ଦେଖନ୍ତୁ EXCLUSIVE : ପିଣ୍ଟୁ ନନ୍ଦ ଙ୍କୁ ୧୦ ଲକ୍ଷ ଟଙ୍କା ଦେଲେ ଅର୍ଦ୍ଧେନ୍ଦୁ || ଅଭିନେତା ଅର୍ଦ୍ଧେନ୍ଦୁଙ୍କ ବଡ଼ ହୃଦୟ

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର । ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ତାହା ଆମ ସମସ୍ତ ଙ୍କ ମନରେ ଚିନ୍ତା ଭରି ଦେଇଛି । କାରଣ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଥିବା ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସଂକଟା ପର୍ଣ୍ଣ ରହିଛି ଆଉ ତାଙ୍କୁ ବର୍ତ୍ତମାନ ଭୁବନେଶ୍ୱର ରୁ ଦିଲ୍ଲୀ ହସ୍ପିଟାଲ କୁ ଅତ୍ୟାଧୁନିକ ଚିକିତ୍ସା ପାଇଁ ନିଆଯାଇଛି ବୋଲି କୁହା ଯାଉଛି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।

ଅଲିଉଡ ରେ ଅନେକ ପ୍ରକାରର କଳାକାର ମାନେ ଅଛନ୍ତି ଯେଉଁ ମାନେ କି ନିଜର ସୁନ୍ଦର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ।ତେବେ ସେମାନଙ୍କ ମଧ୍ୟରୁ ଅଲିଉଡ ର ଜଣେ ବେଶ ଜଣା ଶୁଣା ଲୋକ ପ୍ରିୟ କଳାକାର ପିଣ୍ଟୁ ନନ୍ଦ ଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ।

କେତେବେଳେ ନାୟକ ତ ଆଉ କେତେବେଳେ ଖୋଳ ନାୟକ ପୁଣି କେତେବେଳେ କମେଡିଆନ ଭାବରେ ନିଜର ଦମଦାର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କ ମନକୁ କିଣି ନେଇଛନ୍ତି ପିଣ୍ଟୁ ନନ୍ଦ ।ତାହା ସହିତ ଅଲିଉଡ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି ପିଣ୍ଟୁ ନନ୍ଦ ତାଙ୍କର ଅଭିନୟ ମାଧ୍ୟମରେ ।

ଲିଭର ସିରୋସିସ୍ ରୋଗ ପାଇଁ ପିଣ୍ଟୁ ନନ୍ଦ ମାଗିଥିଲେ ସାହାଯ୍ୟ। ସବୁଆଡ଼ୁ ସାହାଯ୍ୟ ର ସୁଅ ମଧ୍ୟ ଛୁଟିଛି।ଆଉ ଏବେ ତାଙ୍କୁ ଦୁଇ ଜଣ ଲିଭର ଡୋନର ମଧ୍ୟ ମିଳି ଯାଇଛି। ସେଥିପାଇଁ ସେ ସିଧା ଭୁବନେଶ୍ବର ରୁ ଦିଲ୍ଲୀ ଏୟାରପୋର୍ଟ ଯିବେ। ଆଉ ସେଠାରେ ତାଙ୍କର ଯକୃତ ପ୍ରତିରୋପଣ କରାଯିବ ବୋଲି କୁହାଯାଇଛି।

 ତେବେ ସିନେମା ଜଗତର କଳାକାର ମାନେ କିଛି କିଛି ଅର୍ଥ ରାଶି ସହାୟତ କରିଛନ୍ତି ପିଣ୍ଟୁ ନନ୍ଦ ଙ୍କୁ। ଏହା ବ୍ୟତୀତ ଏବେ ଚର୍ଚ୍ଚା ହେଉଛି ଯେ, ଓଲିଉଡ୍ ଅଭିନେତା ଅର୍ଦ୍ଧେନ୍ଦୁ ଯିଏକି ଅନେକ ଫିଲ୍ମ ରେ ସୁନ୍ଦର ଭାବରେ ଅଭିନୟ କରି ଲୋକଙ୍କ ହୃଦୟରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ଆଉ ଆଜି ସେ ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କା ସାହାଯ୍ୟ କରିଥିବା ଖବର ସାମ୍ନାକୁ ଆସିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।