Exclusive:- ଶେଷ ସମୟରେ କଥା ଦେଇଥିଲି ମୋ ସ୍ତ୍ରୀ ଆଉ ପୁଅଙ୍କୁ ଦେଖା କରିବି ହେଲେ ପାରିଲିନି ….ମୋ ସ୍ତ୍ରୀ ଅଭିଶାପ ପଡିଲା ମୋ ଉପରେ….

ଆପଣ ଜାଣିଥିବେ ନିଶ୍ଚିତ ଯେ ବର୍ତମାନ ସୋସିଆଲ ମିଡିଆରେ କିପରି ପିଣ୍ଟୁ ନନ୍ଦଙ୍କ ପରଲୋକ ଗମନ ଭିଡିଓ ଭାଇରାଲ ହେବାର ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ଆମେ ଆଜି ଆପଣକୁ ପିଣ୍ଟୁ ନନ୍ଦଙ୍କ ଶେଷ ଇଛା କଣ ଥିଲା ସେ ବିଷୟରେ କହିବୁ |ସମସ୍ତଙ୍କ ଏହି ଦୁନିଆରେ ସବୁ ଇଛା ପୂରଣ ହୋଇନଥାଏ ସେହି ପରି ପିଣ୍ଟୁ ନନ୍ଦ ଜାଣିନଥିଲେ ଯେ ତାଙ୍କର ମୃତ୍ୟୁ ହୋଇଯିବ ବୋଲି |

ପିଣ୍ଟୁ ନନ୍ଦ ଯିବା ପୂର୍ବରୁ ତାଙ୍କର ଶେଷ ଇଛା ଥିଲା ସେ ତାଙ୍କ ଦୁଇ ପୁଅ ଓ ତାଙ୍କ ସ୍ତ୍ରୀଙ୍କୁ ଦେଖିଥାନ୍ତେ ଏବଂ ସେମାନଙ୍କ ସହିତ କିଛି କଥା ହୋଇଥାନ୍ତେ |ତେବେ ଆସନ୍ତୁ ପିଣ୍ଟୁ ନନ୍ଦଙ୍କ ଶେଷ ଇଛା ବିଷୟରେ ସମ୍ପୂର୍ଣ କଥା ଜାଣିବା |

 

ଏହି ଦୁନିଆରେ ସମସ୍ତେ ଏକା ଆସିଥାନ୍ତି ଏକ ହିଁ ଯାଇଥାନ୍ତି,ପିଣ୍ଟୁ ନନ୍ଦଙ୍କ ମୃତ୍ୟୁ ଖବର ଏବେ କାହାର ବିଶ୍ୱାସ ହେଉନାହିଁ ତାଙ୍କର ହସ ହସ ମୁହଁ ଏବେ ସମସ୍ତଙ୍କ ସାମ୍ନାରେ ଘୋରି ବୁଲୁଚି |ପିଣ୍ଟୁ ନନ୍ଦଙ୍କ ମୃତ୍ୟୁରେ ଏବେ ଓଡ଼ିଆ ଇଣ୍ଡଷ୍ଟ୍ରି ବହୁତ ଭାଙ୍ଗି ପଡିଛି, ପିଣ୍ଟୁ ନନ୍ଦଙ୍କ ମୃତ୍ୟୁ ଖବର ପାଇ ଏବେ କାହାର ମନ ବୁଝୁ ନାହିଁ |

ତାଙ୍କର ପରିବାର ଲୋକଙ୍କ ସହିତ ସାରା ଓଡିଶା ବାସୀ ଆଜି ଭାଙ୍ଗି ପଡିଛନ୍ତି, ଭଗବାନ ସମସ୍ତଙ୍କ ପାଇ ଏମିତି ନିଷ୍ଠୁର କେମିତି ହେଲେ |ଜୀବନ ସାରା ତାଙ୍କର ହସ ହସ ମୁଖ ସହିତ ଲାଇଟ, କେମେରା ଆକ୍ସନ ଆଦି ସହିତ ଜଡିତ ପିଣ୍ଟୁ ନନ୍ଦ ବର୍ତମାନ ଆଜି ଏହି ଦୁନିଆରେ ନାହାନ୍ତି |

ପିଣ୍ଟୁ ନନ୍ଦଙ୍କ ଜନ୍ମ ଜଗତସିଂହପୁର ଜିଲ୍ଲାରେ ସେ ଏସକେ ଏକାଡେମୀରେ ନିଜର ବିଦ୍ୟାଳୟ ଶିକ୍ଷା ଶେଷ କରି ଦିଲ୍ଲୀରେ ଯାଇ ନିଜର ପଠା ପଢା ଶେଷ କରିଥିଲେ |ଟେଲିଭିନ ଜରିଆରେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ପିଣ୍ଟୁ,1996ରେ ସେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ସୁନ୍ଦର ଅଭିନୟ କରିଥିଲେ ପିଣ୍ଟୁ |ପିଣ୍ଟୁଙ୍କ ସୁନ୍ଦର ଅଭିନୟ ପାଇ ସେ ଆଜି ସାରା ଭାରତରେ ବେଶ ପରିଚିତ ଅଟନ୍ତି |

 ଏଇ କିଛି ଦିନ ହେବ ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ଖରାପ ହେବାରେ ଲାଗିଲା ପରେ ଆଜି ଏମିତି ସ୍ଥିତି ଛିଡା ହେଲା ଯେ ଯାହା ସମସ୍ତଙ୍କୁ ବହୁତ କଷ୍ଟ ଦେଉଛି |ପିଣ୍ଟୁ ନନ୍ଦଙ୍କୁ ଆଜି ସାରା ଓଡିଶା ବାସୀ ବହୁତ ଝୁରୁଛନ୍ତି ଏବଂ ତାଙ୍କ ଆତ୍ମାର ସଦଗତି ପାଇ ଭଗବାନଙ୍କ ପାଖରେ ନିବେଦନ କରୁଛନ୍ତି |

ସମସ୍ତଙ୍କ ପରି ପିଣ୍ଟୁ ନନ୍ଦଙ୍କ ମଧ୍ୟ ଶେଷ ଇଛା ରହିଥିଲା ସେ ନିଜର ପରିବାର ଲୋକଙ୍କ ସହିତ ନିଜର ଶେଷ ସମୟ ବିତାଇବା ପାଇ ଚାହୁଁଥିଲେ |ଶେଷରେ ସେ ନିଜ ପୁଅ ଓ ସ୍ତ୍ରୀଙ୍କ ସହିତ କିଛି କଥା ହବା ପାଇ ଚାହୁଁଥିଲେ, ନିଜ ପୁଅ ମାନଙ୍କୁ ଅନେକ କଥା କହିବା ସହିତ ତାଙ୍କ ମୁଣ୍ଡରେ ହାତ ବୁଲାଇ ବହୁତ ଆଶୀର୍ବାଦ ମଧ୍ୟ ଦେବେ ବୋଲି ଇଛା ଥିଲା |

ସେ ଏହି ଦୁନିଆ ଛାଡି ଯିବା ସମୟରେ ନିଜ ସ୍ତ୍ରୀ କୂଳରେ ମୁଣ୍ଡ ଦେଇ ଶୋଇବାର ମଧ୍ୟ ଇଛା ଥିଲା |ପିଣ୍ଟୁଙ୍କ ପରଲୋକ ଗମନ ଏବେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।