ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଲେ ଅଭିନେତ୍ରୀ Prakruti mishra …..ଦେଖନ୍ତୁ ଭି଼ଡିଓ

ଆପଣ ମାନେ ତ ଜାଣିଛନ୍ତି ଯେ ଆଜିର କାଲି ର ପ୍ରତେକ ବ୍ୟକ୍ତି ସୋସିଆଲ ମିଡ଼ିଆ ସହିତ ଜଡ଼ିତ ଏବଂ ଏହି ସୋସିଆଲ ମିଡ଼ିଆ ରେ ଅନେକ ଲୋକ ଅନେକ ଭିଡ଼ିଓ ଉପଲୋଡ କରି ଥାଆନ୍ତି | ତେବେ ସାଧାରଣ ଲୋକ ଙ୍କ ଠାରୁ ସେଲିବ୍ରେଟି ମାନଙ୍କର ଭିଡ଼ିଓ କିଛି ନିଆରା ଲାଗି ଥାଏ | ଆମ ଓଡ଼ିଆ ଜଗତ ରେ ଅନେକ ସେଲିବ୍ରେଟି ମାନେ ଅଛନ୍ତି ଯେଉଁ ମାନଙ୍କୁ ଆମେ ବେସ ଭଲ ମଧ୍ୟ ପାଇ ଥାଉ |

ଏହି ସେଲିବ୍ରେଟି ଙ୍କ ଜୀବନ ସାଧାରଣ ଲୋକ ଙ୍କ ଠାରୁ କିଛି ଭିନ୍ନ ହୋଇ ଥାଏ, ଅର୍ଥାତ ଟିକେ ଷ୍ଟାଇଲିସ ଜୀବନ ଯାପନ ସେମାନେ କରି ଥାଆନ୍ତି | ତାଙ୍କ ରହିବା ଖାଇବା ଓ ପିନ୍ଧିବା ରେ ଆମକୁ କିଛି ଅଲଗା ଭାବରେ ନଜର ଆସି ଥାଏ | ତେବେ ତାଙ୍କର କିଛି କିଛି ମୁହୂର୍ତ୍ତ କି ସେମାନେ ସୋସିଆଲ ମିଡ଼ିଆ ରେ ହିଁ ସେୟାର କରି ଥାଆନ୍ତି ଯାହାକୁ ତାଙ୍କର ଫ୍ୟାନ ମାନେ ଦେଖିବା ପାଇଁ ଚାହିଁ ରହି ଥାଆନ୍ତି |ତେବେ ଆମ ଓଡ଼ିଆ ସିନେ ଜଗତ ର ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ | ଯିଏ କି ଶିଶୁ କଳାକାର ଭାବରେ ମଧ୍ୟ ଅଭିନୟ ରେ କାର୍ଯ୍ୟ କରିଛନ୍ତି | ସେ ପ୍ରଥମେ ଏକ ଧାରାବାହିକ ରୁ ତାଙ୍କ କ୍ୟାରିୟର ଆରମ୍ଭ କରି ଥିଲେ ଏହା ପରେ ପରେ ଅନେକ ଫିଲ୍ମ ରେ ଅଭିନୟ କରି ଥିଲେ ଯାହାକି ସୁପରହିଟ ମଧ୍ୟ ହୋଇଛି |

ଆପଣ ମାନେ ତ ଜାଣନ୍ତି ପ୍ରକୃତି ମିଶ୍ର ଅଭିନୟ ସହିତ ଭଲ ଗୀତ ଗାଆନ୍ତି ଓ ଭଲ ଡ୍ୟାନ୍ସ ମଧ୍ୟ କରନ୍ତି | ଏହା ସହିତ ସେ ତାଙ୍କ ଡ୍ୟାନ୍ସ ଜରିଆରେ ହିଁ ହିନ୍ଦୀ ଧାରାବାହିକ ରେ କାର୍ଯ୍ୟ କରି ପାରି ଥିଲେ |

ଏମିତି ରେ ପ୍ରକୃତି ମିଶ୍ର ଙ୍କ ବାପା ଓଡ଼ିଆ ପ୍ରସିଦ୍ଧ ଗାୟକ ମଧ୍ୟ ଅଟନ୍ତି ଯାହାଙ୍କର କଳା ତାଙ୍କ ଝିଅ ମଧ୍ୟ ଆଣିଛନ୍ତି | ତେବେ ଏକ ଭିଡ଼ିଓ ଦେଖିବାକୁ ମିଳିଛି ଯେଉଁଠି ପ୍ରକୃତି ମିଶ୍ର ନାଚୁ ଥିବାର ନଜର ରେ ଆସିଛନ୍ତି | ତେବେ ସେ ଏକ ଶାଢ଼ୀ ପିନ୍ଧିଛନ୍ତି ଯେଉଁଥିରେ ସେ ବହୁତ ହଟ ମଧ୍ୟ ଲାଗୁ ଥିଲେ ଏବଂ ଏତେ ସୁନ୍ଦର ଭାବେ ଡ୍ୟାନ୍ସ କରୁ ଥିଲେ ଯେ ସେହି ଭିଡ଼ିଓ କୁ ଯିଏ ବି ଦେଖିବ ସେ ପସନ୍ଦ କରିବ |

 

ପ୍ରକୃତି ମିଶ୍ର ନିଜ ନାଚ ରେ ଝୁମି ଯାଇ ଏପରି ନାଚୁ ଥିଲେ ଯେ ଯାହା ଦେଖିବା ପାଇଁ ମଧ୍ୟ ବହୁତ ସୁନ୍ଦର ଲାଗୁ ଥିଲା | ତେବେ ପ୍ରକୃତି ମିଶ୍ର ଙ୍କର ଏହି ହଟ ଡ୍ୟାନ୍ସ ଟି ଖୁବ ଭାଇରାଲ ହୋଇଛି ଏବଂ ତାଙ୍କର ଫ୍ୟାନ୍ସ ମାନେ ଏହାକୁ ଦେଖି ଖୁବ ପସନ୍ଦ କରିଛନ୍ତି ଏବଂ ଅନେକ ପ୍ରତିକ୍ରିୟା ମଧ୍ୟ ଦେଇ ଥିଲେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।