ବାଃ ବାଃ ପୁଲିସ୍ ! ଗାଁ ଲୋକ ପାଖ ପାଡିଲେନି ଶବ ବୋହିଲେ ଏହି 5 ପୁଲିସ୍ ,ଦୟାକରି ଏହି ପୋଲିସ୍ ଭାଈଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ ……..
କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ଆଗରୁ ଲୋକମାନେ ଏହି ଉକ୍ତି କୁ ମାନୁଥିଲେ ଏବଂ ଏହାର ବାଣୀ ରେ ମଧ୍ୟ ଚାଲୁଥିଲେ ।ପୁରାଣ ସମୟରେ ଭଗାବାନ ହିଁ ଲୋକ ମାନଙ୍କର ସାହା ଭରଷା ଥିଲା । ଭଗବାନଙ୍କ ଉପରେ ବହୁତ ବିଶ୍ୱାଶ ଥିଲା । ଭଗବାନ ଙ୍କୁ ବହୁତ ମାନୁଥିଲେ ।ଯିଏ ଦୁଃଖ ରେ ପାଖରେ ଥାଏ ତାହାକୁ ହିଁ ପ୍ରକୃତ ବନ୍ଧୁ ବୋଲି କୁହାଯାଇଥାଏ ।କିନ୍ତୁ ଆଜିକାଲି ଯୁଗରେ ଅନ୍ୟ ର ଦୁଃଖ ସମୟରେ ଠିଆ ହେବା ତ ଦୂରର କଥା ବିପଦ ସମୟରେ ସାହାଯ୍ୟ କରନ୍ତି ନାହିଁ ।
ସମସ୍ତେ ନିଜ ନିଜର ସ୍ୱାର୍ଥ କୁ ଦେଖନ୍ତି ଏବଂ ଯେଉଁଠି ଫାଇଦା ହୁଏ ସେଇଠି କୁ ହିଁ ଯାଆନ୍ତି । ବର୍ତ୍ତମାନ ଦେଶରେ ଏହି କରେନା ମହାମରୀ ପାଇଁ ଲୋକମାନଙ୍କ ଅବସ୍ଥା ପୂରାପୂରି ଭାବେ ଶୋଚନୀୟ ହୋଇ ପଡିଛି । ପୃଥିବୀର ଅଧିକାଂଶ ଲୋକ ମୃତ୍ୟୁବରଣ କଲେଣି ।
ଶେହି ସମୟରେ ଡାକ୍ତର ମାନେ ଦେବ ଦୂତ ସାଜି ଲୋକ ମାନଙ୍କ ସେବା କରୁଥିଲେ । ଲୋକମାନଙ୍କୁ ମୃତ୍ୟୁ ମୁଖରୁ ବଞ୍ଚେଇବା ପାଇଁ ଦିନ ରାତି ଏକ କରି ଦେଇଥିଲେ । ସେହିପରି ପୋଲିସ୍ ପ୍ରଶାସନ ତରଫରୁ ଦେଶରେ କଡାକଡି ଭାବେ ଲୋକମାନଙ୍କର ପ୍ରତିରକ୍ଷା ପାଇଁ ସରକାର ନିୟମ ମାନ ତିଆରି କରିଥିଲେ । ସେଥିରେ ପୋଲିସ୍ ମାନଙ୍କର ଭୂମିକା ବହୁତ ରହିଥିଲା । ସେମାନେ ବି ଡାକ୍ତର ମାନଙ୍କ ଭଳି ଦେଶର କୋଣ ଅନିକୋଣରେ ଲୋକ ମାନଙ୍କୁ ସୁରକ୍ଷା ଦେଉଥିଲେ ।
ସେପରି ଦେଶରେ ଆଜିକାଲି ବହୁତ ଘଟଣା ଘଟୁଛି । ସେହି ପରି ଏକ ଅମାନବୀୟ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲାରେ । ଏସ୍ ଆଇ କିରଣ ଙ୍କ ସୂଚନା ଅନୁସାରେ , ସମୁଦ୍ରରେ ଏକ ଶବ ଭାସି ଆସି କୂଳରେ ସୀତୀପୀଲି ଗାଁ ରେ ଲାଗିଥିଲା ଏବଂ ତାହା ବହୁତ ଗନ୍ଧ ମଧ୍ୟ କରୁଥିଲା । କିନ୍ତୁ ସେଠାକାର ଲୋକମାନେ ଶବକୁ ଛୁଇଁଲେ ନାହିଁ ବରଂ ନାକ ଟେକିଲେ ଏବଂ ପୋଲିସ୍ କୁ ସହାୟତା ପାଇଁ ମଧ୍ୟ ବାହାରି ନ ଥିଲେ ।।
ତେବେ ଶେଷରେ ରାମବିିଳି ଥାନା ଏଏଶ୍ ଆଇ କିରଣ , କନଷ୍ଟେବଲ ଦୋରାମେସନ୍ , ନରସିଂହ ରାଓ ,କୁଣ୍ଡା ବାବୁ ଓ ସିତାପାଲି ଗ୍ରାମର ଗ୍ରାମରକ୍ଷୀ ଶବ ଟିକୁ ଗୋଡାଇ କରି ବ୍ୟବଛ୍ଛେଦ ପାଇଁ ରାମବିଳି ଡାକ୍ତରଖାନା ରେ ପହଞ୍ଚିଥିଲେ ।
କିନ୍ତୁ ଶେଠାରେ କୌଣସି ଦାବିଦାର ନ ଥିବାରୁ ବ୍ୟବଚ୍ଛେଦ ରୁମ୍ ରେ ଶବଟିକୁ ରଖିଥିଲେ । ତେବେ ଆଜିକାଲି ଶବଟିକୁ ଦେଖିଲେ ସମସ୍ତେ ଛୁଇଁବାକୁ କୁଣ୍ଠାବୋଧ କରେ ସେତେବେଳେ ପୋଲିସ୍ କର୍ମଚାରୀ ପଚାସଢା ଶବକୁ କାନ୍ଧର୍େ କାନ୍ଧେଇ ଥିବେ ତାହା ଆପଣ ମାନେ ହୃଦୟଙ୍ଗମ କରିବା ଉଚିତ୍ । ଏହି ଘଟଣା କୁ ଶୁଣି ଆନ୍ଧ୍ର ପ୍ରଦେଶ ବାସୀ ଏହି ପାଞ୍ଚ ଜଣଙ୍କୁ ବା ବା କହିଛନ୍ତି । ବିଶାଖାପାଟଣା ଗ୍ରାମାଞ୍ଚଳ ପୋଲିସ୍ ସେମାନଙ୍କୁ ଭୁରି ବୁରି ପ୍ରଶଂସା କରିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।