ପ୍ରଭୁଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ଠାକୁର ( THAKUR ) ଏବଂ ଜାଣନ୍ତୁ ନିଜର ଭବିଷ୍ୟତ ବିଷୟରେ ଗୋଟେ ଖାସ କଥା – LIFE STYLE
ବର୍ତ୍ତମାନ ସବୁ ଲୋକ ନିଜ ନିଜ ଭବିଷ୍ୟତ କୁ ନେଇ ଖୁବ ଚିନ୍ତିତ, ଆଉ ଏଥିପାଇଁ ଆଗରୁ ନିଜର ଆଗାମୀ ଜୀବନ ବିଷୟରେ ଜାଣିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ର ସାହାର ନେଇ ଥାଉ ।
ତେବେ ଭବିଷ୍ୟତ କୁ ନେଇ ଚିନ୍ତା କରିବା ବି ସ୍ୱାଭାବିକ, ସେଥିପାଇଁ ଆପଣଙ୍କ ଚିନ୍ତା କୁ ଦୂର କରିବାର ଏକ ସହଜ ଉପାୟ ଆପଣଙ୍କ ପାଇଁ ନେଇ ଆସିଛୁ ।ତେବେ ଆପଣ ଭିଡିଓ ଉପରେ ଦେଖି ପାରୁଥିବେ ତିନି ଠାକୁରଙ୍କ ବିକଳ୍ପ ଚିତ୍ର ରହିଛି,
ତେଣୁ ଆପଣ କିଛି ସମୟ ନେଇ ଗୋଟିଏ ଗୋଟିଏ ଠାକୁରକୁ ବାଛନ୍ତୁ ।ତେବେ ଏଥିରେ ରହିଛି ଭଗବାନ ଗଣେଶ ,ଭଗବାନ ଭୋଳା ଶଙ୍କର ଏବଂ ଭଗବାନ ଶ୍ରୀକୃଷ୍ଣ। ଆଉ ତାପରେ ଜାଣନ୍ତୁ ସେହି ଗୋଟିଏ ଠାକୁରଙ୍କ ଅନୁସାରେ ଆପଣଙ୍କ ଜୀବନ ବିଷୟରେ କଣ କୁହାଯାଇଛି ।
୧- ଭଗବାନ ଗଣେଶ
ତେବେ ଆପଣ ଯଦି ଭଗବାନ ଗଣେଶଙ୍କୁ ବାଛି ଛନ୍ତି ତାହେଲେ ଜାଣନ୍ତୁ ଆପଣଙ୍କ ଜୀବନର ସବୁ କଷ୍ଟ ର ଦୂର ହେବାକୁ ଯାଉଛି ।ତେବେ ଦୀର୍ଘ ଦିନ ଧରି ଆପଣ ଯେଉଁ କଷ୍ଟ ରେ ଥିଲେ ସେ ସବୁର ଅନ୍ତ ହେଇ ଭଲ ସମୟ ଏବେ ଆପଣଙ୍କ ପାଇଁ ଆସୁଛି ।
ବର୍ତ୍ତମାନ ଆପଣଙ୍କ ଜୀବନରେ ସମସ୍ତ ପ୍ରକାରର ଖରାପ ପ୍ରଭାବ ଦୂର ହେବାକୁ ଯାଉଛି ।ଖୁବ ଜଲଦି ସଫଳତା ହାସଲ କରିବା ସହିତ ଆଗାମୀ ସମୟରେ ବହୁତ ସମ୍ମାନ ର ଅଧିକାରୀ ହେବେ ।
ଯଦି କିଛି କାରଣ ବଶତ ଆପଣଙ୍କ ର କେହି ସାଙ୍ଗ ଆପଣଙ୍କ ଠାରୁ ଦୂରେଇ ଯାଇଛନ୍ତି ଯାହାକୁ ନେଇ ଆପଣ ଖୁବ୍ ବ୍ୟସ୍ତ ବିବ୍ରତ ରହିଛନ୍ତି ସେ ଚିନ୍ତା ଆପଣଙ୍କ ର ଦୂରେଇ ଯିବ କାହିଁକି ନା ଆପଣଙ୍କ ସାଙ୍ଗଙ୍କ ସହିତ ଆପଣଙ୍କ ସମ୍ପର୍କ ପୁଣି ଥରେ ଆଗ ପରି ହୋଇଯିବ। ଶତ୍ରୁ ଆପଣଙ୍କ ଠାରୁ ପରାଜିତ ରହିବେ।
୨- ଭୋଳା ଶଙ୍କର
ଆପଣ ଯଦି ଭୋଳା ଶଙ୍କର ଙ୍କୁ ବାଛୁଛନ୍ତି ତାହେଲେ ମନେ ରଖନ୍ତୁ କି ମନ ଭିତରେ ଯାହା ବି ପ୍ରଶ୍ନ ଉଙ୍କି ମାରୁଛି ତାହା ଠିକ ଅଟେ ।ଏହି ଭିତରେ ନିଜ ଜାତକ କୁ କୋଉ ଜ୍ୟୋତିଷ ଙ୍କୁ ନିଶ୍ଚିତ ଦେଖାଇ ଆଣନ୍ତୁ ।ଖୁବ ଜଲଦି କେହି ବନ୍ଧୁ ଙ୍କ ଦ୍ଵାରା ଆପଣ ବହୁତ ସଫଳ ହେବାକୁ ଯାଉଛନ୍ତି ।
ଜଲଦି ସମସ୍ତ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଥିବ ତେବେ ତାହା ବି ଦୂର ହେବ ଓ ପରିବାର ରେ ସୁଖ ଶାନ୍ତି ଲାଗି ରହିବ ।ବ୍ୟକ୍ତି ମାନଙ୍କ ଜୀବନରେ ଅନେକ ନୂଆ ମୋଡ଼ ଆସିବ, ନିଜ ବୁଦ୍ଧି ବଳରେ ନୂଆ ନୂଆ ରାସ୍ତା ଖୋଲି ପାରିବେ ।
୩- ଶ୍ରୀକୃଷ୍ଣ
ଯଦି ଆପଣ ଶ୍ରୀକୃଷ୍ଣ ଙ୍କୁ ବାଛୁଛନ୍ତି, ତେବେ ଆପଣ ମନ ଭିତରୁ ଖୁବ ଚିନ୍ତାରେ ରହିଛନ୍ତି ।ଆପଣଙ୍କ ର ବିଶ୍ୱାସ ହେଉ ନାହିଁ ସଂସାର ରେ ଭଗବାନ ଅଛନ୍ତି କି ନାହିଁ ।ତେବେ କୌଣସି କାମ ପ୍ରତି ଜଲଦି ଦେଖନ୍ତୁ ନାହିଁ ଧୌର୍ଯ୍ୟ ରଖନ୍ତୁ ଧୀରେ ଧୀରେ ଆପଣଙ୍କ ଜୀବନରେ ଶୁଭ ଫଳ ମିଳିବ ।ଆଗାମୀ ସମୟରେ ଅନେକ ଆପଣ ସବୁ ଦିଗରୁ ଲାଭବାନ ହେବେ ।ଆପଣଙ୍କ ଭାଗ୍ୟ ଉଦୟ ର ସମୟ ଆସିଛି ସମୟ ସହିତ ତାଳ ଚାଲନ୍ତୁ ସବୁ ଠିକ ହେଇଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।