ପିଆଜ ଆଉ ଭେଶ୍ଳିନ୍ କୁ କେଶ ପାଇଁ ଏମିତି ବ୍ୟବହାର କରନ୍ତୁ, ୧୦୦% ଗ୍ୟାରେଣ୍ଟି କେଶ ଝଡ଼ିବା କମି ଯିବ…..
ଆଜି ଆମେ ଜାଣିବା ଘରୋଇ ଉପାୟ ରେ କିପରି ଭାବରେ କେଶ ଝଡ଼ିବା ଓ ପତଳା ହୋଇ ଯିବା ପରି ସମସ୍ୟା ରୁ କିପରି ମୁକ୍ତି ପାଇବା । ପ୍ରାୟତଃ ସବୁ ଝିଅ ମାନଙ୍କ ର କେଶ ଝଡ଼ିବା ଏକ ଦୁର୍ବଳ ହୋଇ ଯିବା ଏକ ମୂଖ୍ୟ ସମସ୍ୟା ହୋଇ ଥାଏ ଓ ସେମାନେ ଏଥି ପାଇଁ ବହୁତ୍ ଚିନ୍ତା ରେ ରହି ଥାଆନ୍ତି । ଆମେ ଏହି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାର ସମ୍ପୁ ମଧ୍ୟ ବ୍ୟବହାର କରି ଥାଉ ।
କିନ୍ତୁ ଏଥିରେ ଥିବା କେମିକାଲ ମଧ୍ୟ ଆମ କେଶ ଉପରେ ବହୁତ୍ ଖରାପ୍ ପ୍ରଭାବ ପକାଇ ଥାଏ। ତେବେ ଆଜି ଆମେ ଏହି କେଶ ଝଡ଼ିବା ର ଏକ ଘରୋଇ ଉପଚାର ବିଷୟ ରେ ଜାଣିବା।
ତେବେ କେଶ ପାଇଁ ପିଆଜ କେତେ ଉପକାରୀ ଏହା ଆପଣ ଭଲ ଭାବରେ ଜାଣି ଥିବେ ।ଏହି ପିଆଜ କୁ ଭେଶ୍ଳିନୀ ମାଧ୍ୟମ ରେ ଲଗାଇବା ଦ୍ଵାରା ଏହା ଆମ କେଶ ପାଇଁ ବହୁତ୍ ଉପକାରୀ ବୋଲି ସାବସ୍ତ୍ୟ ହୋଇ ଥାଏ । ତେବେ ଏହାକୁ କିପରି ପ୍ରସ୍ତୁତ କରିବା ଆସନ୍ତୁ ଜାଣିବା ।
ପିଆଜ କୁ କେଶ ର ଚିକିତ୍ସା ପାଇଁ ଏକ ବରଦାନ ସଦୃଶ୍ୟ ଅଟେ । ପିଆଜ ର ବ୍ୟବହାର ଦ୍ଵାରା ଆମେ ସମ୍ପୂର୍ଣ କେଶ ର ସମସ୍ତ ପ୍ରକାର ସମସ୍ୟା ଦୂର କରି ପାରିବା। ତେବେ ଆଜି ଆମେ ଏହି ପିଆଜ କୁ କିପରି ଆମେ ଆମ କେଶ ରେ ବ୍ୟବହାର କରିବା ।
ତେବେ ପ୍ରଥମେ ଏକ ବଡ଼ ପିଆଜ କୁ ନିଅନ୍ତୁ । ଏହି ପିଆଜ ର ଚୋପା କୁ ଭଲ ଭାବରେ ତାର ଚୋପା ଛଡ଼ାଇ ଦିଅନ୍ତୁ। ଏହା ପରେ ଏହି ପିଆଜ କୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଏହା ପରେ ଏହି ପିଆଜ କୁ ଗ୍ରାଇନ୍ଦର୍ ସାହାର୍ଯ୍ୟ ରେ ପେଷ୍ଟ କରି ଦିଅନ୍ତୁ ।
ପେଷ୍ଟ କୁ ଏକ ଛଣା ସାହାର୍ଯ୍ୟ ରେ ଛାଣି ଏହାର ରସ ବାହାର କରି ଦିଅନ୍ତୁ । ଏହି ରସ କୁ ଏକ ସଫା ପାତ୍ର ରେ କାଢି ଦିଅନ୍ତୁ । ଏହା ପରେ ଏଥିରେ 3-4 ଚାମଚ୍ ଭେଶ୍ଳିନି ଏଥିରେ ମିଶାଇ ଦିଅନ୍ତୁ । ଏହି ଭେଶ୍ଲିନି ଆମ ତ୍ଵଚା ପାଇଁ କେତେ ଉପକାରୀ ଆପଣ ମାନେ ଏହା ଖୁବ୍ ଭଲ ଭାବରେ ଜାଣି ଅଛନ୍ତି ।
ଏହା ଆମ କେଶ ପାଇଁ ମଧ୍ୟ ଖୁବ୍ ଉପକାରୀ ଅଟେ। ଏହା କେଶ ଝଡ଼ିବା ସମସ୍ୟା ଦୂର କରି ଥାଏ । କେଶ ର ମୂଳ କୁ ମଜବୁତ୍ କରିବା ସହିତ ଏହା କେଶ କୁ ସିଲ୍କ ଆଉ ସାଇନି କରି ବାରେ ମଧ୍ୟ ସାହାର୍ଯ୍ୟ କରି ଥାଏ। ତେବେ ଏହି ଦୁଇ ଟି ସାମଗ୍ରୀ କୁ ଭଲ ଭାବରେ ଗୋଳାଇ ମିଶାଇ ଦିଅନ୍ତୁ ଯେମିତି ଏହାର ଉପାଦାନ ସବୁ ଏହି ମିଶ୍ରଣ ରେ ମିଶି ଯିବ ।
ଏହା ପରେ ଏହାକୁ କେଶ ରେ ହାଲୁକା ଭାବରେ ଲଗାଇ ଦିଅନ୍ତୁ । ଏହା କୁ ଲଗାଇ କିଛି ସମୟ ଛାଡ଼ି ଦିଅନ୍ତୁ । ଏହା ପରେ କେଶ କୁ ଥଣ୍ଡା ପାଣି ରେ ଧୋଇ ଦିଅନ୍ତୁ । ଏହି ପରି ଆପଣ ତିନି ରୁ ଚାରି ଥର ଲଗାଇବା ପରେ କେଶ ଝଡ଼ିବା ସମସ୍ୟା ଦୂର ହୋଇ ଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।