍ପୂର୍ଣ ଦିଟେଲେ ଆପଣ ଙ୍କୁ ଜଣାଇବି ।

ତେବେ ସମସ୍ତେ ପ୍ରାୟ ଏହି ଗ୍ରାମୀଣ ଡାକସେବା ବା GDS ପାଇଁ ଆବେଦନ କରି ଥିଲେ ଓ ସମସ୍ତେ ଅପେକ୍ଷା ରେ ରହି ଥିଲେ କେବେ ବାହାରିବ ଏହାର ରେଜଲ୍ଟ ତେବେ ଆପଣ ଙ୍କ ର ଅପେକ୍ଷା ର ଅନ୍ତ ହୋଇଛି ଆଉ ପୋଷ୍ଟାଲ୍ ର ରେଜଲ୍ଟ ପ୍ରକାଶ ପାଇଛି । ତେବେ ଆପଣ ପୋଷ୍ଟାଲ ୱେବସାଇଟ କୁ ଓପନ୍ କଲେ ଏହା ଆପଣ ଙ୍କୁ ସୋ କରିବ ଯେ ଓଡ଼ିଶା ର ପୋଷ୍ଟାଲ ରେଜଲ୍ଟ ପ୍ରକାଶ ପାଇ ସାରିଛି।

ତେବେ ଆପଣ ପ୍ରଥମେ ଏହାର ୱେବସାଇଟ apppost .com ରେ ଭିଶିଟ କରି ଦେଖି ପାରିବେ ।ତେବେ ଏହି ୱେବସାଇଟ ଆପଣ ଭିସିଟ କରିବା ପରେ ରେଜଲ୍ଟ ରିଲିଜ୍ ଅପ୍ସନ୍ ରେ ଦେଖିବେ ଯେ ପୋଷ୍ଟାଲ ରେଜଲ୍ଟ ଓଡ଼ିଶା ର ବାହାରି ସାରିଛି । ତେବେ ସେଥିରେ ଆପଣ କ୍ଲିକ୍ କରିବା ପରେ ଏହାର ପିଡ଼ିଫ ଆସିବ ଯାହାକୁ ଆପଣ ଡାଉନଲୋଡ୍ କରିବେ ।

ଏହି ପିଡ଼ିଏଫ ଡାଉନଲଡ୍ କରି ସାରିବା ପରେ ଏହାକୁ ଆପଣ ଓପନ କରନ୍ତୁ । ତେବେ ଏହା ବେଳେ ବେଳେ ଓପନ ହେବ ଆଉ ବେଳେ ବେଳେ ହଉନି କିନ୍ତୁ ଯଦି ନେଟ ସ୍ପିଡ ଥିବ ଏହା ହୋଇଯିବ । ତେବେ ଏହି ପିଡ଼ିଏଫ ଓପନ୍ କରିବା ପରେ ଆପଣ ଙ୍କୁ ପୋଷ୍ଟାଲ ରେଜଲ୍ଟ ର ଲିଷ୍ଟ ଚାଲି ଆସିବ ।

ସେଥିରେ ଆପଣଙ୍କୁ ଡିଭିଜନ ସୋ କରିବ , ହେଡ଼ କରିବ , ଆଉ ଏହା ସହିତ , SO ନେମ , BO ନେମ୍ , ପୋଷ୍ଟ ନେମ୍ , କାଟଗୋରୋ , ରେଜିଷ୍ଟ୍ରେସନ୍ ନମ୍ବର ସହିତ ଆପଣଙ୍କ ନାମ ସୋ କରିବ । ତେବେ ଆପଣ ଏଥିରେ ନିଜ ନାମ ଚେକ୍ କରି ପାରିବେ ଓ ଜାଣି ପାରିବେ ଆପଣ ସିଲେକ୍ଟ ହୋଇଛନ୍ତି କି ନାହିଁ । ତେବେ ଏହା ଥିଲା କିଛି ଅପଡେଟ ଯାହାକି ଏବେ ଏବେ ଆସିଚି । ଆପଣ ଏହି ପରି ଭାବେ ଆପଣ ନିଜର ରେଜଲ୍ଟ ଚେକ୍ କରି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।