ଦେଖନ୍ତୁ EXCLUSIVE :ଭିଡିଓ -ଗୀତ ରିଲିଜ ହେବ ପୂର୍ବରୁ ,ଚାଲିଗଲେ ପିଣ୍ଟୁ I ଗୀତକୁ ଯିଏ ଶୁଣୁଛି ସେ କାନ୍ଦି ପକାଉଛି……4 ଘଣ୍ଟାରେ 158K ରୁ ଅଧିକ ଲାକ ଦେଖି ସାରିଲେନି…

ବର୍ତ୍ତମାନ ସମୟରେ ଓଲିଉଡ଼ ର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ଅକାଳ ବିୟୋଗ କୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି। ସିନେ ଷ୍ଟାର ଙ୍କ ଠାରୁ ଆରମ୍ଭ କରି ପ୍ରଶଂସକ ପର୍ଯ୍ୟନ୍ତ ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ି ଛନ୍ତି। ପିଣ୍ଟୁ ନନ୍ଦ ଙ୍କ ଅକାଳ ବିୟୋଗ ଓଲିଉଡ଼ ପାଇଁ ଏକ ଅପୂରଣୀୟ କ୍ଷତି। ଏକ ସୁନାମ ଧନ୍ୟ ଷ୍ଟାର କୁ ହରାଇଛି ଓଡ଼ିଆ ସିନେ ଜଗତ। ପିଣ୍ଟୁ ନନ୍ଦ ଜଣେ ଭଲ ଆର୍ଟିଷ୍ଟ।

ତାଙ୍କର ଅଭିନୟ ସବୁ ଦିନ ପାଇଁ ଅବିସ୍ମରଣୀୟ ହୋଇ ରହିଥିବ।ଆଉ ନୀତି ହସାଉଥିବା ଲୋକଟି ସବୁଦିନ ପାଇଁ ଆଖିରେ ଲୁହ ଦେଇ ଅଫେରା ରାଇଜର ରାଜକୁମାର ପାଲଟି ଯାଇଛି। ଆଉ ଏହାରି ଭିତରେ ତାଙ୍କର ଶେଷ ଗୀତଟି ରିଲିଜ୍ ହୋଇଛି। ଆଉ ଏହି ଗୀତଟିରେ ପିଣ୍ଟୁ ନନ୍ଦ କିଛି କଥା କହିଛନ୍ତି।
କଳିଯୁଗ ପ୍ରେମ ବିଷୟରେ। ହଁ ଆଜ୍ଞା ଏହି ଗୀତଟି ରିଲିଜ୍ ହେବା ପରେ ଆଖିରେ ଲୁହ ରହୁନି। କାରଣ ଏହି ହସ ସବୁଦିନ ପାଇଁ ହଜି ଯାଇଛି। ଆଉ ପିଣ୍ଟୁ ଗଲାପରେ ତାଙ୍କର ଏହି ଶେଷ ଗୀତଟି ରିଲିଜ୍ ହୋଇଛି। ଯାହାକୁ ବର୍ତ୍ତମାନ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି। ଆଉ ଗୀତକୁ ଦେଖିଲା ମାତ୍ରେ ଆଖିରୁ ଲୁହ ଗଡ଼ି ଆସୁଛି। ଅଭିଜିତ ମଜୁମଦାର ଙ୍କ ନିର୍ଦ୍ଦେଶିତ ଏହି ଗୀତରେ ପିଣ୍ଟୁ ଙ୍କ ନାଁ ବି ଗୋଉରା ହୋଇଛି।

 ଏଥର କିନ୍ତୁ ଏହି ଗୀତରେ ଗୋଉରା ମାଉସ ଖାଉନି କି ଗରସ ପିଉନି, ଏଥର ଗୋଉରା କଳିଯୁଗ ରେ ପ୍ରେମ କରି ନାମ ନେଇଛି। ଦୁନିଆକୁ କହୁଛି କଳିଯୁଗରେ ପ୍ରେମ କର ନାହିଁ। ପିଣ୍ଟୁ ନନ୍ଦଙ୍କ ଯେତେବେଳେ ଏହି ଗୀତଟି ରିଲିଜ୍ ହୋଇଛି ଠିକ୍ ସେତିକିବେଳେ ସମସ୍ତଙ୍ଅ ଆଖିରୁ ଲୁହ ଜୋକେଇ ଆସୁଛି। ଆଉ ସବୁଠାରୁ ବଡ଼ ଦୁଃଖ ର କଥା ହେଉଛି, ପିଣ୍ଟୁ ନନ୍ଦଙ୍କ ଏହି ଗୀତ ରିଲିଜ୍ ହେବା ପୂର୍ବରୁ ପିଣ୍ଟୁ ନନ୍ଦ ଆଉ ନାହାନ୍ତି।

କଳିଯୁଗର ପ୍ରେମ କରିଲେ ନେବୁ ନାମ, ଏଠି ବରଷକରେ ହୁଏ ବାର ଥର ପ୍ରେମ, ହଁ ମୁଁ ଗୋଉରା ଆଉ ଖାଇବିନି ମାଉସ ଆଉ ପିଇବିନି ଗରସ, ମୋ ପାଇଁ କେତେଯେ ଝିଅ ମରନ୍ତି ବି ଜଣା, ମୋ ନାଁ ଗୋଉରା ଆଉ କଳିଯୁଗରେ ଯିଏ ପ୍ରେମ କରିବ ଭବିଷ୍ୟତ ଟା ଫୁଲ ଅନ୍ଧକାର।

ଏମିତି କିଛି ଲେଖା ଗୀତକୁ ନିଜେ ଗାଇଛନ୍ତି ଅଭିଜିତ ମଜୁମଦାର । ଏହା ପୂର୍ବରୁ କିଛି କଥା କହିଛନ୍ତି ଆମ ସମସ୍ତଙ୍କର ପ୍ରିୟ ଗୋଉରା ରାଣ୍ଡି ପୁଅ ଅନନ୍ତା। ୟୁଟ୍ୟବ ରେ ଗୀତଟି ରିଲିଜ୍ ହେବା ପରେ ଲକ୍ଷ ଲକ୍ଷ ଦର୍ଶକ ଦେଖି ସାରିଲେଣି। ଆଉ ଏହି ଗୀତକୁ ଯିଏ ଦେଖୁଛି ତା ଆଖିରୁ ଲୁହ ଧାର ଧାର ହୋଇ ବହି ଆସୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।