ଦେଖନ୍ତୁ EXCLUSIVE :ଭିଡିଓ ସାମ୍ନାକୁ ଆସିଲା ରହସ୍ୟ ! ବବି ମିଶ୍ର ଶୁଣାଇଲେ ପିଣ୍ଟୁ ନନ୍ଦଙ୍କ ଶେଷ ଭଏସ ଶୁଣିଲେ ଆପଣ ବି କାନ୍ଦିପକାଇବେ….

ପିଣ୍ଟୁ ନନ୍ଦ ଙ୍କର ଏଗାର ଦିନ ମଧ୍ୟ ସରି ଯାଇଛି ଆଉ ଏହା ଏକାଦଶ ରେ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ ନାମିଦାମୀ କଳାକାର ଆସି ଯୋଗ ଦେଇ ଥିଲେ ଯାହାକି ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳୁଛି | ସେହିଭଳି ଭାବରେ ପିଣ୍ଟୁ ନନ୍ଦ ଙ୍କର ଏକାଦଶ ରେ ଅଭିନେତା ବବି ମିଶ୍ର ମଧ୍ୟ ଦେଖିବା ପାଇଁ ମିଳିଛନ୍ତି ଆଉ ସେ ମିଡ଼ିଆ ସାମ୍ନା ତାଙ୍କର ଓ ପିଣ୍ଟୁ ନନ୍ଦ ଙ୍କର ଏକ ଅଡ଼ିଓ କଲ ଶୁଣାଇଛନ୍ତି |

ଯାହାକି ପିଣ୍ଟୁ ନନ୍ଦ ଙ୍କର ଚିକିତ୍ସା ପାଇଁ ପ୍ରଥମେ ବବି ମିଶ୍ର ହିଁ ତାଙ୍କୁ କହି ଥିଲେ କି ହାଇଦ୍ରାବାଦ ର ଯଶୋଦା ରେ ଚିକିତ୍ସିତ ହେବା ପାଇଁ ଆଉ ସେଠାରେ କେବଳ ମେଡ଼ିସିନ ଦ୍ୱାରା ହିଁ ଦେହ ଠିକ ହୋଇ ଯିବ ଅପରେସନ ହେବ ନାହିଁ ସବୁକିଛି ଠିକ ହେଇ ଯିବ |

ଆଉ କହି ଥିଲେ କି ଏଥିରେ 70 ହଜାର ଟଙ୍କା ଖର୍ଚ୍ଚ ହେବ ଆଉ କହିବେ କୋ ଇଏ ଅଟମେଟିକ ମେଡ଼ିସିନ ଦ୍ୱାରା ହିଁ ଠିକ ହୋଇ ଯିବେ | ଏହାପରେ ପିଣ୍ଟୁ ନନ୍ଦ ଯେତେ ବେଳେ ପଚାରି ଥିଲେ କି ସେ ଡ଼କ୍ଟର ଙ୍କ ନାଁ କଣ ପିଣ୍ଟୁ ନନ୍ଦ କହି ଥିଲେ କି ତାଙ୍କ ନାଁ ହେଉଛି ଧର୍ମେଷ କାପୁର ଗୁଗୁଲ ରେ ମାର ଜାଣି ପାରିବୁ |

 ଆଉ ସେଠାରେ 9 ଜଣ ଲୋକ ଟ୍ରାନ୍ସମେଣ୍ଟ କରିଛନ୍ତି ଆଉ ତତେ ତୁ ମୁଁ ହ୍ଵାଟ୍ସଆପ ରେ ଯାହା ପଠାଉଛି ତୁ ଦେଖୁ ନାହୁଁ ମୁଁ ତତେ କଣ ପାଇଁ ପଠେଇବି | କାଲି ତ ତତେ ମୁଁ ହଜାରେ ଜିନିଷ ପଠେଇ ଥିଲି ତୋର କିନ୍ତୁ ବ୍ଲୁ ଟିକ ହେଉ ନାହିଁ, ଏହାପରେ ପିଣ୍ଟୁ ନନ୍ଦ ମଧ୍ୟ କହୁଛନ୍ତି କି ମୁଁ ସବୁ ଦେଖୁଛି କିନ୍ତୁ ମୋର ବ୍ଲୁ ଟିକ ହେବ ନାହିଁ |

ବବି ମିଶ୍ର ଏହା ମଧ୍ୟ କହିଛନ୍ତି କି ଏହି କଥାକୁ ନେଇ ଆଲୋଚନା ଆମେ ଜାନୁଆରୀ 25 ରେ ହୋଇ ଥିଲୁ | ଆଉ ଏମିତି ଅନେକ ଅଛି ଯାହାକି ଦୁଇ ଜଣ ଆମେ ଆଲୋଚନା କରି ଥିଲୁ କାଳେ ଆପଣ ଭାବୁଥିବେ କି ମୁଁ ମିଛ କହୁଛି ସେଥିପାଇଁ ମୁଁ ଅଡ଼ିଓ ଶୁଣାଇ ଦେଲି | ଆଉ ମୁଁ ମିଛ କୁହେ ନାହିଁ ମୁଁ ଯାହା କରି ଥିବି ମୋତେ ଆପଣ କ୍ୟାମେରା ଆଗରେ ପଚାରିଲେ ବି ମୟ ସତ ହିଁ କହିବି | ତେବେ ବବି ମିଶ୍ର ଙ୍କର ଏଭଳି କିଛି କଥା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇର ହେବାରେ ଲାଗିଛି |