ଓଃ କି ଡ୍ୟାନ୍ସ ! ରୂପା ଓ ପିଣ୍ଟୁ ଙ୍କ ନୂଆ Album ଡାନ୍ସ class ରେ ହେଲା ଏମିତି,ଦେଖିଲେ ନିଜକୁ ସମ୍ଭାଳିପାରିବେନି…
ତେବେ ଆଜିକାଲି ର ଯୁଗ ହେଉଛି ଟେକନୋଲୋଜି ଯୁଗ ଯେଉଁଠି ସମସ୍ତେ ପ୍ରାୟ ଅର୍ଥାତ ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ ଅର୍ଥାତ ସମସ୍ତେ ସ୍ମାର୍ଟ ଫୋନ ୟୁଜ କରିଥାନ୍ତି | ତେବେ କେଉଁଠି କଣ ଘଟିଲା ନ ଘଟିଲା ଓ ଯାହା ବି କିଛି ଭିନ୍ନ ଭିନ୍ନ ଭିଡ଼ିଓ ହେଉ ନା କାହିଁକି ଆମେ ସବୁ ସୋସିଆଲ ମିଡ଼ିଆ ରେ ହିଁ ଦେଖିବା ପାଇଁ ପାଇଥାଉ |
କାରଣ କିଏ କେଉଁଠି ନାଚ କରୁ କି ଗୀତ କରୁ ଅଥବା ନିଜ ଜୀଵନ ଶୈଳୀ କୁ ନେଇ ହେଉ ତାକୁ ମୋବାଇଲ ରେ ରେକର୍ଡ କରି ଥାଆନ୍ତି ଆଉ ପରେ ତାହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଦେଇ ଥାଆନ୍ତି |
ବେଳେ ବେଳେ ସେହି ଭିଡ଼ିଓ ଲୋକ ମାନଙ୍କୁ ଏତେ ପସନ୍ଦ ଆସିଯାଏ କି ତାହା ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଥାଏ ଆଉ ପ୍ରଶଂସା ସାଉଁଟି ଥାଏ | ତେବେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ୟୁଟ୍ୟୁବ ଚ୍ୟାନେଲ କୁ କିଏ ବା ନ ଜାଣେ ତେବେ ପୁଣି ଏକ ଆଲବମରେ ଦୁହିଁଙ୍କୁ ଦେଖିବା ପାଇଁ ମିଳିବ ଯାହାକୁ ନେଇ ଉଭୟ ଡ୍ୟାନ୍ସ କରୁଥିବାର ଦେଖିବା ପାଇଁ ମିଳିଛନ୍ତି |
ଆପଣ ତ ଜାଣିଛନ୍ତି ନାଚ କେତେ ଯେ ନିଆଁରା ହୋଇଥାଏ ଯାହାକି କେଉଁଠି ନାଚ ଦେଖିଲେ ଆମ ପାଦ ମଧ୍ୟ ନାଚି ଉଠେ ଆଉ ଖୁବ ଖୁସି ଅନୁଭବ ହୋଇଥାଏ | ତେବେ ୟୁଟ୍ୟୁବ ଚ୍ୟାନେଲ ରେ ଚର୍ଚ୍ଚିତ ନାଁ ରୂପା ପିଣ୍ଟୁ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯାହାକି ଉଭୟ ଙ୍କର ଡ୍ୟାନ୍ସ ପ୍ରାକ୍ଟିସ ବେଳେ ଦମଦାର ଡ୍ୟାନ୍ସ ଦେଖିବା ପାଇଁ ମିଳିଛି |
ତେବେ ରୂପା ଓ ପିଣ୍ଟୁ ମିଶି ଅନେକ ଆଲବମ ରେ କାମ କରି ସାରିଲେଣି ଆଉ ଏବେ ତାଙ୍କର ନୂଆ ଏକ ଆଲବମ ଆସିବା ପାଇଁ ଯାଉଛି ଯାହାକୁ ନେଇ ଉଭୟ ପ୍ରାକ୍ଟିସ ଜାରି ରଖିଛନ୍ତି | ଯାହାକି ରୂପା ପିଣ୍ଟୁ ଙ୍କର ଏହି ଯୋଡ଼ି କୁ ସମସ୍ତେ ଖୁବ ଭଲ ପାଇବା ଦେଇ ଆସିଛନ୍ତି ଆଉ ତାଙ୍କର କିଛି ଭିଡ଼ିଓ ଉପଲୋଡ ହେବା ମାତ୍ରେ ହିଁ ଦର୍ଶକ ଖୁବ ଭଲ ପାଇବା ଦେଇଥାନ୍ତି |
ଏହି ଭିଡିଓରେ ସେମାନଙ୍କ ଡ୍ୟାନ୍ସ କ୍ଲାସର କିଛି ଭିଡିଓ ଦେଖିବାକୁ ମିଳିଛି ଯେ ରୂପା ଓ ପିଣ୍ଟୁ ଉଭୟଙ୍କୁ ଡ୍ୟାନ୍ସ ମାଷ୍ଟର ସୁନ୍ଦର ଷ୍ଟେପରେ ଭିଡିଓ ଶିଖାଉଛନ୍ତି |ତାଙ୍କର ଡ୍ୟାନ୍ସ ଯେଉଁ ଗୀତରେ ଶିଖୁଥିଲେ ସେହି ସୁନ୍ଦର ଗୀତଟି ହେଉଛି “ହାଏରେ ହାଏରେ ରାଜ ଜେମା “ଏଥିରେ ଉଭୟ ସୁନ୍ଦର ଭାବରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି | ଏମାନଙ୍କ ସହିତ କିଛି ଡ୍ୟାନ୍ସ ପିଲାମାନେ ମଧ୍ୟ ସୁନ୍ଦର ଭାବରେ ଡ୍ୟାନ୍ସ କରୁଛନ୍ତି | ଏହି ସୁନ୍ଦର ଗୀତ “ହାଏରେ ହାଏରେ ରାଜ ଜେମା “ରୂପା ପିଣ୍ଟୁଙ୍କ ସୁନ୍ଦର ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |