Physical Academy ରେ ଏହି ଗୀତ ” Chatak Matak ” ରେ କମାଲ କଲେ Cute ଗାର୍ଲ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…
ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯେଉଁଥିରେ ଆମେ ଅନେକ କିଛି ଦେଖି ଥାଉ ଜାଣି ଥାଉ | ବେଳେ ବେଳେ ଏମିତି କିଛି ଭିଡ଼ିଓ ଭାଇରାଲ ହୋଇ ଥାଏ ଯାହା ଦେଖିବା ପାଇଁ ଖୁବ ମନଲୋଭା ହୋଇ ଥାଏ | ଆମେ କୁନି ପିଲା ଙ୍କର ଅନେକ ପ୍ରକାର ର ଭାଇରାଲ ଭିଡ଼ିଓ ଦେଖିଛନ୍ତି ଯାହା ଦେଖିବା ପାଇଁ ଖୁବ ମଜା ଲାଗି ଥାଏ | କାରଣ କୁନି କୁନି ପିଲା ମଧ୍ୟ ବେଳେ ବେଳେ ଏମିତି କିଛି ପ୍ରତିଭା ଦେଖାଇ ଥାଆନ୍ତି ଯାହା ଆମକୁ ଖୁବ ଆକର୍ଷିତ କରାଇ ଥାଏ | ଆଉ ଏଭଳି କିଛି ଯେତେ ଦେଖିଲେ ବି ଆମ ମନ ପୁରି ନଥାଏ ଆହୁରି ଦେଖିବା ପାଇଁ ଆଗ୍ରହ ହୋଇ ଥାଏ |
ତେବେ ସବୁଠାରୁ ଡ୍ୟାନ୍ସ ଅନ୍ୟତମ ହୋଇ ଥାଏ ଯାହାକୁ ଦେଖିଲେ ନିଜ ପାଦ ମଧ୍ୟ ନାଚି ଉଠେ ଏବଂ ମନରେ ଏକ ନିଆଁରା ଉଲ୍ଲାସ ଖେଳି ଉଠେ | ଆଉ ଆପଣ ତ ଜାଣିଛନ୍ତି ଆଜିକାଲି ର ପିଲା ମାନଙ୍କ ପାଖରେ ଆଉ ନିଜର ପ୍ରତିଭା ଲୁଚି ରହୁ ନାହିଁ କାରଣ ନିଜ ପ୍ରତିଭା କୁ କିପରି ସେମାନେ ଲୋକ ଲୋଚନ କୁ ଆଣିବେ ତାହାକୁ ନେଇ ବ୍ୟସ୍ତ |
ତେବେ ବର୍ତ୍ତମାନ ସମୟରେ ସେହିଭଳି ଏକ କୁନି ଝିଅ ର ଡ୍ୟାନ୍ସ ଭିଡ଼ିଓ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ପ୍ରଶଂସା ନକରି ରହି ପାରିବେ ନାହିଁ |
ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି କି ଜଣେ ସୁନ୍ଦର କୁନି ଝିଅ ଟି ନିଜ ଅଣ୍ଟା କୁ ହଲାଇ ଖୁବ ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରୁଛି | ଝଟକ ମଟକ ଗୀତ ରେ କୁନି ଝିଅ ଟି ସୁନ୍ଦର ଭାବରେ ନିଜ ଅଣ୍ଟା କୁ ହଲାଇ ନାଚୁଛି | ଝିଅ ଟି ନାଚୁ ଥିବା ସମୟରେ ସେଠାରେ ଉପସ୍ଥିତ ଥିବା ଲୋକ ମାନେ ମଧ୍ୟ ତାଳି ମାରି କୁନି ଝିଅ ଟିକୁ ଆହୁରି ଉତ୍ସାହିତ କରୁ ଥାଆନ୍ତି |
ଏହା କେଉଁ ସ୍ଥାନର ତାହା ତଃ ସଠିକ ଭାବରେ ଜଣା ପଡ଼ି ନାହିଁ କିନ୍ତୁ କୁନି ଝିଅ ଟିର ନାଚ ଏତେ ସୁନ୍ଦର ଥିଲା ଯେ କୌଣସି ବଡ଼ ପିଲା ମଧ୍ୟ ତା ଆଗରେ ଫେଲ ମାରି ଯିବ | ଏଭଳି ଏକ ସୁନ୍ଦର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଅନେକ ଦର୍ଶକ ଖୁବ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖି ପ୍ରଂଶସା କରିଛନ୍ତି | ତେବେ ଏଭଳି କିଛି ଛୋଟ ଛୁଆ ଙ୍କର ସୁନ୍ଦର ଭିଡ଼ିଓ ଦେଖି ମନକୁ ଖୁବ ଖୁସି ଅନୁଭବ ହୋଇ ଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।