ଦେଖନ୍ତୁ ollywood ଅଭିନେତ୍ରୀ ପ୍ରକୃତି ମିଶ୍ର ସିନେମା ଛାଡି ଯାତ୍ରାରେ ଯୋଗ ଦେଲେ…
ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଗୋଟିଏ ସାଧାରଣ ଲୋକ ଏବଂ ସେଲିବ୍ରେଟି ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି। ଗୋଟିଏ କଳାକାରର ଲାଇଫ ଷ୍ଟାଇଲ କୁ ସମସ୍ତେ କପି କରନ୍ତି। ନିଜ ନିଜର ପସନ୍ଦିତା କଳାକାର ଜୀବନରେ କଣ ଘଟୁଛି ଜାଣିବା ପାଇଁ ପ୍ରଶଂସକ ମାନେ ଆଗ୍ରହ ପ୍ରକାଶ କରନ୍ତି। ଆମ ଲୋକମାନେ ଯେତେ ବି ନିଜ କର୍ମମୟ ଦୁନିଆ ରେ ବ୍ୟସ୍ତ ରହିଲେ ମଧ୍ୟ ମନରଞ୍ଜନ କରିବା ପାଇଁ ଭୁଲିନଥାନ୍ତି।ସେଥିପାଇଁ ପୂର୍ବରୁ ଆଜିକାଲିର ମନରଞ୍ଜନ କରିବା ପାଇଁ ଭୁଲିନଥାନ୍ତି।
ଯଦି ଆମ ଓଡ଼ିଶା କଥା ଦେଖିବା ତାହାଲେ ଲୋକମାନେ ଯାତ୍ରା ଦେଖିବା ପାଇଁ ବହୁତ ଭଲ ପାଆନ୍ତି। ଓଡିଶାରେ ମଧ୍ୟ ଅନେକ ବଡ଼ ବଡ଼ କଳାକାର ଅଛନ୍ତି। ଯେଉଁମାନେ କି ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ମନକୁ କିଣି ନେଇଥାନ୍ତି। ଯାତ୍ରା ଜଗତ ଏବେ ସବୁଠି ଲୋକପ୍ରିୟତା ହାସଲ କରିଲାଣି।
ତେବେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବା ବେଳେ ବର୍ତ୍ତମାନ ପ୍ରକୃତି ମିଶ୍ର ଙ୍କ କଥା ଚାରିଆଡେ ଚର୍ଚ୍ଚା ର ବିଷୟ ପାଲଟିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ବହୁ ଚର୍ଚ୍ଚା ରେ ଥିବା ଅଲିଉଡ ଓ ବଲିଉଡ ର ହିରୋଇନ ପ୍ରକୃତି ମିଶ୍ର ଙ୍କ ବିଷୟରେ ଏକ ବହୁତ ବଡ଼ ନିୟୁଜ ଟେ ଆସିଛି | କୁହାଯାଉଥିଲା କି ପ୍ରକୃତି ମିଶ୍ର ଙ୍କୁ ଦେଖିବାକୁ ମିଳିବାକୁ ଯାଉଥିଲା ସବୁଠାରୁ ବଡ଼ ଗୋଟିଏ ରିୟାଲିଟି ଶୋ ବିଗ ବସ ରେ କିନ୍ତୁ ସେ ସେଥିରେ ଆଉ ନଜର ଆସିବେନି।
କିନ୍ତୁ ସବୁଠାରୁ ବଡ କଥା ହେଉଛି ବିଗବସ୍ ରୁ ବିଦା ହେବା ପରେ ସେ ବର୍ତ୍ତମାନ ଯାତ୍ରା ଜଗତରେ ନଜର ଆସିଛନ୍ତି ଏବଂ ବହୁତ ସୁନ୍ଦର ଅଭିନୟ ମଧ୍ଯ କରୁଛନ୍ତି। ହେଲେ ସମସ୍ତ ଙ୍କ ମନରେ ଗୋଟିଏ ପ୍ରଶ୍ନ ଏବେ ଉଙ୍କି ମାରୁଛି କି କଣ ସତରେ ବିଗବସ୍ ରୁ ବାହାରି ଯିବା ପରେ ଦୁଖରେ ଭାଙ୍ଗିପଡି ପ୍ରକୃତି ଯାତ୍ରା ଜଗତ ଅଭିନୟ କରିବା ପାଇଁ ସବୁଦିନ ପାଇଁ ଚାଲି ଆସିଛନ୍ତି। ତେବେ ଚାଲନ୍ତୁ ଜାଣିନେବା କଣ ରହିଛି ଏହି ଘଟଣା ର ସତ୍ଯାସତ୍ଯ।
ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଯାତ୍ରା ଜଗତ ର ଭିଡିଓ ବେଶ୍ ଭାଇରାଲ ହେଉଛି ଯେଉଁ ଥିରେ ଦେଖିବାକୁ ମିଳିଛି ଯେ ଅଭିନେତ୍ରୀ ପ୍ରକୃତି ମିଶ୍ର ଯାତ୍ରା ଷ୍ଟେଜ୍ ରେ ଜବରଦସ୍ତ ଅଭିନୟ ଏବଂ ଡାନ୍ସ ସାଙ୍ଗକୁ ଦର୍ଶକ ମାନଙ୍କ ସହିତ ବହୁତ ସାରା କଥା ମଧ୍ଯ ହେଉଛନ୍ତି।
କିନ୍ତୁ ଆପଣ ସୂଚନା ପାଇଁ ଏଠାରେ ଜଣେଇ ଦେଉଛୁ କି ଏହା ତାଙ୍କର ଏକ ପ୍ରଗ୍ରାମ ଯାହା ପାଇଁ ଯାତ୍ରା ଜଗତ ରେ ନଜର ଆସିଛନ୍ତି। ଏମିତିରେ କହିବାକୁ ଗଲେ ସେଲିବ୍ରିଟି ମାନଙ୍କୁ ଏମିତି ଅନେକ ପ୍ରଗ୍ରାମ କରିବା ପାଇଁ ନିମନ୍ତ୍ରଣ କରାଯାଇ ଥାଏ ଯେଉଁଥି ପାଇଁ ସେମାନେ ଆସି ଦର୍ଶକ ମାନଙ୍କୁ ଏଣ୍ଟଟେନମେଣ୍ଟ କରିଥାନ୍ତି। ତେଣୁ ପ୍ରକୃତି ମଧ୍ଯ ଏଥିପାଇଁ ଆସିଥିଲେ, ସେ କେବେବି ଯାତ୍ରା ଜଗତରେ ସବୁଦିନ ପାଇଁ ଅଭିନୟ କରିବା ପାଇଁ ଆସି ନାହାଁନ୍ତି। ତେବେ ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି।