IAS ସାକ୍ଷାତକାର ପ୍ରଶ୍ନ- ପୋଲିସ ର ସମ୍ପୂର୍ଣ୍ଣ ଫୁଲ ଫର୍ମ କ’ଣ? ଉତ୍ତର ଦେବାରେ 99 % ଲୋକ ହେଲେ ଫେଲ୍ ! ଶିଘ୍ର ଉତ୍ତର କମେଣ୍ଟ କରି ଜଣାନ୍ତୁ….

ଆପଣ ମାନେ ଜାଣିଛନ୍ତି ଯେତେବେଳେ ଜଣେ ଛାତ୍ର ବା ଛାତ୍ରୀ IAS କିମ୍ବା ଆଇଏଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥାଏ ସେତେବେଳେ ସେ ବିଭିନ୍ନ ପର୍ଯ୍ୟାୟ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଥାଏ। କାରଣ ଏହି ପରୀକ୍ଷା ଉତ୍ତୀର୍ଣ୍ଣ କରିବାକୁ ହେଲେ ଆପଣଙ୍କୁ ଉଭୟ ଲିଖିତ ଏବଂ ମୌଖିକ ପରୀକ୍ଷା ରେ ପାସ୍ ହେବାକୁ ପଡ଼ିଥାଏ।ତେବେ ମୌଖିକ ପରୀକ୍ଷା ସାଧାରଣତଃ ସାମାନ୍ୟ କଷ୍ଟ ହୋଇଥାଏ କାରଣ ଏଥିରେ ଆପଣଙ୍କୁ ନିଜର ଉପସ୍ଥିତ ବୁଦ୍ଧି ଓ ଚତୁରତା କାରଣରୁ ହିଁ ସଫଳତା ମିଳିଥାଏ।

ତେବେ ଏହି ସବୁ ପ୍ରଶ୍ନ ର ଉତ୍ତର କେବଳ ବୁଦ୍ଧିମାନ ଲୋକ ମାନେ ହିଁ କହି ପାରିବେ।ଆପଣ ମାନେ ଜାଣିଥିବେ ଯେ ଆଇଏସ ପରୀକ୍ଷା ଇଣ୍ଟରଭିଉ କେତେ କଷ୍ଟ ହୋଇଥାଏ।

IAS ସାକ୍ଷାତକାରର କିଛି ବିପଜ୍ଜନକ ପରିସ୍ଥିତି ଭିତ୍ତିକ କିମ୍ବା ପଜଲ୍ ଭଳି ପ୍ରଶ୍ନ ପଚରାଯାଏ । ଏହି ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ବୁଝିଥିବେ ଯେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା କେତେ କଷ୍ଟକର ହୋଇଥାଏ । ଲିଖିତ ପରୀକ୍ଷା ପରି ସର୍ବଦା ଏହି ପରୀକ୍ଷା ପାଇଁ ପ୍ରାର୍ଥୀ ମାନେ ପ୍ରସ୍ତୁତ ରହିବା ଉଚିତ । ସାଧାରଣ ଜ୍ଞାନ, ସାମ୍ପ୍ରତିକ ବ୍ୟାପାର ଏବଂ ଜି.କେ ପ୍ରଶ୍ନ ଭଳି ଅନେକ କଷ୍ଟକର ପ୍ରଶ୍ନ ଏଥିରେ ପଚାରାଯାଇଥାଏ । ତେବେ ଆସନ୍ତୁ ଜାଣିବା ସେହିପରି କିଛି ପ୍ରଶ୍ନ ବିଷୟରେ ଯାହାକୁ ଆଇଏସ ରେ ପଚାରା ଯାଇଥାଏ ।

1–ଯଦି ରକ୍ତକୁ ଫୁଟାଇବା ତେବେ କ’ଣ ହେବ ?

ଉତ୍ତର–ଯଦି ରକ୍ତ ଫୁଟାଯାଏ ତେବେ ରକ୍ତରେ ଥିବା ଜଳ ବାଷ୍ପୀଭୂତ ହେବ ଏବଂ ଅବଶିଷ୍ଟ ରକ୍ତ ଚକୋଲେଟ୍ ପରି ମୋଟାହୋଇଯିବ l

2– ହଜାରେ ବର୍ଷ ଧରି ନଷ୍ଟ ହେଉନଥିବା ଖାଦ୍ୟ କ’ଣ?

ଉତ୍ତର–ମହୁ , କାରଣ ଏହା ବହୁ ବର୍ଷ ପର୍ଯ୍ୟନ୍ତ ନଷ୍ଟ ହୁଏ ନାହିଁ, ଏହାକୁ ସଂରକ୍ଷଣ କରି ହଜାରେ ବର୍ଷ ପର୍ଯ୍ୟନ୍ତ ଖାଇ ପାରିବେ, ଗାଁରେ ମହୁ ଯେତେ ପୁରୁଣା, ସେତେ ଶୁଦ୍ଧ ଏବଂ ଗୁଣବାନ |

3– POLICE ର ସମ୍ପୂର୍ଣ୍ଣ ରୂପ କ’ଣ?

ଉତ୍ତର–Public Officer For Legal Investigation And Criminal Emergency.

4–ଭାରତର ପ୍ରଥମ ଆଇପିଏସ କିଏ ଥିଲେ ?

ଉତ୍ତର–କିରଣ ବେଦୀ

5–ଗୋଟିଏ ଦିନରେ ମୋବାଇଲ ଲକ କେତେଥର ଖୋଲିହେବ ?

ଉତ୍ତର–150 ରୁ 200 ଥର

6–ରାଷ୍ଟ୍ରଗୀତ ଗାଇବା ପାଇଁ କେତେ ସମୟ ଲାଗିଥାଏ ?

ଉତ୍ତର–52 ସେକେଣ୍ଡ

7–କେଉଁ ଦେଶର ପ୍ରଧାନମନ୍ତ୍ରୀକୁ ଶପଥ ନେବା ସମୟରେ ଫାଶିର ସଯା ହୋଇଥିଲା?

ଉତ୍ତର–ପାକିସ୍ଥାନ

8–ମରିବା ପରେ ମନୁଷ୍ୟର ମସ୍ତିଷ୍କ କେତେ ସମୟ ପର୍ଯ୍ୟନ୍ତ ଜୀବିତ ରହିଥାଏ ?

ଉତ୍ତର–7ରୁ 10 ମିନିଟ ପର୍ଯ୍ୟନ୍ତ

9–ଗଣତନ୍ତ୍ର ଦିବସରେ ରାଷ୍ଟ୍ରପତି କାହିଁକି ଝଣ୍ଡାକୁ ଉଡାଇଥାନ୍ତି ?

ଉତ୍ତର–କାରଣ ରାଷ୍ଟ୍ରପତି ଦେଶର ମୁିଖିଆ ଅଟନ୍ତି

10–ମହାତ୍ମା ଗାନ୍ଧିଙ୍କର ଚଷମାର ଦାମ କେତେ ଥିଲା ?

ଉତ୍ତର–800 କୋଟି ଟଙ୍କା

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।