ସୁପରଷ୍ଟାର Singer ପ୍ରଭୁପାଦ ମହାନ୍ତି ( Prabhupada Mohanty ) ଗାଇଲେ ଏମିତି ଗୀତ ” ମା ପରି କିଏ ହବ “… ମାତ୍ର 4 ଘଣ୍ଟାରେ 201k ରୁ ଅଧିକ ଲୋକ ଦେଖି ସାରିଲେଣି…

ଓଡ଼ିଶାର ଯୁବ ଲୋକପ୍ରିୟ ଗାୟକ ପ୍ରଭୁପାଦ ମହାନ୍ତି ଙ୍କୁ ତ ଆପଣ ନିଶ୍ଚିତ ଜାଣିଥିବେ। ତାଙ୍କ କଣ୍ଠରୁ ଅନେକ ଗୁଡ଼ିଏ ସଙ୍ଗୀତ ତ ଆପଣ ଶୁଣିବାକୁ ପାଇଥିବେ। ତାଙ୍କ ସ୍ଵରରେ ସତେ ଯେମିତି ଏକ ଯାଦୁ ରହିଛି। ଯଦି ସଙ୍ଗୀତ ଶୁଣିବାକୁ ଆପଣ ଭଲ ପାଉଥିବେ ତେବେ ଏହା ଜାଣିଥିବେ ଯେ ଅନେକ ଏମିତି ଓଡ଼ିଆ ସଂଗୀତ ରହିଛି ଯାହାକୁ ଶୁଣିଲେ ମନ ଶାନ୍ତି ହୋଇଯାଏ। ନବେ ଦଶକର ଅନେକ ଏମିତି ସଙ୍ଗୀତ ରହିଛି ଯାହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ଅଟେ।

ସେହିପରି ଏକ ସୁନ୍ଦର୍ ଏବଂ ଭିନ୍ନ ସ୍ୱାଦର ଓଡ଼ିଆ ସଙ୍ଗୀତ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ବି ଖୁସି ହୋଇଯିବେ।କାରଣ ସେହି ସୁନ୍ଦର୍ ମନଛୁଆଁ ଗୀତକୁ ଏହି ଯୁବ ଗାୟକ ପ୍ରଭୁପାଦ ମହାନ୍ତି ଙ୍କ କଣ୍ଠରୁ ଏବେ ଶୁଣିବାକୁ ମିଳିଛି।ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।

ଯାହାକୁ ଶୁଣି ବେଶ ମଜା ନେଉଛନ୍ତି ଏବଂ ଆନନ୍ଦିତ ହେଉଛନ୍ତି ଦର୍ଶକ। ତେବେ ଆପଣ ମାନଙ୍କର ସମସ୍ତଙ୍କ ପ୍ରିୟ ଗାୟକ ଓଡ଼ିଶାର ଲୋକପ୍ରିୟ ସିଙ୍ଗର ପ୍ରଭୁପାଦ ମହାନ୍ତି, ଜି ଟିଭିର ସାରେଗାମାପା ଲିଟିଲ୍ ଚାମ୍ପ୍ ଶୋ ର ବିଜେତା ହୋଇଥିଲେ।ଏହାପରେ ତାଙ୍କ ଲୋକପ୍ରିୟତା ଅଧିକ ବଢ଼ି ଯାଇଥିଲା।

ତେବେ ତାଙ୍କ କଣ୍ଠରୁ ଅନେକ ଗୀତ ତ ଆପଣ ଶୁଣିଥିବେ। ତାଙ୍କ ସ୍ୱରର ସବୁଗୀତ ବେଶ୍ ଆକର୍ଷଣୀୟ ହୋଇଥାଏ ଶୁଣିବାକୁ, ଯାହାକୁ ଦର୍ଶକ, ଶ୍ରୋତା ମାନେ ବହୁତ୍ ପସନ୍ଦ କରନ୍ତି।ତାଙ୍କର ଅନେକ ଗୀତ ଏବେ ବେଶ୍ ଲୋକପ୍ରିୟତା ର ସହିତ ଆଗେଇ ଚାଲିଛି। ଗୋଟିଏ ପରେ ଗୋଟିଏ ହିଟ୍ ଗୀତକୁ ଭେଟି ଦେଉଛନ୍ତି ଏହିଭଳି ଗାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶକ ମାନେ। ଲୋକଙ୍କ ହୃଦୟକୁ ମଧ୍ଯ ବେଶ୍ ଛୁଇଁ ପାରୁଛି ଏହି ସବୁ ଗୀତ।
ତେବେ ଏସବୁ ଗୀତର ଲେଖା ମଧ୍ୟ ବହୁତ ସୁନ୍ଦର୍ ହେଉଛି ଏବଂ ଲୋକଙ୍କୁ ଆକର୍ଷିତ କଲାଭଳି ହେଉଛି। ତେବେ ଏହି ଗୀତ ଗୁଡ଼ିକର ସଙ୍ଗୀତ ରଚନା ବହୁତ୍ ସୁନ୍ଦର ହେଉଛି।ଏହାଛଡା ଏତେ ସୁନ୍ଦର୍ ଭାବରେ ସ୍ଵରରେ ଏସବୁ ଗୀତକୁ ସଜା ଯାଉଛି ଯେ ଏହାକୁ ଶୁଣିବାକୁ ବହୁତ୍ ଭଲ ଲାଗୁଛି।ଦିନକୁ ଦିନ ଅନେକ ସୁନ୍ଦର୍ ସୁନ୍ଦର୍ ଗୀତ ସବୁ ଆସୁଛି ଯାହା ଯୁବପିଢି ଙ୍କୁ ପସନ୍ଦ ଆସିବା ଭଳି ଅଟେ। ତେବେ ସେ ଯାହା ବି ହେଉ ଏବେ ଯେଉଁ ଗୀତର ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି।

ଯାହାକୁ ସେ ଏକ ଷ୍ଟେଜ ଶୋ ରେ ଗାଇଛନ୍ତି। ଶ୍ରୋତା ମାନେ ଏହାକୁ ଶୁଣି ବହୁତ୍ ଖୁସି ହେଉଛନ୍ତି।ଆପଣ ଏହି ଭାଇରାଲ ଗୀତକୁ ଶୁଣିଲେ ଜାଣି ପାରିବେ ଯେ ଏହା କେତେ ସୁନ୍ଦର୍ ଗୀତ ଅଟେ।ଏହି ଗୀତଟି ହେଉଛି ଓଡ଼ିଆ ସିନେମା ମାଆ ପରି କିଏ ହେବ ର ଟାଇଟଲ ସଙ୍ଗ। ଷ୍ଟେଜରେ ପ୍ରଭୁପାଦ ଗାଇଥିବା ଏହି ଗୀତଟି ସୋସିଆଲ ମିଡିଆରେ ବେଶ୍ ହିଟ୍ ହେବାରେ ଲାଗିଛି।