ହେ ଭଗବାନ ତୁମର ଏ କି ଲୀଳା ! ନଅଙ୍କ ଦୁର୍ଭିକ୍ଷ ପୁଣି ଦେଖିବ ସାରା ଓଡିଶା , ମାଳିକା କଲା ଭବିଷ୍ୟତବାଣୀ ! ମନରେ ଭକ୍ତିଥିଲେ ଏହି ବିପଦରୁ ରକ୍ଷା ପାଇଁ ଜପ କରନ୍ତୁ ଜୟ ଜଗନ୍ନାଥ କି ?

ପ୍ରତ୍ୟେକ ଥର ପରି ମହାପୁରୁଷଙ୍କର ସେହି ଛଅ ଶହ ବର୍ଷ ତଳର ଆଗତ ଭବିଷ୍ୟ ବିଷୟରେ ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଜଣେଇଥାଉ । ତେବେ ମହାପୁରୁଷ ଛଅ ଶହ ବର୍ଷ ତଳେ ଲେଖି ଯାଇଥିବା ମାଳିକା ଶାସ୍ତ୍ରକୁ ଆମେ ଆପଣଙ୍କ ସମ୍ମୁଖରେ ଉପସ୍ଥାପନ କରିଥାଉ । ମହାପୁରୁଷ କହୁଛନ୍ତି ଏମିତି ଏକ ସମୟ ଆସିବ ଯେଉଁ ସମୟରେ ଏବେ ଆମେ ପହଞ୍ଚି ଗଲେଣି ଆଉ ଏହି ସମୟକୁ ମହାପୁରୁଷ ମାନେ ଛଅ ଶହ ବର୍ଷ ତଳେ ଲେଖିଥିଲେ -ମରିବ ଗୋରୁ ଅପାର ପଡିବ ଦୂର୍ବିକ୍ଷ ଆଦ୍ୟପ୍ରାନ୍ତର ଲୋ ଯାଇଫୁଲ, ଆଲୋ ଜାଇଫୁଲ ।

ଭାବି କହୁିଛନ୍ତି କଳାକାର ଯାଇଫୁଲ । ଅର୍ଥାତ ମହାପୁରୁଷ କହୁଛନ୍ତି ଏମିତି ଏକ ସମୟ ଆସିବ ଯେଉଁ ସମୟ ଭିତରେ ଗୋରୁ ଯାହାକୁ ଆମେ ଗୋ ମାତା ବୋଲି କହିଥାଉ ସେମାନଙ୍କୁ ହତ୍ୟା କରିବା ପାଇଁ ବେଶି ଜନ୍ମିବେ ଏବଂ ଭାରତ ମାଟି ଓଡିଶା ରେ ଅଧିକ ମାତିବେ ଏବଂ ଗୋ ହତ୍ୟା ଚାଲିବ ।

ଯେଉଁ ଗୋ ମାତାଙ୍କ ମସ୍ତକରେ ଆଉଁସି ଦେଲେ ମନେ ରଖିଥାନ୍ତୁ , ଗୋମାତାଙ୍କର ମସ୍ତକକୁ ଯଦି ଆଉଁସି ଦେବେ ତାହେଲେ ଆପଣଙ୍କର ସୂର୍ଯ୍ୟ ପୂଜା ଚାଲିଯାଏ । ଆଉ ଗୋମାତାଙ୍କର ବେକକୁ ଆଉଂସି ଦେଲେ ଆପଣଙ୍କର ଶିବ ପୂଜା ସରିଯାଏ ଏବଂ ଗୋମାତାକୁ ଖୁଆଇ ଦେଲେ ଆପଣଙ୍କର ବିଷ୍ଣୁ ପୂଜା ସରିଯାଏ ।

ତେବେ ସେହି ଗୋମାତାଙ୍କୁ ଏମିତି କଷ୍ଟ ଦିଆଯିବ ଯେ ଯାହାଙ୍କ ଆଖିର ଲୁହ ପଡିଲା ପରେ ଏହି ଧରାପୂଷ୍ଠରେ ନାନାଧିପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଏବଂ ଭୂମିକମ୍ପ ହେବେ ଆଉ ତତ୍ସହିତ ଦୁର୍ବିକ୍ଷ ମଧ୍ୟ ପଡିବ ।

ଅର୍ଥାତ ଗୋମାତାକୁ ହତ୍ୟାର ଫଳ ସ୍ବରୂପ ଆପଣ ମାନଙ୍କୁ ପ୍ରାପ୍ତି ହେବ । ଯେଉଁ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ପାଦରେ କଠଉ ନଥିବା ସତ୍ବେ ବି ଗୋମାତା ପଛରେ ଧାଇଂଥିଲେ । ତେଣୁ ଆପଣ ଗୋମାତାକୁ ନିଜ ଘରେ ରଖି ପୂଜା କରନ୍ତୁ ଦେଖିବେ ଆପଣଙ୍କ ସମସ୍ତ ବିପଦ ସେ ତାଙ୍କ ଉପରକୁ ନେଇଯିବେ ।

ମହାପୁରୁଷ କହୁଛନ୍ତି ଏହି କଳିଯୁଗରେ ଆଗକୁ ରାମରାଜ୍ୟ ସ୍ଥାପନ ହେବ । ତେଣୁ ଆପଣ ମାନେ ଏହା ନିଶ୍ଚୟ ଚେଷ୍ଟା କରନ୍ତୁ ଯେମିତି ଏ ରାମରାଜ୍ୟ ରାବଣ ରାଜ୍ୟ ନ ହେଉ । ଏହା ଦ୍ବାରା ଅଯୋଧ୍ୟାରେ ରାମରାଜ୍ୟ ସ୍ଥାପନ ହୋଇ ପାରିବ ଏବଂ ସବୁ ହିନ୍ଦୁ ଭକ୍ତ ମାନେ ସେହି ଠାରେ ହିଁ ଏକାଠି ହେବେ ।

ତେଣୁ ଠେରି ରେ ହେଉ ପଛକେ ଅଯୋଧ୍ୟାରେ ରାମରାଜ୍ୟ ସ୍ଥାପନ ହେବ , ଗୋହତ୍ୟା କିଭଳି ଭାବରେ ବନ୍ଦ ହେବେ ସେ ପ୍ରଚେଷ୍ଠା ଆପଣ ମାନେ କରନ୍ତୁ । ଯାହାକୁ ମହାପୁରୁଷ କହୁଛନ୍ତି ଗୋରୁ ମରିବେ ଅପାର ଏବଂ ମଧ୍ୟ ଆପଣ ମାନେ ଦେଖି ପାରୁଥିବେ ଲଙ୍କା ଗୁଣ୍ଡ ଗୋମାତା ଆଖିରେ ପୂରେଇ ଚାଲାଣ ହେଉଛି । ତେଣୁ ଏଥିପାଇଁ ଦୃଷ୍ଟି ଦିଅନ୍ତୁ କାହିଁକି ନାଁ ଗାଈ ବଞ୍ଚିଲେ ହିଁ ଜଗତ ବଞ୍ଚିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।