ବୁଦ୍ଧି ପରୀକ୍ଷା – ଫଟୋ ଦେଖି କୁହନ୍ତୁ ଏଠାରେ କିଏ ସବୁଠାରୁ ଅଧିକା ବୋକା ? ଆପଣଙ୍କ ଉତ୍ତର କହିବ କି ଆପଣଙ୍କ ସ୍ଵଭାଵ କିପରି..

ସୋସିଆଲ ମିଡିଆରେ ଆଜିକାଲି ବହୁତ ଭିଡ଼ିଓ ଭାଇରାଲ ହେଉଛି l ଏମିତି କିଛି ଫୋଟୋ ମଧ୍ୟ ଭାଇରାଲ ହୋଇଥାଏ l ଏମିତି ଏକ ଫୋଟ ଭାଇରାଲ ହୋଇଛି ଯେ ତାହା ଲୋକମାନଙ୍କ ମଧ୍ୟରେ ବଡ ଡିବେଟ ହୋଇ ଯାଇଛି l ଏହି ଫୋଟୋରେ ଚାରୋଟି ଲୋକ ଗୋଟିଏ ଗଛରେ ଚଢିଛନ୍ତି, ଏମାନେ ବହୁତ ମୂର୍ଖଙ୍କ ଭଳି କାମ କରୁଛନ୍ତି l ଯାହାକୁ ନେଇ ସେମାନେ ଗଛରୁ ତଳକୁ ପଡି ଯାଇ ପାରନ୍ତି l ତେବେ ସମସ୍ତେ ପଚାରୁଛନ୍ତି କି ଏହି ଲୋକମାନଙ୍କ ମଧ୍ୟରୁ ଅଧିକ ବୋକା କିଏ ? ଏଠାରେ ଚାରୋଟି ଅପସନ ରହିଛି, ତାକୁ ବାଛି ଆପଣ ନିଜର ସ୍ୱଭାବ ବିଷୟରେ ଜାଣି ପାରିବା l ଆପଣଙ୍କ ବିଷୟରେ ବହୁତ କିଛି କହିବ, ଭଲ ଭାବେ ଫୋଟୋକୁ ଦେଖି ନିଅନ୍ତୁ l

1. ପ୍ରଥମେ ଯଦି ଆପଣ 1 ବାଛିଛନ୍ତି, ତେବେ ଦୁର୍ଭାଗ୍ୟ ଯେ ଆପଣ ସେହି ପ୍ରକାରର ବ୍ୟକ୍ତି ଅଟନ୍ତି ଯେ କି ଜଲଦି ହାର ମାନିନିଅନ୍ତି l ଆମକୁ ଲାଗିଥାଏ କି ପରିସ୍ଥିତିକୁ ବଦଳାଇ ପାରିବେ l ଯାହାକି ଆପଣ ଏକ ଶାନ୍ତି ପ୍ରିୟ ବ୍ୟକ୍ତି ଅଟନ୍ତି l ଝଗଡା କରିବାକୁ ପସନ୍ଦ କରନ୍ତି ନାହିଁ l ଏହାର ଅର୍ଥ ଆପଣ ଜଣେ ଦୟାଳୁ ଲୋକ ଅଟନ୍ତି l

2. ଦ୍ୱିତୀୟ ଯଦି 2 ବାଛିଛନ୍ତି ତେବେ ଆପଣ ସ୍ଥିତିକୁ ଠିକ ଭାବେ ବୁଝି ପାରନ୍ତି ନାହିଁ l ଭୁଲ କାମ କରିବସନ୍ତି l ଆପଣ ଜଣେ ଜିଦ୍ଦି ସ୍ଵଭାବର ବ୍ୟକ୍ତି ଅଟନ୍ତି l ଆପଣ ବହୁତ ଜଲଦି ଗୋଟିଏ କଥାର ନିର୍ଣ୍ଣୟ କରନ୍ତି l ଯାହାକୁ ଚାହିଁଲେ ବି ଆପଣ ନଜର ଅନ୍ଦାଜ କରି ପାରନ୍ତି l

3. ତୃତୀୟ ରେ ଯଦି ଆପଣ 3 ବାଛିଛନ୍ତି l ତେବେ ଆପଣ ଜଲଦି ହାର ମାନିଲା ଭଳି ବ୍ୟକ୍ତି ନୁହନ୍ତି l ଆପଣ ବହୁତ ଜଲଦି ସେହି କଥାକୁ ଠିକସେ ବୁଝି ଏବଂ କଥାର ବହୁତ ଗଭୀର ପର୍ଯ୍ୟନ୍ତ ଯାଇ ଥାନ୍ତି l ନିଜର ଅଧିକାର ପାଇଁ ଲଢ଼ିବା l ଆପଣ ଭଲ ବିଜନେସ ମ୍ୟାନ ହୋଇ ପାରନ୍ତି l ବହୁତ ଭାବିଚିନ୍ତି କାର୍ଯ୍ୟ କରନ୍ତି l ଏହା ଆମକୁ ବହୁତ କାର୍ଯ୍ୟରେ ସଫଳତା ହାସଲ କରି ପାରିବେ l ଆପଣଙ୍କୁ ସଫଳତାର ରାସ୍ତାରେ ନେଇ ଯାଇ ଥାଏ l

4.ଯଦି ଆପଣ 4 ବାଛିଛନ୍ତି, ତେବେ ଆପଣ ଜଣେ ବିଦ୍ରୋହୀ ପ୍ରକୃତିର ବ୍ୟକ୍ତି ଅଟନ୍ତି l ନିଜର କଥାକୁ ପ୍ରମାଣ କରିବା ପାଇଁ ଆପଣ ନିଜକୁ ବିପକ୍ଷରେ ଥିବା ଲୋକମାନଙ୍କ ସହ ହାତ ବଢ଼ାଇ ଥାନ୍ତି l ଅଯଥାରେ ଯୁକ୍ତି ତର୍କ ଲଗାଇବା ଆପଣଙ୍କର ଅଭ୍ୟାସ ହୋଇ ଥାଏ l ଆପଣ ଭାବିଚିନ୍ତି କୌଣସି କାର୍ଯ୍ୟ କରନ୍ତି ନାହିଁ l ସବୁବେଳେ ତରଭର ହୋଇ କାର୍ଯ୍ୟ କରିଥାନ୍ତି l ତେବେ ଆପଣ ବାଛି ଥିବା ସଂଖ୍ୟାରେ ଆପଣ ଆପଣଙ୍କ ସ୍ୱଭାବ କିପରି ଜାଣି ପାରିବେ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।