ଦେଖନ୍ତୁ LIVE ଭି଼ଡିଓ ! ପ୍ରଥମ ଥର ସୋ Emotional ହୋଇ ବହୁତ କାନ୍ଦିଲେ ଅଭିନେତ୍ରୀ ସିତଲ୍…..ପ୍ରଥମ ଥର ପାଇଁ ଶୁଣିବାକୁ ମିଳିଲା ଏମତି ଦୁଃଖ..,,,
ଆପଣ ମାନେ ସିରିଏଲ୍ ଓ ଫିଲ୍ମ ଦେଖିବା ପାଇଁ ବହୁତ୍ ଭଲ ପାଉ ଥିବେ ହେଲେ କିଛି କିଛି ଜଣ ଫିଲ୍ମ ହେଉ ତ ଆଉ କିଛି କିଛି ଜଣ ଆଉ କିଛି ଦେଖିବା ପାଇଁ ଭଲ ପାଆନ୍ତି । ଆହୁରି ମଧ୍ୟ ଅନ୍ୟ କିଛି କିଛି ଲୋକ ଆଉ ଅଲଗା କିଛି ଦେଖିବାକୁ ପସନ୍ଦ କରନ୍ତି । ସେହି ଭଳି ଭାବରେ ଫିଲ୍ମ ଓ ସିରିଆଲ୍ ର ଚାହିଦା ଏବେ ମଧ୍ୟ ବହୁତ୍ ରହିଛି । ଖାଲି ଏତିକି ନୁହେଁ ଲୋକେ ମଧ୍ୟ ଫିଲ୍ମ ଗୁଡ଼ିକୁ ଯେତିକି ଭଲ ପାଇବା ଦେଉଛନ୍ତି ତାଠୁ ଭି ଅଧିକ ସେହି ଫିଲ୍ମ ରେ କାମ କରୁଥିବା ହିରୋ ଆଉ ହିରୋଇନ୍ ମାନଙ୍କୁ ଭଲ ପାଉଛନ୍ତି ।
ସମସ୍ତେ ମଧ୍ୟ ନଜର ରେ ରଖୁଛନ୍ତି କେତେବେଳେ କେଉଁ ହିରୋ ଅବା ହିରୋଇନ୍ କେମିତି ସଜ ହଉଛନ୍ତି କେମିତି ପୋଷାକ ପିନ୍ଧୁଛନ୍ତି ।
କେମିତି ଚାଲିଛନ୍ତି କେମିତି ଅଭିନୟ କରୁଛନ୍ତି କେମିତି ଖାଉଛନ୍ତି କେମିତି ବସୁଛନ୍ତି ଏମିତି ବହୁତ୍ କିଛି ।
ସେମାନଙ୍କ ନିଜସ୍ଵ ଜୀବନ ଉପରେ ମଧ୍ୟ ଲୋକ ମାନେ ଜାଣିବାକୁ ଇଚ୍ଛା ପ୍ରକାଶ କରନ୍ତି । ତେବେ ଅନେକ ସମୟ ରେ ଟିଭି ରେ ଅନେକ ରିଆଲିଟି ଶୋ ମଧ୍ୟ ଆସିଥାଏ । ତେବେ ଟିକେ ଡାନ୍ସ ଟିକେ ଆକ୍ଟିଂ ନାମ ରେ ଏକ ରିଆଲିଟି ଶୋ ସିଦ୍ଧାର୍ଥ ଟିଭି ରେ ଦେଇଥାଏ ।
ଏଥିରେ ପିଲା ଙ୍କ ଭିତରେ ଥିବା ପ୍ରତିଭା କୁ ଲକ୍ଷ୍ୟ କରାଯାଇଥାଏ । ତେବେ ଲୋକପ୍ରିୟ ଏହି ଟିଭି ଚ୍ୟାନେଲ ସିଦ୍ଧାର୍ଥ ଟିଭି ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ମନୋରଂଜନ ଜଗତରେ । ଏହି ଚ୍ୟାନେଲ ରେ ଅନେକ ଗୁଡ଼ିଏ ମନୋରଂଜନ ପୂର୍ଣ୍ଣ ଶୋ ମଧ୍ଯ ଦେଖିବାକୁ ମିଳୁଛି ।
ତେବେ ସେଥି ମଧ୍ୟରୁ ଏହି ଟିକେ ଡାନ୍ସ ଟିକେ ଆକ୍ଟିଂ ଶୋ ଟି ଲୋକପ୍ରିୟ ଶୋ ହୋଇସାରିଛି । ଏହି ଶୋ ମାଧ୍ୟମରେ କଳାକାର ମାନଙ୍କୁ ଚୟନ କରା ଯାଇଥାଏ । ତେବେ ଯେଉଁ ଯୁବକ ମାନେ ଅଭିନୟ ଦୁନିଆକୁ ଆସିବାକୁ ଇଚ୍ଛୁକ, ସେମାନେ ଏହି ରିଏଲିଟି ଶୋ ରେ ଅଂଶଗ୍ରହଣ କରିବା ପାଇଁ ଆସିଥାନ୍ତି । ସମସ୍ତେ ତାଙ୍କର ପ୍ରତିଭା ଦେଖାଇ ବିଚାରକ ମାନଙ୍କର ମନ ଜିଣିବାକୁ ଚେଷ୍ଟା କରନ୍ତି ।
ନମ୍ୱର୍ ପାଇଁ କିଛି କିଛି ଶୋ ରେ ରୁହନ୍ତି ଓ ଆଉ କିଛି ଘରକୁ ଫେରିଯାଆନ୍ତି । ତେବେ ଏହି ଶୋ ରେ ବିଚାରକ ଭାବରେ ରହିଛନ୍ତି ହାସ୍ୟ ଅଭିନେତା ହରିହର ଏବଂ ଲୋକପ୍ରିୟ ଅଭିନେତ୍ରୀ ଶୀତଲ।
ଏହି ଶୋ ରେ ନାନା ପ୍ରକାର ଅଭିନୟ ଦେଖିବାକୁ ମିଳିଥାଏ । ଏଥିରେ ମଧ୍ୟ ଦେଖିବାକୁ ପାଇବେ ଜଣେ ଯୁବକ ଓ ଦୁଇ ଜଣ ଯୁବତୀ କିପରି ତାଙ୍କର ଦମଦାର ଅଭିନୟ ପ୍ରଦର୍ଶନ କରୁଛନ୍ତି ଏବଂ ଡାନ୍ସ ମଧ୍ଯ ଦେଖାଉଛନ୍ତି । ତେବେ ତାଙ୍କର ଏଭଳି ଅଭିନୟ କୁ ଦେଖି ବିଚାରକ ମାନେ ତାଙ୍କୁ ୱେଟିଙ୍ଗ ରେ ରଖିଛନ୍ତି । ଜାରଜ ଉପରେ ଆଧାରିତ ଯୁବକଙ୍କ ଏହି ଅଭିନୟ ବେଶ୍ ଆକର୍ଷଣୀୟ ରହିଛି ଯାହା ଆପଣ ଏହି ଭିଡିଓ ରେ ଦେଖିବାକୁ ପାଇବେ ।
ତେବେ ଆହୁରି ଅନେକ ଅନେକ ଯୁବକ ନାନା ପ୍ରକାର ବିଷୟ ରେ ଓ ଦୁଇ ଜଣ ଯୁବତୀ ଅଭିନୟ କରିଥିଲେ ହାସ୍ୟ ଓ କାନ୍ଦଣା ଅଭିନୟ କରୁଛନ୍ତି ସେହି ଶୋ ରେ ଯାହାକୁ ଦେଖି ଅଭିନେତ୍ରୀ ଶୀତଲ କାନ୍ଦିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।